Joint Pain – ମାତ୍ର ୧୦ ମିନିଟରେ ଭଲ ହେବ | କ୍ୟାଲସିୟମର ଅଭାବ, ଆଂଠୁ ଗଣ୍ଠି ବିନ୍ଧା ଏବଂ ଅଣ୍ଟା ବିନ୍ଧା କେବଳ ,କରନ୍ତୁ ଏହି ଉପଚାର…
ଆଣ୍ଠୁ ଗଣ୍ଠି ବା ଜଏଣ୍ଟ ପେନ ସମସ୍ୟାରେ ପ୍ରାୟତ ଅନେକ ଲୋକ ମାନେ ପୀଡିତ ହେଉଛନ୍ତି । ଆଁଠୁ ଗଣ୍ଠି ବା ଜଏଣ୍ଟ ପେନ ହେଲେ ବହୁତ କଷ୍ଟ ହେବା ସହ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏଥିପାଇଁ କିଛି ଲୋକେ ଅନେକ ମେଡ଼ିସିନ ସେବନ ଅକରିଥାନ୍ତି କିନ୍ତୁ କିଛି ବି ସୁଫଳ ମିଳେ ନାହି । ଆଜି ଆମେ ଆପଣ ମାନଙ୍କୁ ଜାଏଣ୍ଟ ପେନରୁ ମୁକ୍ତି ପାଇବା ପାଇଁ ଏକ ଚମତ୍କାରୀ ଘରୋଇ ଉପାୟ ନେଇ ଆସିଛୁ ଯାହାକୁ ମାତ୍ର ୩ ଦିନ ପ୍ରୟୋଗ କରିଲେ ଆପଣ ଜାଣି ପାରିବେ ।
ଆବଶ୍ୟକ ସାମଗ୍ରୀ:-
ଶିଶୁ ପତ୍ର , ସୋରିଷ ତେଲ କିମ୍ବା ରାଶି ତେଲ
ରସୁଣ, ଜୁଆଣି, ମେଥି
ପ୍ରସ୍ତୁତି ପ୍ରଣାଳୀ :-
ଜଏଣ୍ଟ ପେନ ସମସ୍ୟାକୁ ଦୂର କରିବା ପାଇଁ ଯେଉଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ରହିଛି ତାହା ହେଉଛି ଶିଶୁ ପତ୍ର ଯାହା କି ଶିଶୁ ଗଛର ଔଷଧୀୟ ଗୁଣ ବିଷୟରେ ।ଜ୍ୱର ପାଇଁ କୌଣସି ବି ପ୍ରକାର ଜ୍ୱର ପାଇଁ ୩୨୦ ମିଲିଲିଟର ପାଣି, ୧୬୦ ମିଲିଲିଟର କ୍ଷୀରରେ ୨୦ ଗ୍ରାମ୍ ଶିଶୁପତ୍ରର ରସ ମିଶାନ୍ତୁ ।
ତା’ପରେ ଏହି ମିଶ୍ରଣକୁ ଭଲରେ ଫୁଟାଇ ଦିଅନ୍ତୁ । ଗୋଟଇଏ ଦିନରେ ରୋଗିକୁ ୩ ଥର ଏହାକୁ ପିଇବା ପାଇଁ ଦିଅନ୍ତୁ ।ତ୍ୱଚା ସମ୍ମନ୍ଧୀୟ ସମସ୍ୟା ପାଇଁ ସ୍ୱିଟ୍ ତେଲରେ କିଛି ଶିଶୁ ପତ୍ରକୁ ମିଶାନ୍ତୁ । ଏହି ମିଶ୍ରଣକୁ ପ୍ରଭାବିତ ଅଞ୍ଚଳରେ ଲଗାନ୍ତୁ । କିମ୍ବା ରୋଗୀକୁ ଶିଶୁ ପତ୍ରର କାଢ଼ା ତିଆରି କରି ଦିନରେ ଦୁଇ ଥର ୫୦-୧୦୦ ମିଲିମିଟର ଲେଖାଏଁ ପିଇବା ପାଇଁ ଦିଅନ୍ତୁ ।
ମାସିକ ଧର୍ମ ସମୟ ରେ ୮ରୁ୧୦ ଟି ଶିଶୁ ପତ୍ରକୁ ୨୫ ଗ୍ରାମ ଚିନିରେ ଏକାଠି ବାଟନ୍ତୁ । ଏହି ମିଶ୍ରଣକୁ ରୋଗୀକୁ ଦିନରେ ଦୁଇ ଥର ପିଇବା ପାଇଁ ଦିଅନ୍ତୁ । କିଚି ଦିନ ଏପରି ବ୍ୟବହାର କରିବା ଦ୍ୱାରା ଏହି ରୋଗରୁ ମୁକ୍ତ ମିଳିବ ।ଅଲସର ପାଇଁପ୍ରଭାବିତ ସ୍ଥାନରେ ଶିଶୁ ତେଲକୁ ଅଳ୍ପ ଉଷୁମ କରି ଲଗାନ୍ତୁ ।
ଏହାଦ୍ୱାରା ଅଲସର ଠିକ୍ ହେବାରେ ସାହାଯ୍ୟ ମିଳେ ।ଏହି ପତ୍ର ଆଣ୍ଠୁ ଗଣ୍ଠି ବିନ୍ଧା ରୁ ବି ମୁକ୍ତି ମିଳି ଥାଏ । ତାପରେ ସୋରିଷ ତେଲ ଯାହା ବହୁତ ଚମତ୍କାରୀ ଉପାୟ ଅଟେ ଯାହା ଅତି ସହଜରେ ଆପଣଙ୍କୁ ମିଳି ପାରିବ । ପ୍ରଥମେ ଗୋଟେ ପ୍ୟାନରେ ୫୦ଗ୍ରାମର ସୋରିଷ ତେଲ ନିଅନ୍ତୁ । ସୋରିଷ ତେଲ ହାଲ୍କା ଗରମ ହେବା ପରେ ୪ରୁ ୫ଟା ରସୁଣକୁ ଭଲ ଭାବେ ଛେଚି ଦିଅନ୍ତୁ ।
ଏହା ପରେ ରହିଛି ଏକ ଚାମଚ ମେଥି ଫୁଟୁଥିବା ସୋରିଷ ତେଲରେ ପକାନ୍ତୁ । ଏହା ପରେ ରହିଛି ଜୁଆଣି ଏହି ତେଲରେ ପକାନ୍ତୁ । ଏହି ସମସ୍ତ ସାମଗ୍ରୀ କୁ ୫ରୁ ୬ ମିନିଟ ଯାଏଁ ହାଲ୍କା ଆଞ୍ଚରେ ଫୁଟାନ୍ତୁ । ଏହି ସବୁ ଜିନିଷକୁ ଭଲ ଭାବେ ଫୁଟାନ୍ତୁ ଯେମିତି ଏହାର ସବୁ ପୋଷାକତତ୍ଵ ସୋରିଷ ତେଲ ମାଧ୍ୟମ କୁ ଆସିବ ।ତେଲ ଭଲ ଭାବେ ଫୁଟିବା ପରେ ଏହାକୁ ଥଣ୍ଡା କରି ଅନ୍ୟ ଏକ ପାତ୍ର ରେ ଛାଣି ଦିଅନ୍ତୁ ।
ପ୍ରୟାଗ କରିବେ:-
ଯେଉଁ ଜାଗାରେ ଜାଏଣ୍ଟପେନ ହେଉଛି ସେଠାରେ ପ୍ରଥମେ ଘିଅ ଲଗାଇବା ଉଚିତ । ଏହି ତେଲ ଥଣ୍ଡା ହେବାପରେ ଏହି ତେଲ କୁ ଲଗାନ୍ତୁ । ତେଣୁ ରାତିରେ ଶୋଇବା ସମୟରେ ଏହି ତେଲକୁ ଅଳ୍ପ ଗରମ କରି ଏହାକୁ ନିଜ ଆଣ୍ଠୁଗଣ୍ଠି ବା ଅନ୍ୟ କୌଣସି ଜାଗାରେ ଯନ୍ତ୍ରଣା ହେଉଥିଲେ ଲଗାନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।