viral video – ଚପଲ ମାଡ ଖାଇଲା ପରେ ବି ଷ୍ଟେଜ ଉପରେ ହଟ୍ ଡ୍ୟାନ୍ସ କରି ଚୁମା ଉଡ଼ାଇଲେ ଅଭିନେତ୍ରୀ ରାନୀ… ଦେଖନ୍ତୁ ଭିଡ଼ିଓ

0 307

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ବହୁତ ଖୁସି ହୋଇଯିବେ |

ତେବେ ସେମିତି କିଛି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି ଏକ ନିଆରା ଷ୍ଟାଇଲ ରେ ଦର୍ଶକ ମାନଙ୍କୁ ଏଣ୍ଟଟେଣ୍ଟ କରାଉଛନ୍ତି ଅଲିଉଡ ଜଗତର ବେଶ ଜଣା ଶୁଣା ଅଭିନେତ୍ରୀ ସମସ୍ତଙ୍କର ଅତି ପ୍ରିୟ, ଆଉ ଓଡିଶା ର ଘରେ ଘରେ ପରିଚିତ ରାନୀ ପଣ୍ଡା|

 ଆଉ ଷ୍ଟେଜ ଉପରେ ଧମାଲ ଦେଖାଇ ଗୀତ ଆଉ ଅଭିନୟ ରେ ସମସ୍ତଙ୍କୁ ଆକୃଷ୍ଟ କରିଥିବା ନାୟିକା ଅର୍ଚ୍ଚିତା ଙ୍କର ଏହି ଭାଇରାଲ ଭିଡିଓ ବିଷୟରେ ଆସନ୍ତୁ ଜାଣିବା |ଆଉ ଯାହା ଦେଖିବାକୁ ମିଳିଛି କି କଳିଙ୍ଗ ଗଣନାଟ୍ୟ ର ଏହି ଷ୍ଟେଜ ଉପରେ ନିଜର ଜଲୱା ଦେଖିବା ସହିତ ଦର୍ଶକ ମାନଙ୍କ ସହିତ କିଛି ସମୟ ବିତାଇ ସେମାନଙ୍କୁ ଏଣ୍ଟଟେନମେଣ୍ଟ କରିବାକୁ ଲାଗି ପଡିଛନ୍ତି ଅର୍ଚ୍ଚିତା |

ଆଉ ସେ ପ୍ରଥମେ ତାଙ୍କର ଗୋଟିଏ ଓଡ଼ିଆ ଫ୍ଲିମ ର ଡାଇଲଗ କହିବାକୁ ଲାଗିଥିଲେ, ଆଉ ଦର୍ଶକ ମାନଙ୍କର ମନକୁ ଆକୃଷ୍ଟ କରିବାକୁ ଲାଗିଛନ୍ତି | ତାହା ବ୍ୟତୀତ ଅର୍ଚ୍ଚିତା ମଧ୍ୟ ଦର୍ଶକ ମାନଙ୍କୁ ସେମାନେ କେମିତି ଅଛନ୍ତି ବୋଲି ପଚାରିବା ସହିତ ତାଙ୍କର ଚୁଳ ବୁଲି ଅନ୍ଦାଜ ରେ ସେମାନଙ୍କ ସହିତ ମଜା ଆଉ ମସ୍ତି କରିବାକୁ ଲାଗିଛନ୍ତି |

ତେବେ ବନ୍ଧୁଗଣ ଟିଭି ସିରିଏଲ ହେଉ ନହେଲେ ଯାତ୍ରା ଜଗତ ରେ ଅଭିନୟ ଓ ଡ୍ୟାନ୍ସ ମାଧ୍ୟମ ରେ ସବୁବେଳେ ବେଶ ଚର୍ଚ୍ଚା ରେ ଥାନ୍ତି ରାଣୀ ପଣ୍ଡା | କାରଣ ସେ ସବୁବେଳେ ନିଜର ଦକ୍ଷତା ବଳ ରେ ସେ ସବୁବେଳେ ତାଙ୍କର ପ୍ରଶଂସକ ପାଇଁ କିଛି ନୂଆ କରିବା ପାଇଁ ଚେଷ୍ଟା କରିଥାନ୍ତି |

ତେବେ ତାଙ୍କର ଏହି ଚେଷ୍ଟା ବଳରେ ସେ ଲୋକଙ୍କର ବେଶୀ ନିକଟତର ହେବା ସହିତ ଲୋକଙ୍କ ହୃଦୟ କୁ ମଧ୍ୟ ଜିତିବାରେ ସଫଳତା ପାଇଛନ୍ତି | ତେବେ ଓଡିଶା ର କଣେ ଅନୁକଣେ ତାଙ୍କର ପ୍ରଶଂସଙ୍କ ମାନେ ରାଣୀ ପଣ୍ଡାଙ୍କୁ ବେଶୀ ଭଲ ପାଇଥିବା ଦେଖା ଯାଇଛି |

ଯାହା ଜଣା ଯାଉଛି କି ଏବେ ରାଣୀ ପଣ୍ଡା ଏବେ ସୋସିଆଲ ମିଡିଆରେ ନିଜର ଛୋଟ ବେଳର କିଛି କଥା ସେୟାର କରି ଏବେ ବେଶ ଚର୍ଚ୍ଚାରେ ଥିବା କୁହାଯାଇଛି |ତେବେ ସେ ସୋସିଆଲ ମିଡିଆରେ ଯେଉଁ ଭିଡ଼ିଓ ଟି ରାଣୀ ପଣ୍ଡା ଜାରି କରିଛନ୍ତି |

ସେହି ଭିଡ଼ିଓ ରେ ରାଣୀ ପଣ୍ଡା କହିଛନ୍ତି ଯେ ଛୋଟ ବେଳେ ସେ ଗୋଟିଏ ଡ୍ରେସ 6 ଦିନ ପର୍ଯ୍ୟନ୍ତ ପିନ୍ଧୁଥିଲେ | ତାହା ସହିତ ସେ ମଟନ ଖାଇବା କୁ ବେଶ ଭଲ ପାଉଥିଲେ | ଯାହା ଘରେ ମଟନ ହେଉଥିଲା ସେ ତାଙ୍କ ଘରେ ଦିନ ସାରା ବସିରହୁଥିଲେ | ଗୋଟିଏ ଗରିବ ବ୍ରାହ୍ମଣ ଘରେ ଜନ୍ମ ହେଇଥିବା କଥା କହିଥିଲେ ରାଣୀ ପଣ୍ଡା ଏହା ସହିତ ତାଙ୍କୁ ଏପରି ବିବାଦୀୟ ରାଣୀ ପଣ୍ଡା ହେବାକୁ ବାଧ୍ୟ କରିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.