ସାବଧାନ ! ଆସୁଛି ବଡ ସଙ୍କଟ.. କୁମ୍ଭ ରାଶି ଡିସେମ୍ବର ମାସରେ 3ଟି ବଡ ଘଟଣା – Vastu Shastra

0 13

ଆଜି ଆପଣଙ୍କର ଗ୍ରହ ନକ୍ଷତ୍ର ମାନଙ୍କର ଚଳନ ଓ ଅବସ୍ଥିତି କାରଣରୁ ମଣିଷ ଉପରେ ପଡୁଥିବା ଏହାର ପ୍ରଭାବ ସମ୍ପର୍କରେ ଆଲୋଚନା କରିବା।ସେଥିପାଇଁ ଆଜି ଆମେ ରାଶି ସମ୍ବନ୍ଧୀୟ କିଛି ବିଶେଷ କଥା ଆପଣଙ୍କୁ କହିବାକୁ ଯାଉଛୁ ଯାହା ଆସନ୍ତା କାଲି ଠାରୁ ଫଳପ୍ରଦ ରହିବ।ଆପଣ ଜାଣିଛନ୍ତି ଆପଣଙ୍କ ଜୀବନ ରେ ରାଶିଚକ୍ର ର ଏକ ବଡ଼ ଗୁରୁତ୍ଵ ଏବଂ ମହତ୍ତ୍ଵ ରହିଛି।

ଏମିତି ରେ ବି ମନୁଷ୍ୟ ନିଜର ରାଶି ଦ୍ୱାରା ନିଜର ଆଗତ ଭବିଷ୍ୟତ ସମ୍ପର୍କରେ ସମସ୍ତ ପ୍ରକାର ସୂଚନା ଜାଣିବାକୁ ସକ୍ଷମ ହୋଇଥାଏ।ତେବେ ଡିସେମ୍ବର ମାସ ଆରମ୍ଭରୁ ନକ୍ଷତ୍ରଙ୍କ ଚଳନ କାରଣରୁ କୁମ୍ଭ ରାଶି ର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସଂପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି ଏବଂ ବହୁତ କିଛି ସମସ୍ୟା ମଧ୍ୟ ଆସିବାକୁ ଯାଉଛି ତେଣୁ ସେଥିପ୍ରତି ସାବଧାନ ରୁହନ୍ତୁ ।

ଏହି ସମୟରେ ଆପଣ କଠିନ ପରିଶ୍ରମ ବଳରେ ସବୁ କିଛି ହାସଲ କରି ପାରିବେ। ଏହା ସହିତ ବଡ଼ ଲୋକଙ୍କ ଆଶୀର୍ବାଦ ଆପଣଙ୍କ ସମ୍ପୂର୍ଣ୍ଣ ଜୀବନ ବଦଳାଇ ଦେବ। ଘର ପରିବାର ସହିତ ସମୟ ଅତିବାହିତ କରିବେ। ଆସୁଥିବା କୌଣସି ସମସ୍ୟାର ସମାଧାନ ମିଳିବା କାରଣରୁ ଆପଣଙ୍କୁ ଏହି ସମୟରେ ଖୁସି ଅନୁଭବ ହେବ। କୌଣସି ବଡ଼ ନିବେଶ କରିବା ପାଇଁ ସମୟ ଆପଣଙ୍କ ପାଇଁ ବହୁତ ଭଲ ରହିବ।ଏହି ସମୟରେ ବନ୍ଧୁଙ୍କ ଆଗମନ କାରଣରୁ ଆପଣଙ୍କ ସମୟ ବହୁତ ଭଲ ରହିବ। ଏହା ସହିତ ଏହି ସମୟରେ ଆପଣ ଉପହାର ଆଦାନ ପ୍ରଦାନ ମଧ୍ୟ କରି ପାରନ୍ତି। ଆପଣଙ୍କର ପରିବାର ଲୋକଙ୍କର ମଧ୍ୟରେ ଖୁସି ଆସିବ।

ଏହା ସହିତ ଯୁବ ବର୍ଗର ଲୋକ ମାନଙ୍କ ମଧ୍ୟରେ ଭବିଷ୍ୟତ ପ୍ରତି ସେମାନେ ଗମ୍ଭୀର ନଜର ଆସିବେ। ଏହି ସମୟରେ କୌଣସି ସମ୍ବେଦନଶୀଳ ସମାରୋହରେ ଆପଣ ଯାଇ ପାରନ୍ତି।ସନ୍ତାନ ସମ୍ପର୍କିତ କାର୍ଯ୍ୟର ଯୋଜନା ଆପଣ କରି ପାରନ୍ତି।ଆଜିର ଦିନରେ ମନରୁ ଆପଣ ଖୁସି ରହିବେ।ଖର୍ଚ୍ଚ ପାଇଁ ଏହି ସମୟ ବହୁତ ଭଲ ରହିବ।

ନିଜର ଲୋକଙ୍କ ସହିତ ଆପଣ ନିଜର ସମୟ ଅତିବାହିତ କରିବେ।ଆପଣଙ୍କୁ ଶୁଭ ସମାଚାର ମଧ୍ୟ ପ୍ରାପ୍ତ ହେବ।ଆପଣଙ୍କୁ ଏହି ସମୟରେ କ୍ଷତିର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିପାରେ। ବିଦ୍ୟାର୍ଥୀ ମାନଙ୍କୁ ନିଜର ପ୍ରତିଯୋଗିତା ମୂଳକ ପାଠ ପଢାରେ ଧ୍ୟାନ ଦେବାର ଅଧିକ ଆବଶ୍ୟକତା ରହିଛି।

ଏହି ସମୟରେ ସବୁ କିଛି ଠିକ ରହି ମଧ୍ୟ ଆପଣଙ୍କୁ କିଛି ସ୍ଥାନରେ ପରିବର୍ତ୍ତନ ଦେଖାଯିବ। କୋର୍ଟ କେସ ସମ୍ପର୍କିତ ମାମଲାର କିଛି ଅସୁବିଧା ଦେଖା ଯାଇପାରେ।ଆପଣଙ୍କୁ ଆପଣଙ୍କର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି।

ଏହି ସମୟରେ ପାରିବାରିକ ବାତାବରଣରେ ପ୍ରେମ ସମ୍ପର୍କିତ ମାମଲାରେ ଜଣେ ଆଉ ଜଣଙ୍କୁ ବୁଝିବାର ଆବଶ୍ୟକତା ରହିଛି। ଏହି ସମୟରେ ପତି ଓ ପତ୍ନୀଙ୍କ ମଧ୍ୟରେ କଳହ ହେବାର ସମ୍ଭାବନା ରହିଛି।ନିଜର ସନ୍ତାନ ମାନଙ୍କର ପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ।ଆଜିର ଦିନରେ ପାରିବାରିକ ସୁଖ ଶାନ୍ତି ତିଆରି ହେବ।ଘର ପରିବାରରେ ପ୍ରେମ ବନିକି ରହିବ।

ବିପରୀତ ପରିସ୍ଥିତି କାରଣରୁ ସ୍ଥିତି ବଦଳିବ। ଚାକିରି, ଶିକ୍ଷା ଓ ବ୍ୟବସାୟରେ ଅଧିକ ପରିଶ୍ରମର ଆବଶ୍ୟକତା ରହିଛି। ଚାକିରି କରୁଥିବା ଲୋକଙ୍କୁ ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ବେପାରିକ ଗତିବିଧି ଉପରେ ନଜର ରଖନ୍ତୁ। ଚାକିରି କରୁଥିବା ଲୋକଙ୍କର ଉପରିସ୍ଥ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ବହୁତ ସନ୍ତୁଷ୍ଟ ରହିବେ।

Leave A Reply

Your email address will not be published.