New Twist – Instagram ରୁ ଭଲପାଇଲା ମୋ ସହ ଶୋଇଲା ମଜାନେଲା ଆଉ ପ୍ରଗନାଣ୍ଟ କରି ଛାଡିଦେଲା ଏମିତି କହିଲେ ସ୍ତ୍ରୀ ….ଦେଖନ୍ତୁ viral ଭିଡ଼ିଓ ଟିକୁ….

0 164

ସୋସିଆଲ ମିଡ଼ିଆ ରେ ଆରମ୍ଭ ହେଇଥିଲା ଭଲ ପାଇବା। ପ୍ରଥମ ମେସେଜ,ତାପରେ କଥାବାର୍ତ୍ତା ଓ ଗଢ଼ି ଉଠିଲା ପ୍ରେମ ସମ୍ପର୍କ ତାପରେ ବିବାହ ଏହା ପରେ ଗର୍ଭବତୀ । ଇନଷ୍ଟାଗ୍ରାମ୍‌ ରେ ପ୍ରେମ କରିଲେ ପରେ ବିବାହ କଲେ ଜଣେ ମହିଳା ଙ୍କୁ ପ୍ରେମ ବିଵାହ କରିଥିଲେ,

ହେଲେ ଏ ବିଷୟ ରେ କାହାକୁ କହି ନ ଥିଲେ। କିନ୍ତୁ ଇନଷ୍ଟାଗ୍ରାମ୍‌ ରେ ରିଲ୍ସ କଲେ ସେମାନେ ବହୁତ ରିଲ୍ସ୍ ମଧ୍ୟ କରିଥିଲେ । ଇନଷ୍ଟାଗ୍ରାମ ରେ ପ୍ରେମ ଆଲିଙ୍ଗନ ର ରିଲସ ପୋଷ୍ଟ କରି ଫସିଲେ ସ୍ୱାମୀ। ରିଲସ ଦେଖିବା ପରେ ଜଣାପଡିଲା ସ୍ୱାମୀର ହେଲେ ଫେରାର । ଗୋଟିଏ ପଟେ ସ୍ତ୍ରୀ ୫ ମାସ ଗର୍ଭବତୀ ହୋଇ ବାପ ଘରେ ଥିବା ବେଳେ ପ୍ରେମ ବିବାହ କରିଥିଲେ।

 ଇନଷ୍ଟାଗ୍ରାମ ରେ ପ୍ରେମ ହେଲା ଦୁହେଁ ମିଶି ଅନେକ ରିଲ୍ସ କଲେ ।ଆଉ ପାଗଳ ପରି ଭଲ ପାଉଥିଲେ ସୌମ୍ୟ ମଥାରେ ସିନ୍ଦୁର ଦେଲେ ଆଉ ଏବେ ମୁଁ ୫ ମାସ ର ଗର୍ଭବତୀ କିନ୍ତୁ ଏବେ ସ୍ବାମୀ ମୋର ହଜିଗଲା ଏହି କଥା କହିଲେ ସ୍ତ୍ରୀ ଗାୟତ୍ରୀ ।ସାତ ଜନ୍ମ କୁ ସାକ୍ଷୀ ରଖି ବୈଦିକ ରୀତି ନୀତି ରେ ହାତ ଧରିଥିଲେ ଇଶ୍ୱରପୁର ଗ୍ରାମର ଅନିଲ ଦାସ। ହେଲେ ଏହି ସମ୍ପର୍କ ସାତଜନ୍ମ ତ ଦୂରର କଥା କିଛି ମାସ ମଧ୍ୟରେ ସମ୍ପର୍କରେ ଫାଟ ପଡିଗଲା।

ପ୍ରଥମେ ଇନଷ୍ଟାଗ୍ରାମ ରେ ସେମାନେ ବନ୍ଧୁ ହେଲେ ଏହା ପରେ ସେମାନେ କଥା କହିଲେ ତାପରେ ସେମାନେ ଦେଖା କଲେ ଓ ଭଲ ପାଇବା ଆରମ୍ଭ ହେଲା । ଏହା ପରେ ଉଭୟ ଙ୍କ ଘରେ କଥା ବାର୍ତ୍ତା ହୋଇ ବିବାହ କରିଲେ । ସେମାନେ ପ୍ରଥମେ ମନ୍ଦିର ରେ ବିବାହ କରି ସାରିଲା ପରେ କୋର୍ଟ ମ୍ୟାରେଜ୍ କରିଥିଲେ ଏହା ପରେ ବୈଦିକ ରୀତି ନୀତି ରେ ବିବାହ କରିଥିଲେ।

ରିପ୍ସେଶନ ମଧ୍ୟ ହୋଇଥିଲା ତାଙ୍କ ବନ୍ଧୁ ବାନ୍ଧବ ମାନେ ଆସିଥିଲେ ଓ ମୋର ବି ବନ୍ଧୁ ବାନ୍ଧବ ମାନେ ଆସିଥିଲେ। ଝିଅ ଟିର ନାମ ହେଲା ଗାୟତ୍ରୀ ସାମଲ ଓ ସ୍ବାମୀ ଙ୍କ ନାମ ହେଉଛି ସୌମ୍ୟ ସାମଲ । ସୌମ୍ୟ ଙ୍କ ଘର ପୁରୀ ଅଞ୍ଚଳ ରେ ହୋଇଥିବା ବେଳେ ଗାୟତ୍ରୀ ଓ ସୌମ୍ୟ ଭୁବନେଶ୍ବର ଏକ ଘର ଭଡ଼ା ନେଇ ରହିଥିଲେ ।ଏହା ପରେ ସେମାନେ ଦୁହେଁ ଏକାଠି ରହିଥିଲେ ତାପରେ ସେମାନେ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲା ।

ଏବେ ଗାୟତ୍ରୀ ୫ମାସ ର ଗର୍ଭବତୀ ମଥାରେ ସିନ୍ଦୁର ଦେଇ ସୌମ୍ୟ କହୁଥିଲା ସାତ ଜନ୍ମ ରୁ ସାଥି କରିଥିଲେ ବୋଲି ହେଲେ କିନ୍ତୁ ସେ ଅଧା ବାଟରେ ଛାଡି ଦେଲେ । ସେଇ ପ୍ରତିଶ୍ରୁତି ଦେଇ ଗାୟତ୍ରୀ ଙ୍କ ଆଖିରୁ ଛଳ ଛଳ ହୋଇ ଲୁହ ବାହାରି ଯାଉଛି । ଗାୟତ୍ରୀ ତାଙ୍କ ସ୍ଵାମୀ ଙ୍କୁ ବହୁତ୍ ଖୋଜି କରି ଶେଷରେ ସେ ପୋଲିସ୍ ଥାନା ରେ ଅଭିଯୋଗ କରିଥିଲେ ହେଲେ ପୋଲିସ କିଛି ପଦକ୍ଷେପ ନେଇନାହାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.