Exclusive – ଯିଏ ଯାହା ଭାବୁ, କଲେଜରୁ ଆସିଲେ ଏଠି ଠେଲା ଲଗାଉଛୁ, ପଇସା କମାଉଛୁ ନିଜ ଗୋଡରେ ଛିଡ଼ା ହେଇଛୁ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ଆଜିର ଏହି ଶିକ୍ଷିତ ସମାଜ ଶିକ୍ଷା ତଥା ଅନ୍ୟାନ୍ୟ ଜ୍ଞାନ କୌଶଳ କୁ ଉନ୍ନତି ର ପଥରେ ଆଗକୁ ନେବା ପାଇଁ ବହୁ ଚେଷ୍ଟା କରୁଥିବା ର ଦେଖିବା କୁ ମିଳୁଛି।କିନ୍ତୁ ଏହି ଶିକ୍ଷିତ ଭଦ୍ର ସମାଜ ରେ ଆଜି ମଧ୍ୟ ବହୁ ଭଦ୍ର ମୁଖା ପିନ୍ଧା ଅଶିକ୍ଷିତ ଅଭଦ୍ର ଲୋକ ଲୁଚି ରହି ଛନ୍ତି,ଯେଉଁ ମାନଙ୍କ ପାଇଁ ସମାଜ ରେ ଦିନ କୁ ଦିନ ବହୁ ଅସାମାଜିକ କାର୍ଯ୍ୟ ବଢିବା ରେ ଲାଗିଛି।
ଆଜିର ଦୁନିଆ ସ୍ୱାର୍ଥପର ଦୁନିଆ।ଆଜିର ସମାଜ ରେ ଲୋକ ମାନେ ନିଜ ସ୍ୱାର୍ଥ ହାସଲ କରିବା ପାଇଁ କିଛି ବି ନିମ୍ନ ମାନର କାର୍ଯ୍ୟ କରିବା ପାଇଁ ଆଗେଇ ଆସୁଛନ୍ତି।ସ୍ଵାର୍ଥ ସାମ୍ନା ରେ ସେମାନେ ନିଜର ବୁଦ୍ଧି, ବିବେକ,ମାନବିକତା, ନୈତିକ ଚିନ୍ତାଧାରା ତଥା ନିଜର ହିତା ହିତ ଜ୍ଞାନ କୁ ମଧ୍ୟ ବଳି ଦେଇ ଦେଇଛନ୍ତି।
ସେହି କାରଣରୁ ଆଜିର ଏହି ଶିକ୍ଷିତ ସମାଜ ଶିକ୍ଷା ତଥା ଅନ୍ୟାନ୍ୟ ଜ୍ଞାନ କୌଶଳ କୁ ଉନ୍ନତି ର ପଥରେ ଆଗକୁ ନେବା ପାଇଁ ବହୁ ଚେଷ୍ଟା କରୁଥିବା ର ଦେଖିବା କୁ ମିଳୁଛି।କିନ୍ତୁ ଏହି ଶିକ୍ଷିତ ଭଦ୍ର ସମାଜ ରେ ଆଜି ମଧ୍ୟ ବହୁ ଭଦ୍ର ମୁଖା ପିନ୍ଧା ଅଶିକ୍ଷିତ ଅଭଦ୍ର ଲୋକ ଲୁଚି ରହି ଛନ୍ତି,ଯେଉଁ ମାନଙ୍କ ପାଇଁ ସମାଜ ରେ ଦିନ କୁ ଦିନ ବହୁ ଅସାମାଜିକ କାର୍ଯ୍ୟ ବଢିବା!
ଆଜିର ଦୁନିଆ ସ୍ୱାର୍ଥପର ଦୁନିଆ।ଆଜିର ସମାଜ ରେ ଲୋକ ମାନେ ନିଜ ସ୍ୱାର୍ଥ ହାସଲ କରିବା ପାଇଁ କିଛି ବି ନିମ୍ନ ମାନର କାର୍ଯ୍ୟ କରିବା ପାଇଁ ଆଗେଇ ଆସୁଛନ୍ତି।ସ୍ଵାର୍ଥ ସାମ୍ନା ରେ ସେମାନେ ନିଜର ବୁଦ୍ଧି, ବିବେକ,ମାନବିକତା, ନୈତିକ ଚିନ୍ତାଧାରା ତଥା ନିଜର ହିତା ହିତ ଜ୍ଞାନ କୁ ମଧ୍ୟ ବଳି ଦେଇ ଦେଇଛନ୍ତି।ସେହି କାରଣରୁ ଆଜି ର ଯୁବ ପିଢ଼ି ଭୁଲ ରାସ୍ତାରେ ପାଦ ଦେବା ଆରମ୍ଭ କଲେଣି।
ଗୁରୁ ର ଅର୍ଥ ଯିଏ ଜୀବନ ରେ ଅଜ୍ଞାନ ରୂପକ ଅନ୍ଧାର କୁ ଦୂର କରି ଜ୍ଞାନ ରୂପକ ଆଲୋକ କୁ ବିତରଣ କରି ଜୀବନ କୁ ଆଲୋକିତ ଓ ସୁନ୍ଦର କରି ଗଢି ତୋଳି ଥାନ୍ତି।ତେବେ ଏହି ଗୁରୁ ଆସନ ରେ ସମସ୍ତେ ବସି ପାରି ନ ଥାନ୍ତି।ଶିକ୍ଷକ ଚାକିରୀ କୁ ଏକ ଶସ୍ତା ଚାକିରୀ ରୂପେ ବିବେଚନା କରାଯାଏ କିନ୍ତୁ ଶିକ୍ଷକ ଙ୍କ କର୍ତ୍ତବ୍ୟ ର ଦାୟିତ୍ୱ ଖୁବ ଅଧିକ।ତାଙ୍କ ଉପରେ ଦେଶର ଭବିଷ୍ୟତ ନ୍ୟସ୍ତ।
ଅନ୍ୟ ପକ୍ଷରେ ଦେଶ ର ଆସନ୍ତା କାଲି ର ଭବିଷ୍ୟତ ବୋଲି ବିଚାର କରା ଯାଉଥିବା ଆଜିର ଯୁବପିଢି ଦେଶକୁ ଉନ୍ନତି ଦିଗରେ ଅଗ୍ରଗତି କରି ଦେଶର ହିତ ସାଧନ କରିବେ କଣ ଆହୁରି ଅଧିକ ଦେଶକୁ ନିମ୍ନ ସ୍ତର କୁ ନେଇ ଦେଶର ସମ୍ମାନ କୁ ମାଟିରେ ମିଶାଇ ଦେବା କୁ ବସିଲେଣି।ସେମାନେ ନିଜ କୁ ଅସାମାଜିକ କାର୍ଯ୍ୟ କରିବା ରେ ଏତେ ଲିପ୍ତ ରଖିଛନ୍ତି ଯେ ଦେଶ ର ଭବିଷ୍ୟତ କଥା ପଛ ନିଜ ବାପା ବୋଉ ର ଆତ୍ମସମ୍ମାନ ପ୍ରତି ମଧ୍ୟ ଟିକିଏ ଗୁରୁତ୍ୱ ଦେଉ ନାହାନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।