OMG ! ଏମିତି ହିମ୍ମତ ବାଲା ଛୁଆ ଜୀବନର କେବେ ଦେଖି ନଥିବେ… ଖତରନାକ ମାଙ୍କଡ଼ ( Langoors ) ସହ କଲା ଏମିତି…ମାତ୍ର ୪ ଘଣ୍ଟାରେ 5 milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….

0 3,429

ବନ୍ଧୁଗଣ ଆପଣ ଅନେକ ଭାଇରାଲ ଭିଡିଓ ସୋସିଆଲ ମିଡିଆରେ ସମୟକ୍ରମେ ଦେଖିବାକୁ ପାଉଥିବେ। ତା ଭିତରୁ କିଛି ଏମିତି ଭିଡିଓ ରହିଥାଏ ଯାହାକୁ ଦେଖି ଆମେ ବହୁତ୍ ଖୁସି ହୋଇଥାଉ ଏବଂ ତାହା ବେଶ୍ ସେୟାର ହେବାରେ ଲାଗିଥାଏ।

ଆପଣ କୁନି ପିଲା ମାନଙ୍କର ଅନେକ ଭିଡିଓ ସମୟକ୍ରମେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। କିଛି ଭିଡିଓ ଏମିତି ରହିଥାଏ ଯାହାକୁ ଦେଖିଲେ ଆମେ ଏତେ ଖୁସି ହୋଇଯାଉ ଯେ ଆମର ଖୁସିର ସୀମା ରହି ନଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ। କାରଣ ଏହା ଏହା ଏକ ଭିନ୍ନ ଧରଣର ଖୁସି ଦେଇଥାଏ।

ତେବେ ଆପଣ ତ ଛୋଟ ପିଲା ମାନଙ୍କର ଅନେକ କିଛି ଭିଡିଓ ଦେଖିଥିବେ। ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ।

କାରଣ ଛୋଟ ଛୋଟ ପିଲା ମାନଙ୍କର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ବି ଭରି ରହିଥାଏ। ସେମାନଙ୍କ ଯେକୌଣସି ଭିଡିଓ ହେଉ, ସେଥିରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ। ତେଣୁ ଛୋଟ ପିଲା ମାନଙ୍କର ଏମିତି ସବୁ ଭିଡିଓ ଦେଖିବା ପାଇଁ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ।

 ତେବେ ଆପଣ ଏହା ଦେଖିଥିବେ ଯେ କୁନି ପିଲା ମାନଙ୍କର ପ୍ରତିଟି କାର୍ଯ୍ୟକଳାପ ବେଶ୍ ମନଛୁଆଁ ହୋଇଥାଏ।ଏହାକୁ କିଛି ସମୟ ଦେଖିବାକୁ ଇଚ୍ଛା ହୁଏ।ଅନେକ ଜଣ ସେମାନଙ୍କ ଏପରି ଭିଡିଓ କୁ ଦେଖି ବହୁତ୍ ମଜା ନିଅନ୍ତି ଏବଂ ଚାହିଁ ରହି ଯାଆନ୍ତି।ସେମାନଙ୍କ ଯାହାବି କିଛି କାର୍ଯ୍ଯ ହେଉ ତାହା ବେଶ୍ ସୁନ୍ଦର୍ ଲାଗିଥାଏ।

ସେହିପରି କୁନି ପିଲା ମାନଙ୍କର ଏକ ଭିନ୍ନ କାର୍ଯ୍ୟ କଳାପ ର ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁ ଭିଡିଓରେ ଦେଖିବାକୁ ମିଳିଛି ଯେ ପିଲାମାନେ କିପରି ମାଙ୍କଡ଼ ସହ ଲାଗୁଛନ୍ତି। ସାହସର ସହିତ ସେମାନେ ମାଙ୍କଡକୁ ଛୁଇଁ ଦୌଡ଼ି ପଲାଉ ଛନ୍ତି।ଆଉ ମାଙ୍କଡ଼ ମଧ୍ୟ ସେହି ପିଲା ମାନଂକର କିଛି କ୍ଷତି କରୁନାହିଁ।

ସେମାନଙ୍କ ଭିତରେ ଏକ ସୁ ସମ୍ପର୍କ ରହିଥିବା ଏହି ଭିଡିଓ ରୁ ଯାହା ଦେଖିବାକୁ ମିଳୁଛି।ଏତେ କୁନି ପିଲା କିପରି ଭାବରେ ମାଙ୍କଡ଼ ସହ ଖେଳିବା, ତାକୁ ଛୁଇଁବାର ସାହାସ କରି ପାରୁଛନ୍ତି ତାହା ଦେଖି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ।

କିନ୍ତୁ ଏହା ହେଉଛି ପଶୁ ଆଉ ମଣିଷ ଭିତରେ ଥିବା ସ୍ନେହ ମମତା ଓ ଭଲ ପାଇବା।ଏହି ଭିଡିଓ ବାସ୍ତବ ରୂପେ ଏକ ସୁନ୍ଦର୍ ବାର୍ତ୍ତା ପ୍ରଦାନ କରୁଛି ଯେ ମଣିଷ ଓ ପଶୁ ଭିତରେ ସୁସଂପର୍କ ସ୍ଥାପନ କରିବା ସମ୍ଭବ ଯଦି ଆମେ ସେମାନଙ୍କ ପ୍ରତି ସେହିପରି ଉଦାର ଏବଂ ସ୍ନେହି ବ୍ୟବହାର ପ୍ରଦର୍ଶନ କରୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ

Leave A Reply

Your email address will not be published.