ଓଃ..କି..ଡ୍ୟାନ୍ସ – ମଦ ପିଇ ହଷ୍ଟେଲ ରେ ନାଚିଲେ ଯୁବତୀ ,ଦେଖିଲେ ନିଜକୁ ସମ୍ଭାଳି ପାରିବେନି ! ମାତ୍ର ୪ ଘଣ୍ଟାରେ 5 milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….
ହଷ୍ଟେଲ ଭିତରେ ଛାତ୍ରୀ ମାନେ କରିଲେ ଜବରଦସ୍ତ ଡ୍ଯାନ୍ସ। ବନ୍ଧୁଗଣ ଆସନ୍ତୁ ଏକ ମଜାଦାର ଏବଂ ଭାଇରାଲ ଡାନ୍ସ ଭିଡିଓ ଦେଖିବା। ଯାହା ଆପଣଙ୍କୁ ନିଶ୍ଚିତ ଭଲ ଲାଗିବ। ଆପଣ ଦେଖିଥିବେ କିଛି ଭିଡିଓ ଏମିତି ରହିଥାଏ ତାହା ଲୋକଙ୍କୁ ବେଶ୍ ପସନ୍ଦ ହୋଇଥାଏ ଏବଂ ସେ ଭିଡିଓ ର ଚାହିଦା ବି ବେଶ୍ ବଢ଼ି ଯାଇଥାଏ।
କାରଣ ସୋସିଆଲ ମିଡିଆରେ ଏହି ଭିଡିଓ କୁ ବହୁତ୍ ମାତ୍ରାରେ ଲୋକ ପସନ୍ଦ କରନ୍ତି ଏବଂ ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରନ୍ତି। ସେହିପରି ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ଯେଉଁ ଭିଡିଓକୁ ଯିଏ ଦେଖୁଛି ସିଏ ବହୁତ୍ ଖୁସି ହେଉଛି।
ଏହା ହେଉଛି ଗୁରୁ ଦିବସ ଉପଲକ୍ଷେ କିଛି ଛାତ୍ରୀଙ୍କ ଡାନ୍ସ ଭିଡିଓ।ଆପଣ ତ ଦେଖୁଥିବେ ଅନେକ ଆଜିର ଡିଜିଟାଲ ଯୁଗର ଯୁବପିଢି ମାନେ ଅନେକ ଡାନ୍ସ ଭିଡିଓ ଶୁଟ କରି ସୋସିଆଲ ମିଡିଆରେ ପୋଷ୍ଟ ବି କରୁଛନ୍ତି।ବର୍ତ୍ତମାନ ଇଣ୍ଟର୍ନେଟ୍ ରେ ଏହିଭଳି ଅନେକ ଡାନ୍ସ ଭିଡିଓ ର ଚାହିଦା ଏକ ଭିନ୍ନ ଧରଣର ରହିଛି।
ସେହିପରି ଏବେ ଭାଇରାଲ ହେଉଥିବା ଏହି ଭିଡିଓ ଟି ମଧ୍ୟ ଟିକେ ଭିନ୍ନ ଧରଣର ହୋଇଛି। ଏହି ଭିଡିଓ ଏବେ ଏମିତି ଭାଇରାଲ ହେଉଛି ଯେ ଲୋକମାନେ ଏହାକୁ ଦେଖି ବେଶ୍ ଖୁସି ହେଉଛନ୍ତି।ଏହି ଭିଡିଓ ରେ ଦେଖିବାକୁ ମିଳିଛି କିଛି ଛାତ୍ରୀ ଶାଢ଼ୀ ପିନ୍ଧି ଷ୍ଟେଜ ରେ ଡାନ୍ସ କରୁଛନ୍ତି।
ଗୁରୁ ଦିବସ ଉପଲକ୍ଷେ ସ୍ବତନ୍ତ୍ର ଉପସ୍ଥାପନା ପୂର୍ବକ କେନ୍ଦ୍ରୀୟ ବିଦ୍ୟାଳୟ ର ଏହି ଛାତ୍ରୀ ମାନେ ତାଙ୍କର ଆକର୍ଷଣୀୟ ନୃତ୍ୟକୁ ପରିବେଷଣ କରୁଛନ୍ତି।କେତେ ଜବରଦସ୍ତ ଅନ୍ଦାଜ ରେ ଡାନ୍ସ ସେମାନେ କରୁଛନ୍ତି ତାହା ଥରେ ଦେଖନ୍ତୁ। ହିନ୍ଦି ଗୀତର ତାଳେ ତାଳେ ଏଠାରେ ଏମାନେ ଆକର୍ଷଣୀୟ ନୃତ୍ୟ ପରିବେଷଣ କରୁଛନ୍ତି।
ଗୁରୁ ଦିବସରେ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରୀ ମାନେ ଡାନ୍ସ ପ୍ରସ୍ତୁତ କରି ମହାଗୁରୁ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡ଼ା ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ର ଆଗରେ ଏହି ନାଚ ଦେଖାଉଛନ୍ତି।ତେବେ ଏହି ଭିଡିଓ ସେୟାର ହେବା ପରେ ଏବେ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି।
ତେବେ ଏହି ଭିଡିଓ ରେ ଶାଢ଼ି ପିନ୍ଧି ଛାତ୍ରୀ ମାନେ ଯେଉଁ ଭଳି ଭାବରେ ତାଙ୍କର ଡାନ୍ସ କୁ ଦେଖାଉଛନ୍ତି ତାହା ଦେଖିବାର କଥା।ତେବେ ଏହି ଡାନ୍ସଟି ଲୋକ ଲୋଚନକୁ ଆସିବା ପରେ ଏହା ଯେଉଁ ଭଳି ଭାବରେ ସେୟାର ହେଉଛି ତାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।
ଏହି ଡାନ୍ସ ଭିଡିଓ କୁ ଦେଖି ଅନେକ ପସନ୍ଦ କରିବା ସହ ତାଙ୍କର ପ୍ରତିକ୍ରିୟା ମଧ୍ଯ ଦେଉଛନ୍ତି। ଆଉ ଏହି ଭିଡିଓ ଟି ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଏହାକୁ ଏବେ ସୁଦ୍ଧା ୨ କୋଟିରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି। ଆପଣ ବି ଏହି ଭିଡିଓ କୁ ଦେଖିଲେ ନିଶ୍ଚିତ ଖୁସି ହେବେ।ହଷ୍ଟେଲ ଭିତରେ ଛାତ୍ରୀ ମାନେ କରିଲେ ଜବରଦସ୍ତ ଡ୍ଯାନ୍ସ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।