ଏସିଆର ସବୁଠାରୁ ଭୟଂକର ଏବଂ ବିଷଧର ଏହି ରସେଲ୍ ଭାଇପର (Russell Viper ) ସାପକୁ ଅଜଗର ଭାବି ମହିଳା କରିଦେଲେ ଏମିତି…ଆଉ ତା ପରେ ଯାହା ଘଟିଲା… ଦେଖନ୍ତୁ ଭିଡ଼ିଓ
ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ଭିଡ଼ିଓ ତ ଆପଣ ମାନେ ଦେଖିଥିବେ ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ବିଷଧର ସାପ ପାଖ ଟି କେଉଁ ଭଳି ଭାବରେ ଲୋକ ଜଣଙ୍କର ବେଡ଼ ରୁମ ଭିତରେ ରହିଛି ଓ ସାପ ପାଖକୁ ଯିବା ବେଳ କୁ ରାଗି ଯାଇ ଫେଣା ଟେକୁଛି ତାହା ମଧ୍ୟ ଦେଖିବାକୁ ମିଳିଥିଲା ଏହି ଭିଡ଼ିଓ ଟିରେ | ଆଉ ଯାହା ବର୍ତ୍ତମାନ ଭାଇରାଲ ହେଉଛି , ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ଟିକିଏ ନଜର ପକାଇବା |
ତେବେ ଏଠାରେ ଦେଖିବାକୁ ମିଳିଛି କି ଜଣେ ଲୋକଙ୍କ ଘରେ ବେଡ଼ ରୁମ ରେ ଦେଖିବାକୁ ମିଳିଛି ଏକ ବିଷଧର ନାଗ ସାପ ଟି | ଆଉ ଯାହା କୁହାଯାଉଛି କି ନାଗ ସାପ ଟି ବହୁତ ଜୋର ରେ ରାଗିକି ଥିଲା ଭଳି ଲାଗୁଛି | ଆଉ ଏହି ନାଗ ସାପ ପାଖକୁ ଯିଏ ବି ଯାଉଛି ତାହାକୁ ସେ ସାପ ଟି ଫେଣା ଟେକିକି ଦଂସନ କରିବା ପାଇଁ ଗୋଡେଇ ଆସୁଛି ବୋଲି ମଧ୍ୟ କୁହାଯାଉଛି | ତେବେ ବିଷଧର ସାପ ଟିକୁ ଧରିବା ପାଇଁ ସାପ ଧରାଳି ଜଣଙ୍କ ତାଙ୍କର ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି | ଆଉ ଶେଷରେ ସାପ ଟିକୁ ଧରିବା ରେ ମଧ୍ୟ ସଫଳ ହୋଇଛି ବୋଲି କୁହାଯାଉଛି |
ଆପଣ ମାନେ ଜାଣିଥିବେ କି ଅନେକ ସମୟରେ ସାପ ମାନଙ୍କୁ କ୍ଷୀର ପିଇବା ପାଇଁ ଦେଇଥାନ୍ତି ଲୋକ ମାନେ | କିନ୍ତୁ ଏହା ବହୁତ ଖତରନାକ ହୋଇଥାଏ ବୋଲି ମଧ୍ୟ କୁହାଯାଉଛି | ଆଉ ଭୁଲ ରେ ମଧ୍ୟ ବିଷଧର ସାପ ପାଖକୁ ଏହି ଭଳି କ୍ଷୀର ନେଇକି ଯିବା ଉଚିତ ନୁହଁ, ଆଉ ଏହି ଭଳି କରିବା ଫଳରେ ଲୋକ ଙ୍କର ଏହି ଭୁଲ ପାଇଁ ଜୀବନ ଚାଲି ଯିବାର ମଧ୍ୟ ସମ୍ଭାବନା ରହିଥାଏ ବୋଲି କୁହାଯାଉଛି | ତେବେ ଯଦି ଆପଣଙ୍କ ଘରେ ଏହିଭଳି ବିଷଧର ସାପ ଦେଖା ଯାଉଛି ତାହେଲେ ସାବଧାନ ର ସହିତ ତାହା ଠାରୁ ଦୁରେଇ ଯିବା ର ଆବଶ୍ୟକତା ରହିଛି ଓ ସାପ ଧରାଳି କୁ ଡାକି ସାପ କୁ ଧରିକି ସୁରକ୍ଷିତ ସ୍ଥାନରେ ଛାଡ଼ି ଦେବାକୁ କହିବା ଦରକାର |
ଆଉ ଏଠାରେ ସେହିଭଳି ଏକ ଭିଡ଼ିଓ ଦେଖିବାକୁ ମିଳିଛି ଆଉ ଯେଉଁଠି ସାପ ଟିକୁ ଧରିବା ପାଇଁ ସାପ ଧରାଳି ଜଣକ ଯେତେବେଳେ ସାପ ଟିର ପାଖକୁ ଯାଉଛନ୍ତି ସେତେବେଳେ ସାପ ଟି ରାଗି ଯାଇ ତାହାର ଫେଣା ଟେକିକି ସେମାନଙ୍କୁ ଦଂସନ କରିବାକୁ ବାହାରି ପଡିଛି | ଆଉ ବହୁତ ସତର୍କତା ର ସହିତ ସାପ ଟିକୁ ଧରିକି ସାପ ଧରାଳି ଜଣଙ୍କ ତାଙ୍କ ସାଙ୍ଗରେ ସାପ ଟିକୁ ନେଇ ଯାଇଛନ୍ତି |ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |