ବାବୁସାନଙ୍କ ସହ ଦମନ ସିନେମା ଦେଖିବା ପାଇଁ ଆସିଲେ ସ୍ତ୍ରୀ ତୃପ୍ତି ଆଉ ତା ପରେ ଯାହା ହେଲା – viral ଭିଡ଼ିଓ ଟିକୁ….

0 290

ଏହି ଚଳଚ୍ଚିତ୍ର ଟି ଆମ ଓଡ଼ିଶା ର ଏକ ବାସ୍ତବିକ୍ କାହାଣୀ କୁ ନେଇ ହୋଇଛି । ଏହି ଚଳଚ୍ଚିତ୍ର ରେ ବାବୁସାନ୍ ଡାକ୍ତର ଭୂମିକା ରେ ନଜର ଆସୁଛନ୍ତି । ଏହି ଚଳଚ୍ଚିତ୍ର ପାଇଁ ବାବୁସାନ୍ ଓ ସମସ୍ତ କଳାକାର ମାନେ ବହୁତ୍ ପରିଶ୍ରମ କରିଛନ୍ତି । ପୁଣି ଆଉ ଥରେ ଆମେ ଆପଣ ଙ୍କୁ କହି ରଖୁଛୁ ଯେ ଏହା ଓଡ଼ିଶା। ର ବାସ୍ତବିକ୍ ଘଟଣା କୁ ନେଇ ହୋଇଛି ।

ଏହାର କାରଣ ହେଲା ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଚଳଚ୍ଚିତ୍ର ରେ ଆଉ ସେହିଭଳି କାହାଣୀ ନାହିଁ କି ଦର୍ଶକ ମାନେ ନିଜ ପସନ୍ଦ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ଦେଖିବାକୁ ପାଉ ନାହାଁନ୍ତି । କହିବାକୁ ଗଲେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କି ଆଜି କପି ପେଷ୍ଟ ଫିଲ୍ମ କରି ଲୋକ ପ୍ରିୟ ହୋଇ ପାରିଛନ୍ତି ।

ବାହାର୍ ଇଣ୍ଡଷ୍ଟ୍ରି ରୁ କପି ହୋଇଛି ବୋଲି ଓଡ଼ିଶା ବାସୀ ମାନେ ଆଉ ସେହିଭଳି ଭାବେ ଭଲ ପାଇବା ଦେଉ ନାହାଁନ୍ତି ଓ ଦର୍ଶକ ମାନେ ବର୍ତ୍ତମାନ୍ ସମୟ ରେ ଭଲ କାହାଣୀ କୁ ନେଇ ଚଳଚ୍ଚିତ୍ର ପ୍ରସ୍ତୁତ ହେଲେ ଦର୍ଶକ ମାନେ ନିଶ୍ଚୟ ଚଳଚ୍ଚିତ୍ର ଦେଖିବେ ।

ବର୍ତ୍ତମାନ୍ ସମୟ ରେ ଯେମିତି ଓଡ଼ିଆ ଚଳଚ୍ଚିତ୍ର ଦମନ ।ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ନେଇ ଅନେକ ଚଳଚ୍ଚିତ୍ର ନିର୍ମିତ ହୋଇଥାଏ । ଦର୍ଶକ ମାନେ ଏହି ଚଳଚ୍ଚିତ୍ର କୁ ବହୁତ୍ ସାରା ଭଲ ପାଇବା ଦେଇଛନ୍ତି । ବର୍ତ୍ତମାନ୍ ସମୟ ରେ ଓଡ଼ିଶା ର ଦର୍ଶକ ମାନେ ଆଉ ସେହି ଭଳି ଚଳଚ୍ଚିତ୍ର କୁ ଭଲ ପାଇବା ଦେଉ ନାହାଁନ୍ତି ।


ଏହାର କାରଣ ହେଲା ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଚଳଚ୍ଚିତ୍ର ରେ ଆଉ ସେହିଭଳି କାହାଣୀ ନାହିଁ କି ଦର୍ଶକ ମାନେ ନିଜ ପସନ୍ଦ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ଦେଖିବାକୁ ପାଉ ନାହାଁନ୍ତି । କହିବାକୁ ଗଲେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କି ଆଜି କପି ପେଷ୍ଟ ଫିଲ୍ମ କରି ଲୋକ ପ୍ରିୟ ହୋଇ ପାରିଛନ୍ତି ।

ବାହାର୍ ଇଣ୍ଡଷ୍ଟ୍ରି ରୁ କପି ହୋଇଛି ବୋଲି ଓଡ଼ିଶା ବାସୀ ମାନେ ଆଉ ସେହିଭଳି ଭାବେ ଭଲ ପାଇବା ଦେଉ ନାହାଁନ୍ତି ଓ ଦର୍ଶକ ମାନେ ବର୍ତ୍ତମାନ୍ ସମୟ ରେ ଭଲ କାହାଣୀ କୁ ନେଇ ଚଳଚ୍ଚିତ୍ର ପ୍ରସ୍ତୁତ ହେଲେ ଦର୍ଶକ ମାନେ ନିଶ୍ଚୟ ଚଳଚ୍ଚିତ୍ର ଦେଖିବେ ।

ବର୍ତ୍ତମାନ୍ ସମୟ ରେ ଯେମିତି ଓଡ଼ିଆ ଚଳଚ୍ଚିତ୍ର ଦମନ ।ଏକ ସିନେମା ହଲ ରେ ଓ ଏହି ହଲ ରେ ବାବୁସାନ୍ ଙ୍କୁ ଦେଖି ଭିଡ ହୋଇ ଯାଇଥିଲା । ଯାହାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଈରାଲ ହେବା ରେ ଲାଗିଛି ଓ ଏହି ଦୃଶ୍ୟ ଟି କୁ ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.