ଦେଖନ୍ତୁ Shocking ଭିଡ଼ିଓ- : ସାପ ଧରିବା ସମୟରେ ହଠାତ୍ ଦଂଶନ କଲା ସାପ….ପୁରା ଭିଡ଼ିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ….

0 1,115

ବିଷାକ୍ତ ସାପ ହେଉ ଅବା ଅଜଗର ସବୁ ପ୍ରକାର ସାପ କୁ କାବୁ କରିବା ତାଙ୍କର ନିତିଦିନିଆ କାମ । ନିଶା ହେଉ ଅବା ପେଶା ପ୍ରତିଦିନ ସକାଳ ରୁ ରାତି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରୁ ତାଙ୍କ ନିକଟକୁ ଫୋନ ଆସେ, ଶୀଘ୍ର ଆସି ସାପ କୁ ଉଦ୍ଧାର କର ଓ ଆମକୁ ସୁରକ୍ଷିତ କର । ସେ ମଧ୍ୟ ତୁରନ୍ତ ଉକ୍ତ ସ୍ଥାନରେ ପହଞ୍ଚି ବିଷାକ୍ତ ସାପ କୁ କାବୁ କରି ପରବର୍ତ୍ତୀ ସମୟ ରେ ନିକଟସ୍ଥ ଜଙ୍ଗଲ ରେ ଛାଡି ଦିଅନ୍ତି।

ଏହାର ଚୋଟ ରେ ମଣିଷ ପ୍ରାଣ ହରାଇ ପାରେ ଏହି ସାପ ର ବିଷ ବହୁତ । ଏହି ସାପ ଟି ବେଳେ ବେଳେ ଶିକାର କରିବା ପାଇଁ ଘର ଭିତ ରେ ପଶି ଯାଏ । ଭାଇରାଲ ହେଉଥିବା ଭିଡିଓ ରେ ଏହି ସାପ ଟି ଏକ ଗୁହାଳ ଘରେ ଭିତରେ ପସି ଯାଇଛି । ଗୁହାଳ ଘରେ ଥିବା ରୁ ଘର ର ଲୋକ ମାନେ ସାପ କୁ ହୁଡାଇବା ପାଇଁ ଚେଷ୍ଟା କରିଥିଲେ ହେଲେ ସାପ ଟି ଗୁହାଳ ଘରେ ଥିବା କାଠ ଓ ଶୁଖିଲା ପତ୍ର ବସ୍ତା ଭିତ ରେ ପସି ଯାଇଥିଲା ।

ଭଉତ କଷ୍ଟରେ କାଢି ଥିଲେ । ଏହା ପରେ ଘର ଲୋକ ମାନେ ଏକ ସାପ ଧରାଳିଟି ଡକାଇ ଥିଲେ । ସାପକୁ ଖୋଜିବା ପାଇଁ ବହୁତ ସମୟ ଲାଗିଥିଲା । ସାପ ଧରାଳି ଜଣକ ଯେତେବେଳେ ନାଗ କୁ ଧରିଲେ ସେତେବେଳ ନାଗ ଟି କ୍ରୋଧ ରେ ଥିଲା । ସାପ ଧରାଳି ଙ୍କୁ ବାରମ୍ବାର ଚୋଟ ମାରିବା ପାଇଁ ଆସି ଥିଲେ ହେଲେ ସାପ ଧରାଳି କୁ ଦଂଶନ କରିପାରୁ ନ ଥିଲେ।

 

ହେଲେ ବହୁତ ସାବଧାନତା ର ସାପ ଧରାଳି ଜଣ କ ନାଗ ଟି କୁ ଉଧାର କରି ଥିଲେ ସାପଟି ବହୁତ ଗର୍ଜନ କରୁଥିଲା ଓ ସାପ ଧରାଳି ଟି ସାପ ଅତି ସାବଧାନତା ର ସହିତ ସେ ବିଷଧର ସାପ ଟି କୁ ଧରି ଥିଲେ। ଏହା ପରେ ସାପ ଧରାଳି ତାଙ୍କ ବ୍ୟାଗ୍ ରେ ପୁରେଇ ନେଇଥିଲେ ।ଓ ସମାଜ ପାଇଁ ଗୋଟିଏ ବାର୍ତ୍ତା କହିଗଲେ କହିଲେ କି ସାପ ମାନ ଙ୍କୁ କେବେ ହେଲେ ମାରନ୍ତୁ ନାହିଁ ଆପଣ ମାନଙ୍କ ର ଯେମିତି ବଞ୍ଚିବାର ଇଚ୍ଛା ଅଛି ସେମାନଙ୍କର ସେହି ପରୀ ବଞ୍ଚିବାର ଅଛି । ସୋସିଆଲ ମିଡିଆ ରେ ଭାଇରାଲ ହେଉଥିବା ଏହି ଭିଡିଓ ରେ ଲୋକ ମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି ।

ଭୁବନେଶ୍ୱର ସ୍ନେକ ହେଳ୍ପ ଲାଇନ ରୁ ଟ୍ରେନିଂ କରି ଏବେ ସେ ଜଣେ ଦକ୍ଷ ସାପ ଧରାଳି। ଗାଆଁ ଭିତରେ ଏକ ଗୋଖରା ନାଗ ସାପକୁ ଧରିବା ପରେ ବୀର ଗାଁ ଭିତରକୁ ଆଣି କଟର ରେ ସାପର ବିଷ ଦାନ୍ତ ଭାଙ୍ଗିଥିଲା । ଆଉ ଏହାର ଭିଡିଓକୁ କେହି ଜଣେ ଉତ୍ତୋଳନ କରି ଭାଇରାଲ କରି ଦେଇଥିଲା ।

Leave A Reply

Your email address will not be published.