Jyotish ଶାସ୍ତ୍ର- ଆସୁଛି ୨୦୨୩ ନୂଆବର୍ଷ ୮ଟି ରାଶିରେ ଧନର ବର୍ଷା ୪ଟି ରାଶିରେ ଦୁଃଖର ପାହାଡ଼,ଜାଣନ୍ତୁ କେଉଁ ସବୁ ରାଶି …
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମନୁଷ୍ୟ ଜୀବନ ସହିତ ୧୨ ଗୋଟି ରାଶିର ପ୍ରଭାବ ବିଶେଷ ଭାବେ ରହିଥାଏ।ସଂସାରରେ ଜନ୍ମ ନେଇଥିବା ପ୍ରତ୍ୟେକ ବ୍ୟକ୍ତି ମାନଙ୍କ ସହିତ ୧୨ ଗୋଟି ରାଶି ଜଡ଼ି ହୋଇ ରହିଥାଏ। ଆଉ ଏହି ରାଶି ମାନେ ବ୍ୟକ୍ତିର ବ୍ୟକ୍ତିତ୍ୱ ବ୍ୟବହାର ବର୍ତ୍ତମାନ ଭବିଷ୍ୟତ ଦର୍ଶାଇଥାନ୍ତି। ଅଲଗା ଅଲଗା ରାଶି ହେବା କାରଣରୁ ପ୍ରତ୍ୟେକ ମନୁଷ୍ୟର ବ୍ୟବହାର ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ପ୍ରତ୍ୟେକ ରାଶି ମାନେ କିଛି ନା କିଛି ଗ୍ରହ ମାନଙ୍କର ସଂସ୍ପର୍ଶରେ ଆସିଥାନ୍ତି। ଏହି କାରଣରୁ ଗ୍ରହ ମାନଙ୍କ ସ୍ଥିତି ରାଶି ମାନଙ୍କ ମାଧ୍ୟମରେ ମନୁଷ୍ୟ ଜୀବନ ଉପରେ ପ୍ରଭାବ ପକାଇଥାଏ। ଏଥିପାଇଁ ମନୁଷ୍ୟ ଜୀବନରେ ଉତ୍ଥାନ ପତନ ଦେଖାଯାଏ।
କୁହାଯାଏ କି ଯେତେବେଳେ ଭାଗ୍ୟ ସାଥ୍ ଦେଇଥାଏ ସେତେବେଳେ ଆମେ କିଛି ନ ଚାହିଁ ମଧ୍ୟ ବହୁତ କିଛି ମିଳିଥାଏ। ଆଉ ବେଳେବେଳେ ବହୁତ ପ୍ରୟାସ ପରେ ମଧ୍ୟ ଆମେ ଆମ ପରିଶ୍ରମ ଅନୁଯାୟୀ ଫଳ ପାଇପାରୁ ନଥାଉ।ତେବେ ଆଗାମୀ ୨୦୨୩ ନବ ବର୍ଷଟି ୧୨ ଗୋଟି ରାଶି ମାନଙ୍କ ପାଇଁ କିପରି ରହିବ ଜଣେଇବୁ। ଆଉ କେଉଁ ରାଶି ମାନଙ୍କ ପାଇଁ ଶୁଭ ସମୟ ଆସୁଛି ତାହା ମଧ୍ୟ କହିବୁ।
୧- ମେଷ ରାଶି
ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ଦେଖିବା ପାଇଁ ମିଳିବ ବହୁତ ବଡ ପରିବର୍ତ୍ତନ। ସେମାନଙ୍କର ଯେଉଁ ସବୁ ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବା ପାଇଁ ଯାଉଛି।
୨- ବୃଷ ରାଶି
୨୦୨୩ ବର୍ଷ ରେ ବୃଷ ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ରେ ମାତା ଲକ୍ଷ୍ମୀଙ୍କ କୃପାରୁ ଧନଧାନ୍ୟ ରେ ପରିପୂର୍ଣ୍ଣ ହେବା ପାଇଁ ଯାଉଛି।
୩- ମିଥୁନ ରାଶି
୨୦୨୩ ବର୍ଷଟି ଏହି ରାଶି ବ୍ୟକ୍ତି ମାନଙ୍କ ଜୀବନରେ ବିଶେଷ ଭାବରେ ଫଳପ୍ରଦ ହେବ ନାହିଁ। ସେମାନେ ବିଭିନ୍ନ ପ୍ରକାରର ଅସୁବିଧାରେ ପଡ଼ି ପାରନ୍ତି।
୪- କର୍କଟ ରାଶି
ଯଦି ଆପଣଙ୍କ କର୍କଟ ରାଶି ତେବେ ଜାଣି ରଖନ୍ତୁ କୀ ଆପଣଙ୍କ ଜୀବନରେ ସବୁ ଅସୁବିଧା ଶେଷ ହୋଇ ଶୁଭ ସମୟ ଆସିବାକୁ ଯାଉଛି। ମା ଲକ୍ଷ୍ମୀଙ୍କ ଅଶେଷ କୃପା ପ୍ରାପ୍ତ ହେବ। ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ।
୫- ସିଂହ ରାଶି
ଏହି ରାଶିର ବ୍ୟକ୍ତି ମାନେ ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟୀ ମାନେ ଆଶାଠାରୁ ଅଧିକ ଲାଭବାନ ହେବାର ଯୋଗ ବନୁଅଛି।
୬ – କନ୍ୟା ରାଶି
ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବା ପାଇଁ ଯାଉଛି।ଜୀବନସାଥୀ ର ସହଯୋଗ ପାଇ ଆଗକୁ ଯିବେ।
୭- ତୁଳା ରାଶି
ବର୍ଷ ୨୦୨୩ ଆପଣଙ୍କ ଭାଗ୍ୟରେ ଏପରି ପରିବର୍ତ୍ତନ ନେଇ ଆସୁଛି ଯାହା ଆପଣ ଚିନ୍ତା ବି କରି ନଥିବେ। ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହେବା ପାଇଁ ଯାଉଛି।
୮- ବିଛା ରାଶି
ବିଛା ରାଶିର ବ୍ୟକ୍ତି ବିଶେଷ ଆଖିଦୃଷ୍ଟିଆ ସଫଳତା ପାଇବା ପାଇଁ ଯାଉଛନ୍ତି। ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ରହିବ। ଧନ ନିବେଶ କରିବା ପାଇଁ ମନ ବଳାଇ ପାରନ୍ତି। ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖିବାକୁ ମିଳିପାରେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ।
୯- ଧନୁ ରାଶି
ନୂତନ ବର୍ଷ ଟି ଏହି ରାଶିର ଶିକ୍ଷାର୍ଥୀ ମାନଙ୍କ ପାଇଁ ମଧ୍ୟ ଶୁଭ ଅଟେ। ସ୍ୱାସ୍ଥ୍ୟ ଭଲ ରହିବ।
୧୦ -ମକର ରାଶି
ଏହି ରାଶି ପାଇଁ ନୂତନ ବର୍ଷ ଟି ଶୁଭ ନୁହେ। ଯାହା ବି ଆପଣ ଆୟ କରିବେ ତାହା ଖର୍ଚ୍ଚ ହୋଇଯିବ।
୧୧- କୁମ୍ଭ ରାଶି
ଏମାନେ ତାଙ୍କ ଜୀବନରେ ବହୁ ଉନ୍ନତୀ କରିବା ପାଇଁ ଯାଉଛନ୍ତି। ଏହା ସହିତ ସମାଜରେ ମାନ ସମ୍ମାନ ମଧ୍ୟ ବୃଦ୍ଧି ପାଇବ।
୧୨- ମୀନ ରାଶି
ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ବହୁତ ଶୁଭ ସମୟ ଆଣି ଦେଉଛି ଏମାନେ ସମୟକୁ ବ୍ୟର୍ଥ ଭାବରେ ଯିବାକୁ ଦିଏ ନାହିଁ।