Exclusive – ମନ୍ତ୍ରୀ ପୁଅ ବୋଲି ୧୯ ବର୍ଷର ଝିଅ ଅଙ୍କିତାଙ୍କୁ ମାରିଦେଲା ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 99

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ସମାଜରେ ଅନ୍ୟାୟ , ଅତ୍ୟାଚାର ଓ ଅନୀତି କାର୍ଯ୍ୟ ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ,ହତ୍ୟା ଓ ଖରାପ କାର୍ଯ୍ୟ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି।

ସମାଜରେ ଯେଉଁ ମାନେ ଉଚ୍ଚ ପଦବୀରେ ରହିଛନ୍ତି, ସେମାନେ ମଧ୍ୟ ନିଜର କର୍ତ୍ତବ୍ୟରେ ଅବହେଳା କରିବା ସହିତ ଖରାପ କାର୍ଯ୍ୟ କରିବାକୁ ପଛ ଘୁଞ୍ଚା ଦେଉ ନାହାନ୍ତି। ସେମାନେ ନିଜକୁ ଅଫିସର ଭାବି ସମାଜକୁ ଭୟ ନ କରିବା ସହିତ ଆଇନକୁ ମଧ୍ୟ ଖାତିର ନ କରି ଖରାପ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ପାଇଁ ସମାଜ ମଧ୍ୟ ଖରାପ ଆଡକୁ ଗତି କଲାଣି।

 ଏଭଳି କାର୍ଯ୍ୟ କରିବା ଦ୍ୱାରା ଅନ୍ୟ ଲୋକ ମାନଙ୍କ ଉପରେ ମଧ୍ୟ ଖରାପ ପ୍ରଭାବ ପଡୁଛି। ଯାହାକି ଏହା ଏକ ଲଜ୍ୟା ଜନକ ବା ନିନ୍ଦନୀୟ ଘଟଣା ଅଟେ। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ନିନ୍ଦା କରିବେ।

ତେବେ ଘଟଣାଟି ହେଉଛି ଜଣେ ରେଞ୍ଜର ଅଫିସର ଜଣେ ମହିଳା ଫରେଷ୍ଟଗାର୍ଡଙ୍କ ସହ ଅଫିସ ଭିତରେ ରୋମାନ୍ସ କରୁ ଥିବାର ସୂଚନା ମିଳିଛି। ଯାହାକି ଏହା ଏକ ଲଜ୍ୟା ଜନକ ବା ନିନ୍ଦନୀୟ ଘଟଣା ଅଟେ। ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି।

ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା କୁଲଡିହା ରେଞ୍ଜ ଅଫିସରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ସେହି ରେଞ୍ଜର ଅଫିସର ଜଣଙ୍କ ଡିଉଟିରେ ଥିବା ସମୟରେ ତାଙ୍କର ସବୁ କର୍ତ୍ତବ୍ୟକୁ ଭୁଲି ଯାଇ, ଜଣେ ମହିଳା ଫରେଷ୍ଟଗାର୍ଡଙ୍କ ସହ ସରକାରୀ ଅଫିସ ଭିତରେ ଦୁଇ ଜଣ ମିଶି ରାସଲୀଳା କରୁଥିଲେ ଓ ଅଫିସର ଜଣଙ୍କ ମହିଳାଙ୍କୁ ହକ କରିବା ସହିତ ଚୁମ୍ବନ ମଧ୍ୟ ଦେଇଥିଲେ ଓ ଏଥିରେ ମହିଳା ଜଣଙ୍କ ମଧ୍ୟ ତାଙ୍କୁ ସାହାଯ୍ୟ ସହଯୋଗ କରୁଥିଲେ।

ତାଙ୍କର ଏଭଳି କାର୍ଯ୍ୟ ଦେଖି କେହି ଜଣେ ବ୍ୟକ୍ତି ନିଜ ମୋବାଇଲରେ ରେକର୍ଡ଼ କରି ସୋସିଆଲ ମିଡିଆରେ ସେୟାର କରିଥିଲେ।ତେବେ ବର୍ତ୍ତମାନ ଏହି ଭିଡ଼ିଓଟି ଭାଇରଲ ହେବା ପରେ ଅଫିସର ଜଣଙ୍କ ତାଙ୍କର ଏହି ଭିଡ଼ିଓ ମିଛ କଥା କହିବା ସହିତ ତାଙ୍କୁ ଫସେଇ ଦେବା ଚକ୍ରାନ୍ତ କରା ଯାଇଛି ବୋଲି କହିଛନ୍ତି।

ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋରରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଦୋଷୀକୁ ଧରି ଉଚିତ ଦଣ୍ତ ଯିବା ସହିତ ଚାକିରୀରୁ ମଧ୍ୟ ନିଲମ୍ବିତ କରାଯାଉ। ଏହି ଘଟଣାଟି ସେଠାକାର ସ୍ଥାନୀୟ ଅଂଚଳ ମାନଙ୍କରେ ଚହଳ ସୃଷ୍ଟି କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ

Leave A Reply

Your email address will not be published.