Exclusive : ଓଲିଉଡ଼ ଷ୍ଟାର ବାବୁସାନ ଅସୁସ୍ଥ ,ଘରୋଇ ଡାକ୍ତରଖାନାରେ 6 ଜଣିଆ ଡାକ୍ତରୀ ଦଳ କରୁଛନ୍ତି ଚିକିତ୍ସା ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ଗୁରୁତ୍ବର ଅବସ୍ଥା ରେ ବୋଲିଉଡ଼ ଉଭିନେତା ବାବୁ ସାନ । ପଡିଛନ୍ତି ଭୁବନେଶ୍ୱର ସମ ହସ୍ପିଟାଲ ରେ । ଛଅ ଜଣିଆ ଡାକ୍ତର କର୍ମୀ ଲାଗି ଛନ୍ତି ଭଲ କରିବା ପାଇଁ । ତେବେ ଏମିତି ତାଙ୍କର କଣ ହୋଇ ଥିଲା ଯୋଉଥି ପାଇଁ ସେ ହସ୍ପିଟାଲ ରେ ପଡିଲେ ଆସନ୍ତୁ ଜାଣିବା ।
ଦେଖିବା ପାଇଁ ଗଲେ ବର୍ତ୍ତମାନ ଓଡ଼ିଆ ଇଣ୍ଡଷ୍ଟ୍ରି ବୁଡିବା ପାଇଁ ବସି ଲାଣି । ଲୋକ ମାନେ ଓଡ଼ିଆ ଫିଲ୍ମ କୁ ଆଉ ପସନ୍ଦ କରୁ ନାହାନ୍ତି । ଫିଲ୍ମ ପଡିଲା ବେଳକୁ ହଲ ରେ ଲୋକ ପୁରା ଫାଙ୍କା । ଏହାର କାରଣ ଲୋକ ମାନକୁ ଆଉ ଓଡ଼ିଆ ଅଭିନେତା ମାନକୁ ଭଲ ଲାଗୁନି ।
କାରଣ ଓଡ଼ିଆ ଫିଲ୍ମ ରେ ସେତେ ପଇସା ଖର୍ଚ୍ଚ ହେଉ ନାହଁ , ଯେତିକି ସାଉଥ ଫିଲ୍ମ ରେ ଖର୍ଚ୍ଚ ହେଉଛି । ସେଥି ପାଇଁ ଲୋକ ମାନେ ଆଉ ଓଡ଼ିଆ ଫିଲ୍ମ ଦେଖିବା ପାଇଁ ଯାଉ ନାହାଁନ୍ତି । ତେବେ ବାବୁ ସାନ ଅସୁସ୍ଥ ହେବାର କାରଣ ହେଉଛି । ସୁଟିଂ ଚାଲିଥିଲା ଫିଲ୍ମ ଦମନ ର , ଆଉ ସେହି ଫିଲ୍ମ ରେ ବାବୁ ସାନ 180 କିଲ ମିଟର ଗାଡି ଚଲାଇ ଥିଲେ ।
180 କିଲ ମିଟର ଗାଡି ଚଳାଇବା ଫୋଳରେ ତାଙ୍କର ଅକ୍ସୀଜେନ ଲେବୁଲ କମି ଯାଇ ଥିଲା । ସେଥି ପାଇଁ ସେ ଅସୁସ୍ଥ ହୋଇ ଯାଇ ଥିଲେ । ଲୋକ ମାନେ ଓଡ଼ିଆ ଫିଲ୍ମ କୁ ଦେଖୁ ନାହାଁନ୍ତି କିନ୍ତୁ ଏଠି କଳା କାର ମାନେ ଲୋକ ମାନେ ଦେଖିବେ ବୋଲି କେତେ କଣ କରୁ ଛନ୍ତି ।
ଦିନ ଥିଲା ଓଡ଼ିଆ ଫିଲ୍ମ କୁ ସବୁ ଲୋକ ଦେଖୁ ଥିଲେ । କାରଣ ସେହି ସମୟ ରେ ଭଲ ଭଲ କଳାକାର କାମ କରୁ ଥିଲେ । ଆଉ ଓଡ଼ିଆ ଫିଲ୍ମ କୁ ବୋଲିଉଡ଼ ରେ ଡଭିଂ କରି ଲୋକ ମାନେ ଦେଖୁ ଥିଲେ । କିନ୍ତୁ ଏବେ ଓଡ଼ିଆ ଫିଲ୍ମ କୁ କେହି ପଚାରୁ ନାହାନ୍ତି । ବାବୁ ସାନ ଓ ଅନୁଭବ ଭଲ କଳା କାର । ଏମାନେ ଦୁଇ ଜଣ ଯେତେ ବେଳେ ଫିଲ୍ମ କରୁ ଥିଲେ ସେତେ ବେଳେ ଲୋକ ମାନେ ହୋଲ କୁ ଯାଉ ଥିଲେ ।
କିନ୍ତୁ ଏବେ ଅନୁଭବ ମହାନ୍ତି ନାହାନ୍ତି ଓ ବାବୁ ସାନ ମଧ୍ୟ ବହୁତ କମ ଫିଲ୍ମ କରୁ ଛନ୍ତି , ସେଥି ପାଇଁ ଓଡ଼ିଆ ଫିଲ୍ମ ଆଉ ଚାଲୁ ନାହିଁ । ବାବୁ ସାନ ଜଣେ ଭଲ କଳାକାର । ତେଣୁ ସେ ଆପଣ ମାନଂକ ପାଇଁ , ଆପଣ ମାନଂକ ଖୁସି ପାଇଁ ସେ ଏତେ କଷ୍ଟ କରି ଫିଲ୍ମ ତିଆରି କରୁ ଛନ୍ତି ।
ତେଣୁ ଆପଣ ମାନେ ହୋଲ କୁ ଯାଆନ୍ତୁ ଓ ଫିଲ୍ମ ଦେଖନ୍ତୁ । ଆପଣ ମାନେ ଯଦି ଫିଲ୍ମ ନ ଦେଖିବେ ତାହାଲେ ଓଡ଼ିଆ ଇଣ୍ଡଷ୍ଟ୍ରି ସମ୍ପୂର୍ଣ ରୂପେ ଲୋପ ପାଇ ଯିବ । ଆପଣ ମାନେ ଫିଲ୍ମ ଦେଖିଲେ ଓଡ଼ିଆ ଇଣ୍ଡଷ୍ଟ୍ରି ବହୁତ ଆଗକୁ ଯିବ ଓ ବହୁତ ଭଲ ଫିଲ୍ମ ମଧ୍ୟ ଆସିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !