Rupa Pin2 Khushi – ପିଣ୍ଟୁଙ୍କ ଦିଲ୍ ଚୋରି କଲେ ରୁପା ଆଉ କଲେ ଏମିତି ଦେଖିଲେ ହସି ଗଡିବେ,ଦେଖନ୍ତୁ viral ଭିଡ଼ିଓ ଟିକୁ

0 260

ଆପଣ ମାନେ ଓଡ଼ିଶାର ଲୋକପ୍ରିୟ ଯୋଡ଼ି ରୂପା ଓ ପିଣ୍ଟୁ କୁ ତ ନିଶ୍ଚୟ ଭାବରେ ଜାଣିଥିବେ। ସୋସିଆଲ ମିଡିଆ ରେ ଦୁହେଁ ଅତି ପରିଚିତ ଚେହେରା। ପ୍ରଥମେ ଏହି ସ୍ବାମୀ ସ୍ତ୍ରୀ ଟିକଟକ୍ ଆପ ଜରିଆରେ ଭିଡିଓ କରିବା ଆରମ୍ଭ କରିଥିଲେ।

ଧିରେ ଧିରେ ତାଙ୍କର ଭିଡିଓ ସବୁ ଲୋକ ମାନଙ୍କୁ ଭଲ ଲାଗିଲା। ଏହିଭଳି ଭାବରେ ଦୁହେଁ ଓଡ଼ିଶା ରେ ଲୋକପ୍ରିୟ ହେବାକୁ ଲାଗିଲେ। ପରବର୍ତ୍ତୀ ସମୟରେ ଦୁହେଁ ମିଶି ଏକ ୟୁ ଟ୍ୟୁବ୍ ଚ୍ୟାନେଲ ଖୋଲିଥିଲେ। ଯାହାର ନାଆଁ ହେଉଛି ରୂପା ,ପିଣ୍ଟୁ ଓ ଖୁସି ଏକ୍ସପ୍ରେସ।

 ତେବେ ଏହି ଚ୍ୟାନେଲ ରେ ଦୁହେଁ ନିଜର ଦୈନନ୍ଦିନ ଜୀବନ ର କାର୍ଯ୍ୟ ସବୁ ରେକର୍ଡ କରି ପୋଷ୍ଟ କରିଲେ। ଓଡ଼ିଶାର ଲୋକମାନେ ମଧ୍ୟ ଏହାକୁ ଦେଖିବା କୁ ଭଲ ପାଇଲେ। ଏହିଭଳି ଭାବରେ ଧୀରେ ଧୀରେ ଦୁହିଁଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଲା। ତେବେ ଦୁହିଁଙ୍କ ଲୋକପ୍ରିୟତା ଦେଖି ଦୁହିଁଙ୍କୁ ଏକାଠି ଆଲବମ୍ କରିବାର ସୁଯୋଗ ମଧ୍ୟ ଦିଆଗଲା। ଦୁହେଁ ଏକାଠି ଅନେକ ଓଡ଼ିଆ ଆଲବମ୍ ରେ ନଜର ଆସିଛନ୍ତି। ଆଉ ସେହି ସବୁ ଆଲବମ୍ ଗୁଡିକ ସୁପରହିଟ ମଧ୍ୟ ହୋଇଛି।
ନିକଟ ରେ ପିଣ୍ଟୁ ନିଜ ୟୁ ଟ୍ୟୁବ୍ ଚ୍ୟାନେଲ ରେ ଏକ ନୂଆ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ଦେଖିବାକୁ ମିଳୁଛି ରୂପା ଓ ପିଣ୍ଟୁ ଦୁହେଁ ଓଡ଼ିଶା ର ଲୋକପ୍ରିୟ ଅଭିନେତା ଙ୍କ ସହ ମିଶି ସୁଟିଂ କରୁଛନ୍ତି। ରାଇମୋହନ ପରିଡ଼ା ମଧ୍ୟ ଦୁହିଁଙ୍କ ଅଭିନୟ ଦେଖି ତାଙ୍କୁ ଖୁବ ପ୍ରଶଂସା କରିବା ସହ ଆଶୀର୍ବାଦ ପ୍ରଦାନ କରୁଥିବା ଦେଖିବାକୁ ମିଳିଛି।


ଦୁହିଁଙ୍କ ଲୋକ ପ୍ରିୟତା ଦେଖି ଦୁହିଁ ଙ୍କୁ ଏକାଠି ଆଲବମ୍ କରିବା ର ସୁଯୋଗ ଦିଆଗଲା। ଦୁହେଁ ଏକାଠି ଅନେକ ଓଡ଼ିଆ ଆଲବମ୍ ରେ ନଜର ଆସିଛନ୍ତି। ଆଉ ସେହି ସବୁ ଆଲବମ୍ ଗୁଡିକ ସୁପରହିଟ ମଧ୍ୟ ହୋଇଛି।
ତେବେ ବର୍ତ୍ତମାନ ରୂପା ଓ ପିଣ୍ଟୁ ଙ୍କୁ ନେଇ ଏକ ବଡ଼ ଖବର ସାମ୍ନା କୁ ଆସିଛି।

ଖୁବ୍ ଶୀଘ୍ର ସିନେମା ରେ ନଜର ଆସି ପାରନ୍ତି ରୂପା ଓ ପିଣ୍ଟୁ। ଯଦିଓ ଏହାକୁ ନେଇ ରୂପା କିମ୍ବା ପିଣ୍ଟୁ କେହି ବି କିଛି ଖଲାସା କରିନାହାନ୍ତି ହେଲେ ଲୋକ ଙ୍କ ମଧ୍ୟରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି। ଚର୍ଚ୍ଚା ହେବା ମଧ୍ୟ ସ୍ଵାଭାବିକ।

ରୂପା ଓ ପିଣ୍ଟୁ ଦୁହେଁ ଜଣେ ଜଣେ ଭଲ କଳାକାର। ଆପଣ ମାନେ ତାଙ୍କର କିଛି ଅଭିନୟ ତାଙ୍କର ମ୍ୟୁଜିକ୍ ଭିଡିଓ ରେ ଦେଖିବା କୁ ପାଇଥିବେ। ସେହି ଭଳି ଦୁହେଁ ଭଲ ଡାନ୍ସ ମଧ୍ୟ କରନ୍ତି। ଆଉ ସବୁଠୁ ବଡ଼ କଥା ହେଉଛି ଓଡିଶା ରେ ଦୁହିଁଙ୍କ ର ଖୁବ୍ ଲୋକ ପ୍ରିୟତା ରହିଛି। ଏହି ସବୁ କାରଣ କୁ ନେଇ ଆଗକୁ ସେ ଫିଲ୍ମରେ ନଜର ଆସି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଏହା କେତେ ମାତ୍ରାରେ ସତ ତାହା ଆଗାମୀ ସମୟ କହିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.