viral ଭିଡ଼ିଓ – ମୋ ଛୁଆକୁ ବାହାରକୁ ପଠେଇ ୨୦୦ ଟଙ୍କା ଦେଲେ ମୋ ସହ ୫ ମିନିଟ୍ ଶୁଇଲେ..ଏମିତି କହିଲେ ମହିଳା…ଦେଖନ୍ତୁ viral ଭିଡ଼ିଓ ଟିକୁ….

0 595

ସୋସିଆଲ ମିଡ଼ିଆରେ ସବୁବେଳେ କିଛି ନା କିଛି ନୂଆ ନୂଆ ଘଟଣା ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ମାନ ଆମ ସାମ୍ନା କୁ ଆସିଥାଏ ଯାହା ବିଷୟରେ ଆମେ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେଲା ଭଳିଆ ଲାଗିଥାଏ |

ଆଉ ଠିକ ସେହିଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଆଉ ଯେଉଁଠି ସ୍ୱାମୀ ଜଣଙ୍କ କେବଳ ଟଙ୍କା ପାଇଁ ଆଉ ଯୌବନ ର ନାଳସା ପାଇଁ ବାହା ହୋଇଥିଲେ ଆଉ ଯେତେବେଳେ ସବୁ କିଛି ପୂରଣ ହୋଇଗଲା ସେତେବେଳେ ସେ ଘର ଛାଡିକି ପଳେଇ ଯାଇଛନ୍ତି ବୋଲି କୁହାଯାଉଛି |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଯାହା କୁହାଯାଇଛି କି ଇନଷ୍ଟା ଗ୍ରାମ ରୁ ପ୍ରଥମେ ଆରମ୍ଭ ହୋଇଥିଲା କଥା ବାର୍ତ୍ତା ଆଉ ତାହା ପରେ ଧୀରେ ଧୀରେ ସେମାନଙ୍କ ମଧ୍ୟରେ ସମ୍ପର୍କ ବଢିବାକୁ ଲାଗିଥିଲା | ଆଉ ତାହା ପରେ ଉଭୟ ଫୋନ ରେ କଥା ବାର୍ତ୍ତା ମଧ୍ୟ ହେବାକୁ ଲାଗିଲେ |

ଆଉ ତାହା ପରେ ଦୁହେଁ ଦେଖା ମଧ୍ୟ ହେଲେ ଆଉ ପରିବାର ଲୋକ ଅର୍ଥାତ ପୁଅ ର ମା ମଧ୍ୟ ମହିଳା ଙ୍କ ସହିତ କଥା ହେବା କଥା କୁହାଯାଉଛି | ଆଉ ତାହା ପରେ ଦୁହିଁଙ୍କ ମଧ୍ୟରେ ଥିବା ସମ୍ପର୍କ ଧୀରେ ଧୀରେ ଆଗକୁ ଯିବାକୁ ଲାଗିଲା ଆଉ ତାହା ପରେ ସେମାନେ ବିବାହ ମଧ୍ୟ କରିଲେ |


କିନ୍ତୁ ଦୁହିଁଙ୍କ ମଧ୍ୟରେ ଥିବା ସମ୍ପର୍କ ଭଲ ରେ ଚାଲୁଥିବା ବେଳେ ସ୍ୱାମୀ ଙ୍କର ଲକ୍ଷ୍ୟ ଥିଲା ଟଙ୍କା ଆଉ ସୁନା ଗହଣା ଉପରେ |ଆଉ ଯେଉଁଥିପାଇଁ ଯେତେବେଳେ ବି ସେ ଲୋକୋର ର ଚାବି ମାରିକି ପର୍ସ ରେ ରଖୁଥିଲେ ସ୍ୱାମୀ ଜଣକ ଶ ଚାବି କଣ ପାଇଁ ଲଗାଉଛନ୍ତି ବୋଲି ପ୍ରଶ୍ନ କରୁଥିଲେ ଆଉ ଶେଷରେ ଯାହା ମହିଳା ଜଣଙ୍କର କହିବା ଅନୁସାରେ ଲୋକୋର ଭିତରେ ଥିବା ସମସ୍ତ ଟଙ୍କା ଓ ସୁନା ଗହଣା ସହିତ ତାଙ୍କୁ ଯେଉଁ ସୁନା ମଧ୍ୟ ମିଳିଥିଲା ତାହାକୁ ନେଇକି ପଳେଇ ଯାଇଛନ୍ତି ଘରୁ ବାହାରକୁ |

ଆଉ ଯେଉଁଥିପାଇଁ ସ୍ୱାମୀ ଙ୍କୁ ନେଇକି ବର୍ତ୍ତମାନ ସ୍ତ୍ରୀ ଚିନ୍ତାରେ ଅଛନ୍ତି ଆଉ କହିଛନ୍ତି କି ତାଙ୍କର ସ୍ୱାମୀ ତାଙ୍କୁ ଏମିତି ବି ଟଙ୍କା ମାଗିଥିଲେ ସେ ଦେଇ ଦେଇଥାନ୍ତେ ଏଥିପାଇଁ ଲୁଚେଇକି ନେବା କଣ ଦରକାର ଥିଲା |ଆଉ ତାହା ଛଡା ସ୍ତ୍ରୀ ଜଣଙ୍କ କହିଛନ୍ତି କି କେବଳ ଯୌବନ କୁ ଉପଭୋଗ କରିବା ପାଇଁ ବିବାହ କରିଥିଲେ !

ଯୁବକ ଜଣଙ୍କ ତାଙ୍କୁ ଆଉ ଟଙ୍କା ସୁନା ଗହଣା କୁ ନେଇକି ଘରୁ ପଳାଇଛନ୍ତି |ଆଉ ବର୍ତ୍ତମାନ ମହିଳା ଜଣଙ୍କ ତାଙ୍କର ସ୍ୱାମୀ ଙ୍କୁ ଫେରି ଆସିବା ପାଇଁ ଅନୁରୋଧ କରିଛନ୍ତି ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.