Untalented Guy ଉଦିତ, ଗାଳି କରିଲେ କାନରୁ ଧୂଆଁ ବାହାରେ ! ଶୁଣନ୍ତୁ ତାଙ୍କ youtube journey ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ଆପଣ ମାନେ ସମସ୍ତେ ସୋସିଆଲ ମିଡିଆ ରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଅନେକ ଭିଡିଓ ସବୁ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରାଲ ମଧ୍ୟ ହେଉଛି । ଆଉ ୟୁଟ୍ୟୁବ ରେ ତ ଆପଣ ମାନେ ବିଭିନ୍ନ ପ୍ରକାର ର ଭିଡିଓ ଦେଖି ଥିବେ ।
ଆଉ ଅନେକ ଭିଡିଓ ବହୁତ ଭାଇରାଲ ମଧ୍ୟ ହୋଇଥାଏ । ଆଉ ଆପଣ ମାନେ ତ ସମସ୍ତେ ତ ୟୁଟ୍ୟୁବ ର ଉଣ୍ଟେଲେଣ୍ଟ ଗାୟ ଉଦିତ ଆକାଉଣ୍ଟ ବିଷୟ ରେ ଜାଣି ଥିବେ । ଆଉ ଏବେ ସେ ୟୁଟ୍ୟୁବ ରେ ଅନେକ ପ୍ରକାର ର ଭିଡିଓ ଭ୍ଲୋଗ କରୁଛନ୍ତି । ଆଉ ଲୋକ ମାନେ ଏହି ୟୁଟ୍ୟୁବର ଙ୍କୁ ବହୁତ ଭଲ ପାଆନ୍ତି ।
ଆଉ ସମସ୍ତେ ଏ ମାନଙ୍କର ଭିଡିଓ ଦେଖି ବହୁତ ଖୁସି ମଧ୍ୟ ହୋଇଥାନ୍ତି । ଆଉ ଏମାନ ଙ୍କର ଭିଡିଓ ବହୁତ ପପୁଲାର ହୋଇଥାଏ । ଆଉ ଉଦିତ ଏହି ସବୁ ଭିଡିଓ ଲୋକ ମାନଙ୍କୁ ବହୁତ ପସନ୍ଦ ଆସୁଛି । ଆଉ ଏବେ ଉଣ୍ଟେଲେଣ୍ଟ ଗାୟ ଉଦିତ ଆଉ ଆଲବମ୍ ମଧ୍ୟ କରୁଛନ୍ତି ।
ଆଉ ତାଙ୍କର ଆଲବମ୍ ସବୁ ବହୁତ ଫେମସ୍ ମଧ୍ୟ ହେଉଛି । ଆଉ ଏବେ ଉଦିତ ଉଣ୍ଟେଲେଣ୍ଟ ଗାୟ ୟୁଟ୍ୟୁବ ରେ କେତେକ ଭିଡିଓ ସେୟାର କରିଛନ୍ତି । ଆଉ ସେ ତାଙ୍କ ୟୁଟ୍ୟୁବ ଭିଡିଓ ମଧ୍ୟ ସୋସିଆଲ ମିଡିଆ ରେ ଭାଇରାଲ କରୁଛନ୍ତି । ଆଉ ସେ ଏବେ ତାଙ୍କ ନୂଆ ଆଲବମର ସୁଟିଂ ଭିଡିଓ ବନେଇ ସୋସିଆଲ ମିଡିଆ ରେ ପୋଷ୍ଟ କରିଛନ୍ତି ।
ଆଉ ତାଙ୍କର ଏଇଟା ପ୍ରଥମ ଆଲବମ୍ ବାବୁ ପ୍ରଡକ୍ସନ ମ୍ୟୁଜିକ ତରଫ ରୁ ନୂଆ ଆଲବମ୍ ଆସିବାକୁ ଯାଉଛି ତାଙ୍କର ଏହି ଆଲବମ୍ ପାଇଁ କେତେ ଟଙ୍କା ନେଇଛନ୍ତି ସେ କହିଥିଲେ କି ମୁଁ ବାବୁ ଭାଇ ଙ୍କ ଭଲ ପାଇବା ଦ୍ଵାରା ଆସିଛି ଆଉ ସେ କେତେ ଟଙ୍କା ରୋଜଗାର କରନ୍ତି । ଏହାର ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି ।
ଉଦିତ ଙ୍କ ଘର ବାଲେଶ୍ଵର ରେ ସେ ଏବେ ଭୁବେଶ୍ବର ରେ ରହୁଛନ୍ତି ତାଙ୍କ ଉଣ୍ଟେଲେଣ୍ଟ ଗାୟ ଉଦିତ ରେ ବହୁତ ଗାଳି ଗୁଲଜ କରିଥାନ୍ତି ।ଆଉ ସେ କହିଥିଲେ କି ” ଆଜି କାଲି କେହି ଭଦ୍ର ନାହାନ୍ତି ସମସ୍ତେ ଶୋଧୁ ଛନ୍ତି କିଏ ଶୋଧୁ ନାହାନ୍ତି କିଏ ତାଙ୍କ ସାଙ୍ଗ ମାନ ଙ୍କୁ ସୋଧୁ ଥିବ ତ ଆଉ କିଏ କାହାକୁ ଷୋଧୁ ଥିବା ।ମୋର ଏହି ଶୋଧୁବା ଯଦି ଲୋକ ଙ୍କ ମୁହଁ ରେ ହସ ଉଣ୍ଟେଲେଣ୍ଟ ଗାୟ ଉଦିତ ନିଦା ଉଛି ତ ସେଇଟା ମୋ ପାଇ ଆଶୀର୍ବାଦ।
ତେବେ ତାଙ୍କର ଏହି ଭିଡିଓ ଟି ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ଉଣ୍ଟେଲେଣ୍ଟ ଗାୟ ଉଦିତ ରେ ବେଶ୍ ଭାଇରାଲ ହେଉଅଛି ଏବଂ ତାଙ୍କର ଏହି ଭିଡ଼ିଓ ଟି କୁ ଦେଖିବା ପରେ ଅନେକ ଲୋକ ମାନେ ତାଙ୍କର ପ୍ରଶଂସା କରୁଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଓଡ଼ିଆ ଆଲବମ ଜଗତ ରେ ଏକ ସଫଳତମ ଯୋଡ଼ି ଭାବରେ ପରିଚିତ ହେଉଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।