ବାପାଙ୍କୁ ନେଇ ଏହି Heart Touching ” ଝିଅ ବିଦା ବେଳେ କାନ୍ଦଣା ” ଗୀତ ପ୍ରତ୍ୟେକ ଝିଅ ଙ୍କ ପାଇଁ… ଯଦି ଆପଣ ସତରେ ବାପା ଙ୍କୁ ଭଲପାଉଥିବେ ଏ ଭିଡ଼ିଓକୁ ଥରେ ନିଶ୍ଚୟ ଦେଖନ୍ତୁ ଏବଂ ସେୟାର କରନ୍ତୁ….
ସମାଜରେ ରହିଲେ ସମାଜର ସବୁ ନୀତି ନିୟମକୁ ମାନି ରହିବାକୁ ହେବ ଯାହା ଆଗରୁ ରହିଛି। ଆଉ ବିଭିନଂ ପ୍ରଥା,ପରମ୍ପରା, ଜୀବନ ଶୈଳୀ ମଧ୍ୟ ସବୁ ଠିକ ଭାବରେ କରିବାକୁ ହେବ। ତେବେ ସମସ୍ତେ ଯୌବନ ଅବସ୍ଥା ପହଂଚିବା ପରେ ବିବାହ କରି ଥାଆନ୍ତି ଯାହା ରହିଛି ନିୟମ। ଆଉ ଏବେ ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଠାରେ ବାହାଘର ପରେ କନ୍ୟା ବିଦା ସମୟରେ ଏମିତି କିଛି ଦେଖିବାକୁ ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।
ଏହିଠାରେ ସେହିପରି କିଛି ଦୃଶ୍ୟ ଯାହା ସମସ୍ତଙ୍କ ଜୀବନ ଶୈଳୀ ମଧ୍ୟରେ ଆସିଥାଏ ଯେପରି ବିବାହ ଘର। ଆଉ ଏହା ଏପରି ଏକ କାର୍ଯ୍ୟକ୍ରମ ଯାହା କୁ ଛାଡି କୌଣସି ବ୍ୟକ୍ତି ସାଂସାରିକ ହୋଇ ପାରିନାହିଁ। ଆଉ ବିଭିନ୍ନ ସମୟରେ ବିବାହ ଘରକୁ ନେଇ କିଛି ନା କିଛି ଘଟଣା ସାମ୍ନାକୁ ଆସିଥାଏ ଯାହା କିଛି ଭାଇରଲ ହୋଇଥିବାର ଦୃଶ୍ୟ ଅନେକ ସମୟରେ ନଜରକୁ ଆସିଥାଏ।
ଆଉ ବିବାହ ଘର ସମୟରେ ବିଭିନ୍ନ ଅଘଟଣ ମଧ୍ୟ ସୃଷ୍ଟି ହୋଇଥାଏ ଯେଉଁଠାରେ ଗଣ୍ଡଗୋଳ ମଧ୍ୟ ହୋଇଥାଏ ଆଉ କେଉଁଠି ବାହାଘର ଅଧାରୁ ଭାଙ୍ଗି ଯାଇଥାଏ ତ କେଉଁଠି ବେଦି ରୁ କନ୍ୟା ଓ ବର ମଧ୍ୟ ଉଠି ଥିବାର ଭିଡ଼ିଓ ଦେଖିବାକୁ ମିଳିଛି ।
ଆଉ ଏହିଠାରେ କିଛି ଅଭୂତ ଘଟଣା ନଜରକୁ ଆସିଛି ଯାହା ଆପଣ ମାନେ ଏଠାରେ ଦେଖିବାକୁ ପାଇଥିବେ। ବାହାଘର ମାନଙ୍କରେ ଦେଖା ଯାଇଥାଏ କିଛି ଜାଗାରେ ବହୁତ ଧୁମ ଧାମ ରେ ମଧ୍ୟ କରି ଥାନ୍ତି ଯାହା ସୋସିଆଲ ମିଡ଼ିଆରେ ମଧ୍ୟ ଦେଖିବାକୁ ମିଳି ଥାଏ।
ଆଉ ବିବାହ ପରେ ବର ଘର ଲୋକ ଓ କନ୍ୟା ପରିବାର ଲୋକ ସମସ୍ତେ ବନ୍ଧୁ ହୋଇ ଯାଇ ଥାଆନ୍ତି ଏବଂ ବର ଓ କନ୍ୟା ମଧ୍ୟରେ ସମ୍ପର୍କ ମଧ୍ୟ ନିବିଡ଼ ହୋଇଥାଏ। ଆଉ ବାହାଘର ପରେ ଯେତେବେଳେ କନ୍ୟା ନିଜ ଘର ଛାଡ଼ି ଶାଶୁ ଘର ଯିବାକୁ ବାହାରେ ସେତେବେଳେ ଝିଅ ର ବୋଉ ଅଧିକା କାନ୍ଦି ଥାଆନ୍ତି ଏବଂ ସେହି କନ୍ୟା ମଧ୍ୟ ନିଜ ମାଆ ଙ୍କୁ ଛାଡି ଯିବା ପାଇଁ ଇଛକରି ନଥାଏ।
କିନ୍ତୁ ଏହିଠାରେ କିଛି ଅଲଗା ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।ଆଉ ଏଠାରେ କନ୍ୟା ର ବାପା ନିଜ ଝିଅ କୁ ଧରି କାନ୍ଦୁଛନ୍ତି ଯାହା ନଜରକୁ ଆସିଛି। ଏହିଠାରେ କନ୍ୟା କାନ୍ଦିବା ସମୟରେ ବାପା ତାଙ୍କୁ ଧରି କାନ୍ଦୁଛନ୍ତି ଏବଂ ଏପଟେ ଅନ୍ୟ ମାନେ ତାଙ୍କୁ ଦେଖି ମଧ୍ୟ କାନ୍ଦି ପକାଉଛନ୍ତି।
ସେହି ସମୟରେ ଝିଅ କାନ୍ଦିବା ଗୀତ ଟିଏ ବାଜୁଛି ଯେ ସିନ୍ଦୁର କିଣି ନେଲାରେ ଝିଅକୁ ମୋର, ଛଡେଇ ନେଲା ମୋଠାରୁ ମୋ ଅଧିକାର । ବାହାଘର ନୁହେଁ ବାଲିଘର ଶାଶୁଘର ନୁହେଁ ଖେଳଘର । ତାକୁ ଶୁଣିବା ପରେ ଆପଣ ମଧ୍ୟ ଭାବ ବିହ୍ୱଳ ହୋଇ ପଡିବେ। ଆଉ ଏହି ସମୟରେ ଏପଟେ ସମସ୍ତେ କାନ୍ଦୁଛନ୍ତି ଏବଂ ଆଡ଼େ ଏମିତି ଗୀତ ବାଜୁଛି ଯାହା ବହୁତ ହୃଦୟସ୍ପର୍ଶୀ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।