କଳିଙ୍ଗ ଗଣନାଟ୍ୟ love ସିନ୍ ଗୀତ ” ସରିଗଲା ରାତି ସରୁନି ଗପ “। ମାତ୍ର ୪ ଘଣ୍ଟାରେ 245k ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ…..

0 1,084

ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବା କୁ ପାଉଥିବେ । ତେବେ ଯାତ୍ରା କୁ ନେଇକି ମଧ୍ୟ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବା ର ଦେଖିବା କୁ ପାଉଥିବେ।

ଆପଣ ମାନେ ତେବେ ସେହିଭଳି ଏକ ଭିଡିଓ ବର୍ତ୍ତମାନ ଦେଖିବା କୁ ମିଳିଛି । ଆଉ ଯେଉଁଠି ଯାତ୍ରା ଜଗତ ରେ ଚହଳ ପକାଇଛି ସେହି ଗୀତ ଟି ଆଉ ଯେଉଁ ଗୀତ ରେ ଯାତ୍ରା ରେ ନାଚୁଥିବା କଳାକାର ମାନେ ଝୁମିବା ସହିତ ଦର୍ଶକ ମାନେ ମଧ୍ୟ ଝୁମିବାକୁ ଲାଗିଛନ୍ତି । ତାହେଲେ ଦେଖନ୍ତୁ ଭାଇରାଲ ଗୀତ ଗାଉ ଥିବା ସମ୍ପୂର୍ଣ୍ଣ ଭିଡିଓ ।

ଆପଣ ମାନେ ଜାଣିଥିବେ କି ସଂଗୀତ ରେ ଗୋଟିଏ ଏମିତି ଯାଦୁ ରହିଥାଏ ଯାହା ଦ୍ୱାରା ସମସ୍ତେ ଆକୃଷ୍ଟ ହୋଇଥାଏ । ତାହା ବ୍ୟତୀତ ସମସ୍ତଙ୍କୁ ନିଜର କରେଇବାର ଏକ ମାତ୍ର ମାଧ୍ୟମ ହେଉଛି ଗୀତ । ଆଉ ଭାଇରାଲ ହେଉଥିବା ଏହି ଭିଡିଓ ଟିରେ ଦେଖିବା କୁ ମିଳିଛି କି!

କେଉଁ ଭଳି ଭାବରେ ଯାତ୍ରା ରେ ଗୀତ ଗାଉଥିବା ସଂଗୀତ କାର ଜଣଙ୍କ ର ଗୀତ ର ଯାଦୁ ରେ ସମସ୍ତଙ୍କୁ ମୋତୁଆଲା କରିବା ପାଇଁ ଲାଗିଛନ୍ତି ସମସ୍ତେ ଆଉ ଏକ ଯାତ୍ରା ମଞ୍ଚ ରେ ଗୀତ ଶୁଣିବାକୁ ମିଳିଛି । ଆଉ ସେହି ଗୀତ ରେ କଳାକାର ମାନେ ସେମାନ ଙ୍କ ର ଡାନ୍ସ ର ଝଲକ ମଧ୍ୟ ଦେଖାଇବା କୁ ଲାଗିଛନ୍ତି ବୋଲି କୁହାଯାଉଛି ।


କଳିଙ୍ଗ ଗଣନାଟ୍ୟ ରେ ଦେଖିବାକୁ ମିଳିଛି ଏହି ପ୍ରଗ୍ରାମ ଟି, ଆଉ ଯେଉଁଥିରେ “ସରିଗଲା ରାତି ସରୁନି ଗପ ” ଗୀତ ରେ ସୁନ୍ଦର ଭାବରେ ସମସ୍ତ ଙ୍କର ମନ କୁ ଆକୃଷ୍ଟ କରେଇଛି । କଳାକାର ମାନେ ଆଉ ଗୀତ ଟି ଗୋଟିଏ ରୋମାଣ୍ଟିକ ସଙ୍ଗ ହୋଇଥିବା ରୁ!

ଆଉ ସଂଗୀତ କାର ଜଣକ ଦମଦାର ଭାବରେ ତାଙ୍କର ପ୍ରଦର୍ଶନୀ ଦେଖାଉଥିବାରୁ ତାହା ଦର୍ଶକ ମାନଙ୍କର ମନକୁ ମଧ୍ୟ ବେଶ ଛୁଇଁଛି ବୋଲି ଦେଖିବାକୁ ମଧ୍ୟ ମିଳିଛି । ଆଉ ଏହି ଗୀତ ଟିରେ ଯାତ୍ରା ରେ ମୁଖ୍ୟ ଭୂମିକା ରେ ଅଭିନୟ କରୁଥିବା ହିରୋଇନ ଙ୍କ ସହିତ ହିରୋ ମଧ୍ୟ ସୁନ୍ଦର ଭାବରେ ତାଙ୍କର ଡାନ୍ସ ର କମାଲ ଦେଖାଇବାକୁ ଲାଗିଛନ୍ତି ।

ଆପଣ ମାନେ ଜାଣିଥିବେ କି ଆଜିକାଲି ଯାତ୍ରା ଜଗତ କେତେ ଆଗ କୁ ଯିବାକୁ ଲାଗି ଲାନି ଓ ତାହାର ଗୀତ ଆଉ ନାଚ ସମସ୍ତ ଙ୍କ ର ମନ କୁ କିଣି ନେବା ଭଳି ହୋଇଛି । ଆଉ ଏଠାରେ ସେହି ଭଳି କିଛି ଦେଖିବା କୁ ମିଳିଛି । ଆଉ ଯେଉଁଠି ଦେଖିବା କୁ ମିଳିଛି କି ତାଙ୍କର ସୁମଧୁର କଣ୍ଠ ସ୍ୱର ରେ ସମସ୍ତ ଙ୍କୁ ଆକୃଷ୍ଟ କରେଇଛନ୍ତି ଯାତ୍ରା ରେ ଥିବା କଣ୍ଠଶିଳ୍ପୀ ଜଣ ଙ୍କ ସେ ବହୁତ୍ ସୁନ୍ଦର ଭାବରେ ଗୀତ ଟି ଗାଇଛନ୍ତି । ଆଉ ଯାହା ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.