Exclusive – ଟିକଟକରୁ ଆରମ୍ଭ କରିଥିଲୁ , ଲୋକମାନଙ୍କର ଭଲ ପାଇବା ପାଇଁ ଆଜି ମ୍ୟୁଜିକ ଭିଡିଓ ଆମେ କରିପାରିଲୁ ଏମିତି କହିଲେ ରୁପା ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡ଼ିଶା ରେ ଅତି ପରିଚିତ ଓଡ଼ିଆ ୟୁ ଟ୍ୟୁବ ଚ୍ୟାନାଲ “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ” ବିଷୟ ରେ ଜାଣିଥିବେ ନିଶ୍ଚିତ। ଏହି ୟୁ ଟ୍ୟୁବ ଚେନାଲ ଟି ମାତ୍ର କେତେ ଦିନ ମଧ୍ୟରେ ଅନେକ ଲୋକ ପ୍ରିୟତା ହାସଲ କରିପାରିଛି।
ତେବେ କିନ୍ତୁ ଓଡ଼ିଶାର ଏକ ଯୋଡି ସୋସିଆଲ ମିଡ଼ିଆ କୁ ନିଜର ଆୟ କରିବାର ପନ୍ଥା ଭାବରେ ବାଛିଥାନ୍ତି ଏବଂ ନିଜର ଅନ୍ତର୍ନିହିତ ଗୁଣ କୁ ଲୋକ ମାନଙ୍କ ସାମ୍ନା ରେ ଦେଖାଇ ଲୋକପ୍ରିୟତା ହାସଲ କରିଛନ୍ତି।ତେବେ ବର୍ତ୍ତମାନ ଏହି ରୁପା ପିଣ୍ଟୁ ଏକ୍ସପ୍ରେସ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଆସିଛି ଯାହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି।
ତେବେ ଏହି ଦୁଇ ଯୋଡ଼ି ରୁପା ଓ ପିଣ୍ଟୁ ଓଡ଼ିଶାର ଘରେ ଘରେ ପରିଚିତ ଅଟନ୍ତି ସେମାନେ ତାଙ୍କର ସୁନ୍ଦରୀ ଅଭିନୟ ତଥା ଆଲବମ ମାଧ୍ୟମରେ ଲୋକମାନ ଙ୍କର ହୃଦୟ ଭିତରେ ଘର କରି ରହିଛନ୍ତି। ତେବେ ଲୋକମାନେ ମଧ୍ୟ ଏହି ଯୋଡ଼ି ଙ୍କ ସହ ଉତପ୍ରୋତ ଭାବରେ ଯୋଡ଼ିତ ତେଣୁ ତାଙ୍କ ବିଷୟରେ ସବୁକିଛି ଜାଣିବା କୁ ପସନ୍ଦ କରନ୍ତି।
ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଲୋକପ୍ରିୟ ଯୋଡି ଙ୍କ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଏବଂ ଏହା ଦେଖିଲେ ଆପଣ ନିଶ୍ଚିତ ଭାବରେ ଖୁସି ହୋଇଯିବେ ମଧ୍ୟ।ତେବେ ଏହି ଭିଡ଼ିଓ ଟିରେ ଦେଖା ଯାଇଛି କି ଆମ ରୁପା ଭାଉଜ କାନ୍ଦୁ ଥିବା ର ତେବେ ତାଙ୍କ କାନ୍ଦିବା ପଛ ରେ ଥିବା କାରଣ ମଧ୍ୟ ଜାଣିଲେ ଆପଣ ମଧ୍ୟ କହିବେ, ମା ଓ ପିଲା ର ସମ୍ପର୍କ କଣ ନିଶ୍ଚିତ ବୁଝି ପାରିବେ।
ତେବେ ଏହି ଭିଡ଼ିଓ ରେ ଆପଣ ଦେଖିବା କୁ ପାଇବେ କି ରୁପା ଭାଉଜ ଓ ପିଣ୍ଟୁ ଭାଇ ପ୍ରଥମ ଥର ଖୁସି ମା କୁ ଘରେ ଛାଡ଼ି ଦେଇ ସୁଟିଂ ରେ ଯାଉଛନ୍ତି ।ତେବେ ଏନେଇ ପୁରା ବୈଠକ ଚାଲିଛି ଘରେ କେମିତି ଖୁସି ମା ରହିବେ ବୋଲି।
ତେବେ ଏପଟେ କିନ୍ତୁ ଦେଖା ଯାଇଛି କି ପିଣ୍ଟୁ ଭାଇ ଙ୍କ ଭଉଣୀ ଖୁସି ମା ଙ୍କୁ ବୁଝେଇ ଦେଇଛନ୍ତି ଆଉ ସେ ବାପା ମା ଙ୍କ ବିନା ରହିବ ବୋଲି କହୁଛି।ତେବେ ରୁପା ଓ ପିଣ୍ଟୁ ଶୁଟିଂ ରେ ଯିବା ପାଇଁ ରେଡି ହୋଇ ଯାଇଛନ୍ତି ଆଉ ପିଣ୍ଟୁ ଭାଇ ଙ୍କ ମା ମଧ୍ୟ ବଢିଆ ମାଛ ତରକାରୀ ରୁଷେଇ କରି ପରଶି ଦେଇଛନ୍ତି ପୁଅ ଓ ବୋହୁ କୁ।
ତେବେ ଏହା ପରେ ରୁପା ଓ ପିଣ୍ଟୁ ତାଙ୍କର ଝିଅ କୁ ବହୁତ ଗେହ୍ଲ କରିଛନ୍ତି ଆଉ ତାକୁ ଛାଡି ଯିବା କାରଣ ରୁ ବହୁତ ମନ ଦୁଃଖ କରୁଛନ୍ତି। ଆମ ରୁପା ଭାଉଜ ଗାଡି ରେ ବସିବା ପରେ ମଧ୍ୟ କାନ୍ଦି ପକେଇଛନ୍ତି ଆଉ ସମସ୍ତ ଙ୍କୁ କହିକି ଯାଉଛନ୍ତି କି ତାଙ୍କ ଝିଅ କୁ ଚାହିଁ ଥିବେ ବୋଲି। ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭିଡ଼ିଓ ଟି ଖୁବ ଭାଇରାଲ ହେଉଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।