ଶୀଘ୍ର ଗର୍ଭବତୀ ( QUICK PREGNANCY ) ହେବାର ସହଜ ଉପାୟ | PREGNANCY TIPS

0 586

ତେବେ ପ୍ରେଗନେ ନାରୀଙ୍କ ଜୀବନ କୁ ଏକ ପୂର୍ଣ୍ଣତା ପ୍ରଦାନ କରିଥାଏ ଆଜି କିନ୍ତୁ ବହୁତ ନାରୀର ପାଖରେ ପ୍ରେଗନେନ୍ସି କୁ ଅନେକ ସମସ୍ୟା ଦେଖା ଯାଉଚି ।ବହୁତ ସମୟରେ ନାରୀମନେ ଖୁବ ଜଲଦି ପ୍ରେଗନେଣ୍ଟ ହେବାକୁ ଚାହୁଁଥିଲେ ବି ତାହା ସମ୍ଭବ ହେଇ ପାରୁ ନାହାନ୍ତି, ତେବେ ଏହି କେଶର ସମାଧାନ ଆପଣ କଣ କରିବେ !

ତେବେ ଆମେ ଜାଣିଛୁ କି ପିରିୟଡ଼ସ ହେଉଛି ଗୋଟିଏ ନେଚୁରାଲ ପ୍ରୋସେସ | ଯଦି ଆପଣଙ୍କର ଓଜନ ହଠାତ ବଢିଯିବ ବା କମିଯିବ, ଅଧିକ ଏକସେସାଇଜ କରିଲେ ଯଦି ଆପଣ ଅଧିକ ଷ୍ଟ୍ରେସ ନେଉଥିବେ , ତାହା ବ୍ୟତୀତ PCOS ଭଳି ସମସ୍ୟା ଯଦି ଥିବ ଓ ଟିବି ଭଳି ରୋଗ ଦେଖା ଗଲେ ଓ ଇଉଟେରସ ରେ ଯଦି କିଛି ଅସୁବିଧା ଦେଖା ଯାଏ ତାହେଲେ ମଧ୍ୟ ପିରିୟଡ଼ସ ଵନ୍ଦ ହେବ |

ଏହା ବ୍ୟତୀତ ଯଦି ଅଧିକ ଫାଷ୍ଟ ଫୁଡ ଖାଇବା, ଠିକ ସମୟରେ ନ ଶୋଇବା , ତାହା ବ୍ୟତୀତ ଥାଇରଏଡ଼ ଭଳି ସମସ୍ୟା ଥିଲେ ମଧ୍ୟ ପିରିୟଡ଼ସ ବନ୍ଦ ହୋଇଥାଏ | ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା କେତେକ ଘରେଇ ଉପଚାର ବିଷୟରେ ,ତେବେ ଯେଉଁ ବି ନାରୀ ମନେ ଜଲଦି ପ୍ରେଗନେଣ୍ଟ ହେବାକୁ ଚାହୁଁଛନ୍ତି ତାଙ୍କ ପାଇଁ ଆମେ କିଛି ନିୟମ ବିଷୟରେ ଆଜି ଆଲୋଚନା କରିବୁ ଯାହାକୁ ମାନିଲେ ଆପଣ ନିଶ୍ଚୟ ଖୁବ ଜଲଦି ପ୍ରେଗନେଣ୍ଟ ହେଇ ପାରିବେ ।

1.ତେବେ ଆପଣ ପ୍ରେଗନେନ୍ସି ପାଇଁ ପ୍ଲାନିଂ କରୁଥିଲେ ପ୍ରଥମ କଥା ହେଉଛି କି କୌଣସି ପ୍ରକାର କଣ୍ଟାସେପ୍ଟିକ ପିଲସ ନେଉଥିଲେ ତାଗ 3 ମାସ ଆଗରୁ ବନ୍ଦ କରିବା ଦରକାର ।
ତେବେ ଯେଉଁ ବି ନାରୀ ମନେ ଜଲଦି ପ୍ରେଗନେଣ୍ଟ ହେବାକୁ ଚାହୁଁଛନ୍ତି ତାଙ୍କ ପାଇଁ ଆମେ କିଛି ନିୟମ ବିଷୟରେ ଆଜି ଆଲୋଚନା କରିବୁ ଯାହାକୁ ମାନିଲେ ଆପଣ ନିଶ୍ଚୟ ଖୁବ ଜଲଦି ପ୍ରେଗନେଣ୍ଟ ହେଇ ପାରିବେ ।

2.ତେବେ ଜଲଦି ପ୍ରେଗନେନସି ପାଇଁ ମହିଳାର ପିରିୟଡ଼ ର 7 ଦିନ ପରେ ରିଲେଶନ ରଖିବା ଦରକାର ତାହେଲେ ଯାଇ ସ୍ପର୍ମ ଠିକରେ ଓଭାରି ଭିତରକୁ ଯାଇଥାଏ ।
ଜଲଦି ପ୍ରେଗନେନ୍ସି ପାଇଁ ନିୟମ….

1.ତେବେ ଆପଣ ପ୍ରେଗନେନ୍ସି ପାଇଁ ପ୍ଲାନିଂ କରୁଥିଲେ ପ୍ରଥମ କଥା ହେଉଛି କି କୌଣସି ପ୍ରକାର କଣ୍ଟାସେପ୍ଟିକ ପିଲସ ନେଉଥିଲେ ତାଗ 3 ମାସ ଆଗରୁ ବନ୍ଦ କରିବା ଦରକାର ।

3.ତେବେ ସାଇନ୍ସ କହେ କି ସ୍ପର୍ମ ଅଭାରୀ ଭିତରେ 45 ମିନିଟ ପର୍ଯ୍ୟନ୍ତ ଜୀବିତ ରହିଥାଏ ତେଣୁ ମହିଳା ମାନେ 24 ଘଣ୍ଟା କୁ ଥରେ ରିଲେସନ ରେ ରହିବା ଆବଶ୍ୟକ ହୋଇଥାଏ ।ଏସବୁ ବ୍ୟତୀତ ରିଲେଶନ ପରେ 30 ମିନିଟ ଯାଏ ବେଡ଼ରେ ଶୋଇ ରହିବା ଆବଶ୍ୟକ ।

4.ପୁରୁଷ ବା ମହିଳା କୌଣସି ନିଶା ଦ୍ରବ୍ୟ ସହିତ ନିଶାଶକ୍ତ ଥିଲେ ଜଲଦି ପ୍ରେଗନେନ୍ସି ସମ୍ଭବ ନୁହେଁ ତେଣୁ ଆପଣଂକୁ ନିଶା ସେହି ସମୟରେ ଛାଡିବାକୁ ପଡିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.