ଛିଃ…ଛିଃ…ଲଜ୍ୟା ପ୍ରେମ ଆଗରେ ହାର ମାନିଲା ବୟସ ୫୨ ବର୍ଷୀୟ ମହିଳା କୁ ୨୧ ବର୍ଷ ଯୁବକ ବିବାହ କଲେ ,ଦେଖନ୍ତୁ viral ଭିଡ଼ିଓ ଟିକୁ….

0 570

ପ୍ରେମ ଅନ୍ଧ ହୋଇଥାଏ ପ୍ରେମ ପାଖରେ ହାର ମାନିଥାଏ ବୟସ। ଜଣେ ୨୧ ବୟସର ବାଳକ ୫୨ ବୟସର ମହିଳାଙ୍କୁ କରିଛନ୍ତି ପ୍ରେମ ବିବାହ । ବାଳକଟିବାଳକ ଥିବାରୁ ଏହି ବିବାହ ପ୍ରସ୍ତାବକୁ ଅଗ୍ରାହ୍ୟ କରାଯାଇଥିଲା। କଥାରେ ଅଛି ଜାତି, ବର୍ଣ୍ଣ, ବୟସ ସବୁ କିଛି ଛୋଟ ପଡ଼ିଯାଏ ପ୍ରେମ ଆଗରେ।

ପ୍ରେମ ଯଦି ସତ ହୁଏ ଏସବୁ କିଛି ଭିତ୍ତିହୀନ ହୋଇଯାଏ । ସେପରି ଏକ ଜ୍ବଳନ୍ତ ଉଦାହରଣ ଆଜି ଆମେ ଆପଣଙ୍କ ସ‌ାମ୍ନାରେ । ଜଣେ ୫୨ ବର୍ଷୀୟା ଯୁବତୀ ୨୧ ବର୍ଷୀୟ ଯୁବକ ଙ୍କ ପ୍ରେମ କାହାଣୀ ଏବେ ସଭିଙ୍କୁ ଚକିତ କରିଛି।କେବେ ଶୁଣିନଥିବେ ଏପରି ପ୍ରେମ କାହାଣୀ । ଜନ୍ମର କିଛି ମାତ୍ର କିଛି ବର୍ଷ ପରେ ପ୍ରେମ ଆଉ ଟିକେ ହେତୁ ପାଇବା ବେଳକୁ ପ୍ରେମକୁ ପାଖରେ ପାଇବାର ଇଚ୍ଛା । ସାମନା କୁ ଆସିଛି ଏଭଳି ଏକ ପ୍ରେମ କାହାଣୀ ଯାହାକୁ ସହଜେ ଗ୍ରହଣ କରିନହେଲେ ବି ଏହା ସତ ।

ଦୁହିଁଙ୍କ କହିବା ଅନୁସାରେ ଦୁହିଁ ଙ୍କ ଘର ଗୋଟିଏ ଗାଁରେ । ଯେଉଁ କଅଁଳ ବୟସରେ ପିଲାଏ ଖେଳକୁଦରେ ମାତିଥାନ୍ତି, ସେଇ ବୟସରେ ହିଁ କିଶ୍ୱର ଙ୍କୁ ମନ ଦେଇ ଦେଲେ ଇଫତିଖାର । ଆଉ କିଶୋର ବୟସରେ ପ୍ରେମ କୁ ଯେପରି ଭଲ ଭାବେ ବୁଝିପାରିଥିଲେ ଇଫତିହାର ।

ଆଉ ଯେତେବେଳେ ତାଙ୍କୁ ମାତ୍ର ୫୨ ବର୍ଷ ପ୍ରେମିକା କିଶ୍ୱର ଙ୍କୁ ସେତେବେଳକୁ ୨୧ । ସେହି ସମୟରେ ଘରେ କିଶ୍ୱର ଙ୍କୁ ବିବାହ କରିବାକୁ କହିଥିଲେ ଇଫତିଖାର । ହେଲେ ଘର ଲୋକ ରାଜି ହେଲେ ନାହିଁ । କିଛି ବର୍ଷ ପରେ ଇଫତିଖାରଙ୍କର ଅନ୍ୟ ଏକ ସ୍ଥାନ ରେ ବିବାହ କରାଇଥିଲେ ।

ଏପଟେ ଇଫତିଖାରଙ୍କ ଗଭୀର ପ୍ରେମରେ ପଡିସାରିଥିଲେ କିଶ୍ୱର ବିବି । ଇଫତିଖାର ସିନା ବିବାହ କଲେ ହେଲେ କିଶ୍ୱର ଅବିବାହିତ ରହିଲେ । ଜୀବନରେ ଇଫତିଖାରଙ୍କ ବ୍ୟତୀତ ଆଉ କାହାରିକୁ ବିବାହ କରିବେ ନାହିଁ ବୋଲି ଘର ଲୋକ ଙ୍କୁ ରୋକଠୋକ ଶୁଣାଇଥିଲେ ।

ଦୁହଁଙ୍କ ବିବାହ କରାଇବାକୁ ଅନୁରୋଧ କରିଥିଲେ । ଅନେକ ଚେଷ୍ଟା ପରେ ତାଙ୍କ ଶାଶୁ , ଶ୍ୱଶୁର ଅର୍ଥାତ୍ ଇଫତିଖାରଙ୍କ ବାପା, ମା ରାଜି ହୋଇଥିଲେ । ସ୍ତ୍ରୀ ଓ ଘର ଲୋକଙ୍କ ସହମତିରେ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଇଫତିଖାର ଓ କିଶ୍ୱର ବିବି । ନିଜ ପିଲାଦିନର ପ୍ରେମକୁ ଆତ୍ମହରା ହୋଇଉଠିଛନ୍ତି ଇଫତିଖାର । କିଶ୍ୱର ବିବି ବି ନିଜ ପ୍ରେମକୁ ପାଖରେ ପାଇ ବେଶ୍ ଖୁସି ।

ପ୍ରେମ ପାଇଁ ଜାତି ,ଯୋଗ୍ୟତା, ବୟସ କିଛି ମାନେ ରଖେନା । ପ୍ରେମ ବୁଝେନା କିଛି ସାମାଜିକ ପ୍ରତିବନ୍ଧକ, ସେ ଖାଲି ବୁଝେ ହୃଦୟ,ହୃଦୟର ନିବିଡତା । ଯାହାକୁ ପ୍ରମାଣିତ କରିଛନ୍ତି ଏହି ପ୍ରେମୀ ଯୁଗଳ । ପ୍ରେମ ସମ୍ପର୍କ ରେ ଜୀବନରେ ଯେଉଁ ବୟସ ମାଆ ଓ ପୁଅ ହେବା କଥା ସେହି ସମୟରେ ସେହି ବର୍ଷ ରେ ସେମାନେ ବିବାହ କରିଥିଲେ।ସେ ମାନେ କହିଛନ୍ତି ଯେ ସେମାନଙ୍କ ମଧ୍ୟରେ ଏହି ବିବାହ ବହୁତ ଖୁସି ର ମୁହୂର୍ତ୍ତ ଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.