For Pregnancy – ବାରମ୍ବାର ଚେଷ୍ଟା ପରେବି ଯଦି ଗର୍ଭ ରହୁନାହିଁ,ତେବେ ଏହା ପିଅନ୍ତୁ,ଗର୍ଭଧାରଣ ପାଇଁ ରାମବାଣ ଉପାୟ |

0 61

ଆଜି କାଲି ଦୁନିଆ ରେ ଲୋକ ମାନେ ବିଭିନ୍ନ ପ୍ରକାଶ ସମସ୍ଯା ଦେଇ ଅନେକ ମହିଳା ମାନେ ରହିଛନ୍ତି ଯେଉଁମାନେ ଡକ୍ଟରଙ୍କ ସହ ପରାମର୍ଶ କରିଥାନ୍ତି ଯେ ସେମାନେ କୌଣସି ପ୍ରକାର କଣ୍ଟ୍ରାସେପସନ ୟୁଜ କରୁନୁ , ମେନସେସ୍ ମଧ୍ୟ ଠିକ୍ ଟାଇମରେ ହେଉଛି , ସ୍ୱାମୀଙ୍କ ଧାତୁ ମଧ୍ୟ ଠିକ୍ ରହୁଛି , ଟ୍ୟୁବ ପେଟେନନ୍ସି ମଧ୍ୟ ଠିକ୍ ଅଛି ,

ଅଲ୍ଟ୍ରାସାଇଣ୍ଡରେ ମଧ୍ୟ ସବୁ ଠିକ ଆସୁଛି ଓ ହୋରମନ ବି ଠିକ୍ ଅଛି ଏହା ପରେ ମଧ୍ୟ ଗର୍ଭଧାରଣରେ ଅସୁବିଧା ଦେଖାଯାଉଛି । ଯେଉଁମାନେ ଟିଟିଏସ ରେ ରହୁଛନ୍ତି ସେମାନଙ୍କୁ ଜାଣିବା ଦରକାର ସବୁ ସ୍ତ୍ରୀ ଲୋକଙ୍କ ପକ୍ଷରେ ପ୍ରତି ସାଇକେଲ ରେ ଇଣ୍ଟରକ୍ରସ କଲେ ଅନଲି 25 ପରସେଣ୍ଟ ଚାଞ୍ଚ ରହିଥାଏ ପ୍ରଗନେଣ୍ଟ ହେବାର ।

ଯଦି ଜଣେ ମହିଳାର ସାଇକେଲ ରେଗୁରାଲ ଅଛି ପ୍ରତି 28 ରୁ 30 ଦିନ କୁ ଥରେ ସାଇକେଲ ହେଉଛି । ତାହେଲେ ଆମେ ମାନି ନେଇଥାଉ ଯେ ତାଙ୍କର ଯେଉଁ ଓଭାରୀ ରୁ ଅଣ୍ଡା ବାହାରୁଛି ସେଇଟା ଡେ 13 ରୁ ଡେ 15 ଭିତରେ ବାହାରୁଛି ।

ଯଦି ଆଜି ଜଣେ ମହିଳାଙ୍କର ଓଭାରୀ ରୁ ଅଣ୍ଡା ବାହାରିଲା , ତାହେଲେ ସେ ଅଣ୍ଡା କେବଳ 24 ଘଣ୍ଟା ହିଁ ସରଭାଇପ କରିବ । 24 ଘଣ୍ଟା ପରେ ସେ ଅଣ୍ଡା ନଷ୍ଟ ହୋଇଯିବ , ତ ଏହି 24 ଘଣ୍ଟା ଆଗରୁ ଇଣ୍ଟରକ୍ରସ କଲେ ତାଙ୍କର ପ୍ରେଗନେନ୍ସି ଚାନ୍ସସେସ୍ ବଢିଯାଏ ।

ଯଦି ଜଣେ ମହିଳାଙ୍କର ରେଗୁରାଲ ସାଇକେଲ ରହୁଛି , ଡେ 13 ରୁ ଡେ 15 ଭିତରେ ଅଣ୍ଡା ରିଲିଜ ହୁଏ । ଡେ 12 ରୁ ଡେ 16 ବା 17 ମଧ୍ୟରେ ଇଣ୍ଟରକ୍ରସ କଲେ ଆପଣଙ୍କର ପ୍ରଗନେଣ୍ଟ ହେବାର ଚାନ୍ସ ବଢିଯାଏ । ତେଣୁ ଆପଣ ମାନେ ଏଟଲିଷ୍ଟ ଡେ 12 ରୁ ହିଁ ଷ୍ଟାଟ କରିବେ ଏବଂ ଡେ 18 ପର୍ଯ୍ୟନ୍ତ ।

ଏହି 4 ଦିନ ଯଦି ଆପଣଙ୍କର ସାଇକେଲ ରେଗୁଲାର ଅଛି ଏବଂ ଆପଣ କନସିଭ୍ କରିବା ପାଇଁ ଚେଷ୍ଟା କରୁଛନ୍ତି , ତେବେ ଡେ 12 ରୁ ଡେ 16 ପର୍ଯ୍ୟନ୍ତ ଚାନ୍ସ ଅଧିକ ରହୁଛି । ତା ପରେ ଆପଣ ଦେଖୁଛନ୍ତି ଆପଣଙ୍କର ପିରିୟଡ୍ସ ହେଲାନାହିଁ ବା ନେକ୍ସଷ୍ଟ ପରିୟଡ୍ସ ଡେଟ୍ ଘୁଞ୍ଚିଗଲା ।

ସେଥିପାଇଁ ଅରିଡ୍ ହେବାର କୌଣସି ଆବଶ୍ୟକତା ନାହିଁ , ଆପଣ ମାନେ ଏଟଲିଷ୍ଟ ଗୋଟିଏ ସପ୍ତାହ ଜଗିବେ । ଅନେକ ସମୟରେ ଅଧିକ ଟ୍ରେସ , ବା ଲାଇଫ ଷ୍ଟାଇଲ ରେ ପରିବର୍ତ୍ତ କିମ୍ୱା କୌଣସି ଗୋଟିଏ ମେଡିସିନ ର ସାଇଡ୍ ଇଫେକ୍ଟ ହୋଇପାରେ ।

ତେଣୁ ଆପଣଙ୍କ ପିରିୟଡ୍ସ ହେବାରେ ଟିକେ ଲେଟ୍ ହୋଇପାରେ , ତେଣୁ ଆପଣ ମାନେ ଗୋଟେ ସପ୍ତାହ ୱେଟ କରିବା ପାଇଁ ପଡିବ । ଏହାପରେ ଆପଣ ୟୁରିନ ପ୍ରେଗନେନ୍ସି ଟେଷ୍ଟ କରନ୍ତୁ , ଏହା ପରେ ଆପଣ ମାନେ ସିୟର ହୋଇପାରିବେ ଯେ ଆପଣ ପ୍ରେଗନେଣ୍ଟ ଅଛନ୍ତି କି ନାହିଁ ।

ତେଣୁ ଆପଣଙ୍କ ପିରିୟଡ୍ସ ହେବାରେ ଟିକେ ଲେଟ୍ ହୋଇପାରେ , ତେଣୁ ଆପଣ ମାନେ ଗୋଟେ ସପ୍ତାହ ୱେଟ କରିବା ପାଇଁ ପଡିବ । ଏହାପରେ ଆପଣ ୟୁରିନ ପ୍ରେଗନେନ୍ସି ଟେଷ୍ଟ କରନ୍ତୁ , ଏହା ପରେ ଆପଣ ମାନେ ସିୟର ହୋଇପାରିବେ ଯେ ଆପଣ ପ୍ରେଗନେଣ୍ଟ ଅଛନ୍ତି କି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !

Leave A Reply

Your email address will not be published.