ଏହି ଛୋଟ ଝିଅର ପ୍ରଥମ ଭିଡିଓ ଭାଇରାଲ ହେବାରୁ ପୁଣି Part -2 ଭିଡିଓ ମୋବାଇଲ ରୁ ମୋବାଇଲ କୁ ନିଆଁ ପରି ଭାଇରାଲ ହେବାରେ ଲାଗିଛ…
ସୋସିଆଲ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ଯାହା ସାଧାରଣ ଲୋକ ଙ୍କୁ ମଧ୍ୟ ସେଲିବ୍ରେଟି ବନେଇ ଦେଇ ଥାଏ | ଆଜି କାଲି ଟେକନୋଲୋଜି ଦୁନିଆଁ ରେ ମଧ୍ୟ ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ | ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି | କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି |
ତେବେ ଏହି ସବୁ ମଧ୍ୟରୁ ଛୋଟ ଛୋଟ ଛୋଟ ପିଲା ମାନଙ୍କର ଭିଡ଼ିଓ ନିଆଁରା ଲାଗି ଥାଏ କାରଣ ତାଙ୍କ କୁନି କୁନି ଓଠ ରେ ସେମାନେ ଯାହା ବି ଚୁଲବୁଲି କଥା କହି ଦେଇ ଥାଆନ୍ତି ତାହା ମନକୁ ଖୁବ ଖୁସି ଦେଇ ଥାଏ | ତେବେ ଆଜିକାଲି ଏହି କୁନି ପିଲା ଙ୍କର ନଖରାମି କୁ ତାଙ୍କ ମା ବାପା ମାନେ ଭିଡ଼ିଓ କରି ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଦେଇ ଥାଆନ୍ତି ଯାହାକି ବେସ ଭାଇରାଲ ହେବାରେ ଲାଗି ଥାଏ | ତେବେ ବର୍ତ୍ତମାନ ସମୟରେ ସେଭଳି ଏକ କୁନି ପିଲା ଟିଏ ଭିଡ଼ିଓ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |
ଏହି ଭିଡ଼ିଓ ଟିରେ ଦେଖିବା ପାଇଁ ମିଳିଛି କି ଏକ ଛୋଟ ଝିଅଟି ପାଠ ପଢିବା ସମୟରେ ତା ମାଆକୁ ମୁତ ଲାଗିଲାଣି ବୋଲି କହୁଛି | କିନ୍ତୁ ସେହି କୁନି ଝିଅଟିର ମାଆ ତାକୁ ମୁତି ଯିବା ପାଇଁ ମନା କରୁଛନ୍ତି, ହେଲେ ଛୋଟ ଝିଅଟି ତାର ମାଆଙ୍କ କଥା ଶୁଣୁ ନାହିଁ ଆଉ ପୁଣି ଥରେ କହୁଛି କି ହଁ ଜୋର ମୁତ ଲାଗିଲାଣି ମୁଁ ଟିକେ ମୁତିକି ଆସେ ବୋଲି କହୁଛି |
ଛୋଟ ଝିଅର ମାଆ କହୁଛନ୍ତି କି ଘଣ୍ଟାଏ ବସ ଘଣ୍ଟାଏ ହୋଇ ସାରିଲେ ଯୁଆଡେ ଯିବା ପାଇଁ କହୁଛ ଯିବ | କିନ୍ତୁ ଛୋଟ ଝିଅଟି ମୁତି ଯିବା ପାଇଁ ତାର ମାଆଙ୍କୁ ବାରମ୍ବାର କହି ଚାଲିଛି | କୁନି ଝିଅ ଟି ଦେଖିବା ପାଇଁ ଯେମିତି କ୍ୟୁଟ ତା କଥା ସେମିତି ଏଠାରେ କ୍ୟୁଟ ଲାଗୁଛି ଯାହା ସମସ୍ତ ଙ୍କୁ ବାନ୍ଧି ନେବ | ତେବେ ଏଭଳି ଏକ ମନଲୋଭା ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଆଉ ଏହାକୁ ଦେଖି ଲୋକେ ମଧ୍ୟ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ରଖିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।