ପତିଲ୍ କମରୀୟା || TRENDING VIDEO || NEW ODIA COMEDY || MR DHENKANALIA ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ…

0 588

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ । ତେବେ ଆପଣ ମାନେ ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବା କୁ ପାଉଥିବେ ଆଉ ଯେଉଁଥିରେ ଅନେକ କମେଡି ଭିଡ଼ିଓ ଗୁଡିକ ମଧ୍ୟ ରହିଛି ।

ଆଉ ଯେଉଁ କମେଡି ଭିଡ଼ିଓ ଗୁଡିକୁ ଦର୍ଶକ ମାନେ ଦେଖିବା ଫଳରେ କମେଡିର ମଜା ନେବାକୁ ଲାଗିଛନ୍ତି ଓ ତାହା ସହିତ କମେଡି ମନୋରଞ୍ଜନ ର ମାଧ୍ୟମ ରୂପେ ମଧ୍ୟ କାମ ଦେଉଛି । ତେବେ ବର୍ତ୍ତମାନ ଭାଇରାଲ ହେଉଥିବା କମେଡି ରେ ଛୋଟ ଛୁଆଁ ଟି ରାତିରେ ରିଲସ ବନାଉଥିବାର ଦେଖିବାକୁ ମିଳିଛି । ଆଉ ରାତିରେ ଗୀତ ଗାଇବା ରେ ମଧ୍ୟ ଲାଗିଛି । ତାହେଲେ ଦେଖନ୍ତୁ ଏହି ଭାଇରାଲ ହେଉ ଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଟି ବିଷୟରେ ।

ଆପଣ ମାନେ ଅନେକ ପ୍ରକାରର କମେଡି ସିନ ମାନ ଦେଖିବାକୁ ପାଉଥିବେ । ତେବେ ବର୍ତ୍ତମାନ ଯେଉଁ କମେଡି ସିନ ଟି ସମସ୍ତଙ୍କୁ ପସନ୍ଦ ଆସିଛି ଓ ସମସ୍ତଙ୍କ ର ମନକୁ କିଣି ନେଇଛି ତାହା ହେଉଛି ଢେଙ୍କାନାଳିଆ କମେଡି । ଆଉ ଯେଉଁଥିରେ ଦୁଇ ଜଣ ବେଶ ସୁନ୍ଦର ଭାବରେ ନିଜର କମେଡି ର ଅନ୍ଦାଜ ଦେଖାଇବା କୁ ଲାଗିଛନ୍ତି ଓ ସେମାନଙ୍କର କମେଡି ରେ ଦର୍ଶକ ମାନେ ମଧ୍ୟ ବେଶ ଉପଭୋଗ କରିବା ସହିତ ମନୋରଞ୍ଜନ ମଧ୍ୟ କରୁଥିବାର ଦେଖିବାକୁ ମିଳିଛି ବୋଲି କୁହାଯାଉଛି । ତେବେ କୁନି କଳାକାର ଜଣଙ୍କ ର କମେଡି ର ଯାଦୁ କୁ ଦର୍ଶକ ମାନେ ଅଧିକ ପସନ୍ଦ କରୁଥିବାର ଦେଖିବା କୁ ମିଳିଛି ।


ଏଠାରେ ଦେଖିବାକୁ ମିଳିଛି କି ରାତି ଅଧାରେ ଶୁଣିବାକୁ ମିଳିଛି “ପତଲୀ କମରିୟା ବୋଲ ହାୟ ହାୟ ” ଗୀତ ଟି। ଆଉ ଯେତେବେଳେ ଏହି ଗୀତ ଟି କିଏ ଗାଉଛି ବୋଲି ଦେଖିଥିଲେ ସେତେବେଳେ ଛୋଟ ପିଲା ଟି ଗାଉଥିବାର ଦେଖିବାକୁ ମିଳିଥିଲା ।

ତେବେ ସେ ରାତିରେ ରିଲସ ବନାଉଥିବାର ଦେଖିବା କୁ ମିଳିଥିଲା କାରଣ ସକାଳେ 6 ରୁ ଟିଉସନ ପୁଣି ସ୍କୁଲ ପୁଣି ଟିଉସନ ତ ପିଲା ଟି ପାଖରେ ସମୟ ନାହିଁ ରିଲସ ପାଇଁ। ତେବେ “ପତଲୀ କମରିୟା ବୋଲ ହାୟ ହାୟ ” ର ମାନେ ବୁଝେଇ ପିଲା ଟି କହିଛି କି ପତଳା ଅଣ୍ଟା ଯାହାର ହାୟ କରିବ ଓ ମୋଟା ଅଣ୍ଟା ଯାହାର ବାୟ କହିବ।

ଏହା ବ୍ୟତୀତ “କିରିଚି ନଜରୀୟା ବୋଲ ହାୟ ହାୟ ” ଅର୍ଥାତ ଯିଏ କୋଣେଇକି ଚାହିଁବ ହାୟ କହିବ ଓ ସିଧା ଚାହିଁଲେ ବାୟ କହିବ ବୋଲି କୁହାଯାଉଛି ତାହା ବ୍ୟତୀତ ଛୋଟ ପିଲା ଟି ରାତିରେ କାନ୍ଦୁ ଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।

ତେବେ ସେ କାନ୍ଦୁ ନ ଥିଲା ରିଲସ ବନାଉଥିଲା ବୋଲି କହିଛି । ଆଉ ଛୋଟ ଛୁଆଁ ଟିର ଏଭଳି କମେଡିକୁ ଦର୍ଶକ ମାନେ ମଧ୍ୟ ଅଧିକ ପସନ୍ଦ କରିବାକୁ ଲାଗିଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.