ମାତ୍ର ୨ ମିନିଟ ରେ ହଳଦିଆ ଦାନ୍ତ କ୍ଷୀର ଭଳି ଚମକିବ। କରନ୍ତୁ ଏହି ଉପାୟ…

0 84

ନିମ୍ବପତ୍ରର ଔଷଧୀୟ ଗୁଣ ଏବଂ କେଉଁ ସବୁ ରୋଗ ଭଲ କରିଥାଏ। ନିମ୍ବପତ୍ର ଶହେରୁ ଅଧିକ ରୋଗ ଭଲ କରି ପାରୁ ଥିବା ରୁ ଏହାକୁ ସର୍ବରୋଗହାରୀ କୁହାଯାଏ। ନିମ୍ବ ପତ୍ରରେ ଆଣ୍ଟିବ୍ୟାକ୍ଟରିଆଲ ଭିଟାମିନ, ଜିଙ୍କ, ଫେଟି ଏସିଡ ଭରପୁର ହୋଇ ରହିଥିବା ରୁ ଏହା ଆମ ଶରୀର ପାଇଁ ବହୁତ ଉପକାରୀ ଅଟେ।
ନିମ୍ବପତ୍ରର ଔଷଧୀୟ ଗୁଣ ଏବଂ କେଉଁ ସବୁ ରୋଗ ଭଲ କରିଥାଏ। ନିମ୍ବପତ୍ର ଶହେରୁ ଅଧିକ ରୋଗ ଭଲ କରି ପାରୁ ଥିବା ରୁ ଏହାକୁ ସର୍ବରୋଗହାରୀ କୁହାଯାଏ। ନିମ୍ବ ପତ୍ରରେ ଆଣ୍ଟିବ୍ୟାକ୍ଟରିଆଲ ଭିଟାମିନ, ଜିଙ୍କ, ଫେଟି ଏସିଡ ଭରପୁର ହୋଇ ରହିଥିବା ରୁ ଏହା ଆମ ଶରୀର ପାଇଁ ବହୁତ ଉପକାରୀ ଅଟେ।

ରୁପି ସମସ୍ୟା କୁ ଦୂର କରିଥାଏ। ଏଥିରେ ଆଣ୍ଟିବ୍ୟାକ୍ଟରିଆଲ ଗୁଣ ରହିଥିବା ଯୋଗୁଁ ଏହା ମୁଣ୍ଡ ରେ ଥିବା ରୁପିକୁ ସଫା କରି ଦେଇଥାଏ। ସେଥି ପାଇଁ ଅଳ୍ପ ନିମ୍ବ ପତ୍ର କୁ ବାଟି ମୁଣ୍ଡରେ ଲଗାଇ ୩୦ ମିନିଟ ପରେ ଧୋଇ ନିଅନ୍ତୁ।
ଚର୍ମ ସମ୍ବନ୍ଧିତ ଅନେକ ରୋଗ କୁ ଦୂର କରିଥାଏ। ଯେପରି ବ୍ରଣ, ସ୍ୱରାଇସିସ୍, ଏକ୍ସିମା ଭଳି ତ୍ଵଚା ସମ୍ବନ୍ଧିତ ରୋଗକୁ ଭଲ କରିଥାଏ। ସେଥି ପାଇଁ ନିମ୍ବ ପତ୍ରର ପେଷ୍ଟ କୁ ସେହି ଜାଗା ମାନଙ୍କରେ ଲଗାନ୍ତୁ।
ରକ୍ତ କୁ ସଫା କରି ଥାଏ। ପ୍ରତିଦିନ ଦୁଇ ରୁ ତିନୋଟି ନିମ୍ବ ପତ୍ର ଖାଇବା ଦ୍ଵାରା ଏହା ଆମ ଶରୀରର ବିଷାକ୍ତ ପଦାର୍ଥ ବାହାର କରି ରକ୍ତ କୁ ସଫା କରି ଥାଏ। ସବୁଦିନ ସକାଳୁ ଖାଲି ପେଟ ରେ ଚାରି ରୁ ପାଞ୍ଚଟି ନିମ୍ବ ପତ୍ର ଖାଇବା ଦ୍ଵାରା ରକ୍ତରେ ଥିବା ସୁଗାର ଲେବୁଲ ନିୟନ୍ତ୍ରଣ ରେ ରହି ଥାଏ।


ଆମ ପେଟ ରେ ଥିବା ଖରାପ ଜୀବାଣୁ କୁ ନଷ୍ଟ କରି ଦେଇଥାଏ। ସେଥି ପାଇଁ ପ୍ରତ୍ୟେକ ଦିନ ନିମ୍ବ ପତ୍ର ରେ ଚାହା ଚୋବାଇ ଖାଇବା ଉଚିତ। ସବୁ ଦିନ ଦୁଇ ରୁ ତିନୋଟି ନିମ୍ବ ପତ୍ର ଖାଇବା ଦ୍ଵାରା ଏହା ଆମ ଶରୀର ର ପ୍ରତିରକ୍ଷା ପ୍ରଣାଳୀ କୁ ବଢେଇବା ସହିତ କ୍ୟାନ୍ସର ଭଳି ଭୟଙ୍କର ରୋଗ ହେବାରୁ ରକ୍ଷା କରି ଥାଏ ।ନିମ୍ବ ପତ୍ର ରସ କୁ ଦାନ୍ତ ମାଢି ରେ ମାଲିସ କରିବା ଦ୍ଵାରା ପାଟିରୁ ବାହାରୁ ଥିବା ଦୁର୍ଗନ୍ଧ ଏବଂ ଦାନ୍ତ ରୁ ବାହାରୁ ଥିବା ରକ୍ତ ଭଲ ହୋଇ ଯାଇଥାଏ।
ନିମ୍ବ ପତ୍ରକୁ ପାଣିରେ ଫୁଟାଇ ସେହି ପାଣିରେ ଗଧୋଇଲେ ହାଡଫୁଟି ରୋଗ ଭଲ ହୋଇ ଯାଇଥାଏ। ଘାଆ ହୋଇଥିବା ଜାଗାରେ ନିମ୍ବ ପତ୍ରର ପେଷ୍ଟ ଲଗାଇ ଲେ ଶୀଘ୍ର ଭଲ ହୋଇ ଯାଇ ଥାଏ। ନିମ୍ବ ପତ୍ରକୁ କୌଣସି ଶସ୍ୟ ସାମଗ୍ରୀ ରେ ରଖିଲେ ସେଥିରେ କୌଣସି ପୋକ ଲାଗି ନଥାଏ। ନିମ୍ବ ପତ୍ରକୁ ଚୋବେଇ ଖାଇବା ଦ୍ଵାରା ପେଟର ପାଚନକୁ ସୁସ୍ଥ ରଖିଥାଏ । ଏହି ପତ୍ର ପେଟରେ ହେଉଥିବା ଜଳା ପୋଡା ଏବଂ ଗ୍ୟାସ ସମ୍ବନ୍ଧିତ ସମସ୍ୟା କୁ ଦୂର କରି ଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.