health tips- ସ୍ତ୍ରୀକୁ ଖୁସି କରିବା ପାଇଁ ପ୍ରତ୍ୟେକ ରାତିରେ ସେବନ କରନ୍ତୁ ଏହି ଜିନିଷ ଜାଣନ୍ତୁ କଣ,୧୦୦% ଗ୍ୟାରେଣ୍ଟି ଏବଂ ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ !

0 2,987

ବିବାହ ଏକ ପବିତ୍ର ବନ୍ଧନ ହୋଇଥାଏ। ବିବାହ ପରେ ସବୁ ଦମ୍ପତି ଖୁସିରେ ସମୟ ଅତିବାହିତ କରିବା ପାଇଁ ଚାହିଁଥାନ୍ତି। ସ୍ତ୍ରୀଟି ତା ସ୍ବାମୀ ଠାରୁ ସବୁ ପ୍ରକାର ସୁଖ ଆବଶ୍ୟକ କରିଥାଏ। କିନ୍ତୁ ବେଳେବେଳେ କିଛି କାରଣ ବଶତଃ ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କରେ ତିକ୍ତତା ଦେଖିବାକୁ ମିଳିଥାଏ। ପରସ୍ପର ମଧ୍ୟରେ ମନମାଳିନ ଦେଖିବାକୁ ମିଳିଥାଏ।

କିନ୍ତୁ କିଛି ପୁରୁଷ ମାନଙ୍କ ପାଖରେ ପୁରୁଷତ୍ଵ କମ୍ ରହିଥାଏ।ଏହା ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କରେ ବଡ ବାଧକ ସାଜି ଥାଏ। ଉଭୟଙ୍କ ମଧ୍ୟରେ ମନାନ୍ତର ଦେଖା ଯାଏ। ଦୁହେଁ ପରସ୍ପର ଠାରୁ ଦୂରେଇ ଯାଇଆନ୍ତି। ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାକୁ ସେବନ କରି ଆପଣ ଆପଣଙ୍କ ପତ୍ନୀଙ୍କୁ ସର୍ବଦା ଖୁସି କରିପାରିବେ।

 ଯଦି ଆପଣ ସଂଭୋଗ କରିବା ସମୟରେ ଶୀଘ୍ର ପତନ ହୋଇ ଯାଉଚି, ସଂଭୋଗ କରିବା ପାଇଁ ଇଚ୍ଛା ହେଉନାହିଁ ବା ଆପଣଙ୍କ ଗୁପ୍ତାଙ୍ଗ ଉତ୍ତେଜିତ ହେଉ ନାହିଁ। ତେବେ ଆଜି ଆମେ ଯେଉଁ ଘରୋଇ ଉପଚାର ନେଇ ଆସିଛୁ ତାହା ସେବନ କରିବା ଦ୍ୱାରା ଆପଣ ଆପଣଙ୍କ ପୁରୁଷତ୍ଵ ଫେରି ପାଇବେ। ତେବେ ଆସନ୍ତୁ ସେହି ସରଳ ଓ ସହଜ ଘରୋଇ ଉପଚାର ବାବଦରେ ଜାଣିବା। ଏଥିପାଇଁ ଆବଶ୍ୟକ ସାମଗ୍ରୀ ଓ ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜାଣିବା।

ଆବଶ୍ୟକ ସାମଗ୍ରୀ:-

୧. କ୍ଷୀର,୨. ମିଶ୍ରି,୩. ଗୁଜୁରାତି


ପ୍ରସ୍ତୁତି ପ୍ରଣାଳୀ:-

ଏହି ଡ୍ରିଙ୍କସ୍ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ୨-୩ ଟି ଅଳେଇଚ ନିଅନ୍ତୁ। ଏବେ ଏହାର ଚୋପାକୁ ଛଡ଼ାଇ ଏହାର ମଞ୍ଜିକୁ ବାହାର କରି ନିଅନ୍ତୁ। ଏହା ପରେ ଏଥିରେ ଅଳ୍ପ କିଛି ମିଶ୍ରି ପକାଇ ଏହାକୁ ଭଲ ଭାବରେ ଗୁଣ୍ଡ କରି ନିଅନ୍ତୁ।

ଏବେ ଗ୍ୟାସ ଉପରେ ଏକ ପାତ୍ର ବସାଇ ସେଥିରେ ଏକ ଗ୍ଲାସ କ୍ଷୀର ଦିଅନ୍ତୁ। କ୍ଷୀର ହାଲକା ଉଷୁମ ହୋଇ ଯିବା ପରେ ଏଥିରେ ଅଳେଇଚ ଓ ମିଶ୍ରି ଗୁଣ୍ଡକୁ ପକାଇ ମିଶାନ୍ତୁ। ଏବେ ଏହାକୁ ହାଲକା ଆଞ୍ଚରେ କିଛି ସମୟ ଫୁଟିବା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ଏହା ପରେ ଗ୍ୟାସ ଅଫ କରି ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ। କିଛି ସମୟ ପରେ ଏହାକୁ ଏକ କପ୍ କି ଗ୍ଲାସକୁ ଛାଣି ରଖନ୍ତୁ।

ପ୍ରୟୋଗ:-

ଏବେ ଏହି ପ୍ରସ୍ତୁତ ପାନୀୟକୁ ଆପଣ ସନ୍ଧ୍ୟା ସମୟରେ ସେବନ କରନ୍ତୁ। ଏମିତି ଆପଣଙ୍କୁ ୧୦-୧୫ ଦିନ ପର୍ଯ୍ୟନ୍ତ ରେଗୁଲାର କରିବା ପାଇଁ ପଡିବ। ଏହା ଦ୍ୱାରା ଆପଣଙ୍କ ଯୌନ ସମସ୍ୟା ଦୂର ହୋଇଯିବ।

ଏଥିରେ କୋୖଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ ନଥାଏ ତା ଛାଡା ଏହା ସମ୍ପର୍ଣ୍ଣ ପ୍ରାକୃତିକ ଓ ଘରୋଇ ଉପଚାର ଅଟେ। ଏହାକୁ ଆପଣ ଆପଣଙ୍କ ଘରେ ପ୍ରସ୍ତୁତ କରି ସେବନ କରନ୍ତୁ ଏବଂ ଆପଣଙ୍କ ପତ୍ନୀଙ୍କୁ ସଂଭୋଗର ମଜା ଅଧିକ ସମୟ ପର୍ଯ୍ୟନ୍ତ ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.