ଯାତ୍ରା stage ରେ ଗାଇଲେ ଝୁଲ ରେ ନିତାଇ ଝୁଲ ନିବେଦିତା। ମାତ୍ର ୪ ଘଣ୍ଟାରେ 245k ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ…..
ବର୍ତ୍ତମାନ ର ସବୁ ଠାରୁ ଭଲ ଭଜନ ଗୀତ ହେଉଛି , ଝୁଲ ରେ ନିତାଇ ଝୁଲ । ଏହି ଗୀତ ଟି ପ୍ରାୟ ଓଡ଼ିଆ ଇଣ୍ଡଷ୍ଟ୍ରି ର ସବୁ ସିଙ୍ଗର ମାନେ ଗୀତ ଗାଇ ସାରି ଲେଣି । ଏହି ଗୀତ କୁ ମଧ୍ୟ କମେଡି କିଙ୍ଗ ପପୁ ପମ ପମ ମଧ୍ୟ ଗାଈ ଛନ୍ତି । ପାଖା ପାଖି ଏହି ଗୀତ ଦୁଇ ମାସ ଧରି ଚର୍ଚା ରେ ଚାଲିଛି ।
ଏହି ଗୀତ ଟି ଜଣେ ଲୋକ ନାଟକ ରେ ଗାଉ ଥିଲେ । ସେ ଏହି ଗୀତ ଟିକୁ ନିଜେ ଲେଖି ନିଜ ଶୈଳୀ ରେ ଏହି ଗୀତ ଟିକୁ ଅତି ସୁନ୍ଦର ଭାବରେ ପରିବେଷଣ କରୁ ଥିଲେ । ତେବେ ଏହି ଗୀତ ଟି ସମସ୍ତଙ୍କୁ ବହୁତ ଭଲ ଲାଗିବା ରୁ ବଡ଼ ବଡ଼ କଳାକାର ମାନେ ଏହି ଗୀତ ଟିକୁ ଗାଈ ଛନ୍ତି ।
ନମିତା ଅଗ୍ରବାଲ ଓ ଅସୀମା ପଣ୍ଡା , ପପୁ , ମନଟୁ ସୁରିଆ , ଇତ୍ୟାଦି ସିଙ୍ଗର ମାନେ ଏହି ଗୀତ ଟିକୁ ଗାଈ ଛନ୍ତି । ଆପଣ ମାନେ ମଧ୍ୟ ଏହି ଗୀତ ଟିକୁ ରାତି ରେ ସୁଇବା ପୂର୍ବ ରୁ ଥରେ ଶୁଣି ନିଅନ୍ତୁ , ଦେଖିବେ କେତେ ସୁନ୍ଦର ନିଦ ଆସି ଯିବ । ତେବେ ଆସନ୍ତୁ ଗୀତ ଟିକୁ ଶୁଣିବା ।
” ଝୁଲ ରେ ନିତାଇ ଝୁଲ , ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ”
ଝୁଲି ଝୁଲି ଆସି ନଦୀଆ ଦାଣ୍ଡରେ , ଝୁଲି ଝୁଲି ଆସି ନଦୀଆ ଦାଣ୍ଡରେ ……… ହୋଇଛି ସେ ଗୁଲୁ ଗୁଲୁ , ଗୋରା ଚାନ୍ଦ ମୋର … ହୋଇଛି ସେ ଗୁଲୁ ଗୁଲୁ ।
ତେବେ ଏହି ଗୀତ ଏବେ ଯାତ୍ରା ଜଗତ ରେ ମଧ୍ୟ ଯାତ୍ରା ସିଙ୍ଗର ମାନେ ଗାଈ ଲେଣି । ଇନ୍ଦ୍ର ଭୁବନ ଯାତ୍ରା ର ସିଙ୍ଗର ନିବେଦିତା ବର୍ତ୍ତମାନ ଏହି ଗୀତ ଯାତ୍ରା ରେ ଗାଈ ବହୁତ ଚର୍ଚା ରେ ଅଛନ୍ତି । ସେ ଏହି ଗୀତ ଟିକୁ ଏତେ ଭାବରେ ଗାଈ ଥିଲେ । ଲୋକ ମାନେ ଏହି ଗୀତ ଟିକୁ ତାଙ୍କ ମୁଖ ରୁ ଶୁଣି ଆଖିରୁ ଲୁହ ଝରାଇ ଦେଇ ଥିଲେ । କେଇ ସମୟ ପାଇଁ ଲୋକ ମାନେ ସମ୍ପୂର୍ଣ ଭଗବାନ ଙ୍କ ପାଖକୁ ଚାଲି ଯାଇ ଥିଲେ ।
ଆପଣ ମାନେ ମଧ୍ୟ ଏହି ଗୀତ ଟିକୁ ଶୁଣନ୍ତୁ , ଆପଣ ମାନଙ୍କ ଆଖିରେ ମଧ୍ୟ ଲୁହ ଆସି ଯିବ । ନିବେଦିତା ଜଣେ ଭଲ ସିଙ୍ଗର ଅଟନ୍ତି । ଯାତ୍ରା ଜଗତର ସେ ଏକ ଅନ୍ୟତମ ସିଙ୍ଗର ଅଟନ୍ତି । ତାଙ୍କ ପରେ ପରେ ଲାଗୁନି ଯାତ୍ରା ଜଗତକୁ କେହି ଭଲ ସିଙ୍ଗର ପାଦ ଦେବେ ।
କେହି କେହି ସିଙ୍ଗର ଏହି ଗୀତ କୁ ଅଲଗା ଢାଞ୍ଚା ରେ ଗାଈ ଛନ୍ତି । ଯେମିତି କି… ଝୁଲ ରେ କାଉଡ଼ି ଵାଲା ଝୁଲ ତୁ କାଉଡ଼ି କନ୍ଧେଇ ଝୁଲ । ତେବେ ଆପଣ ମାନେ ଷ୍ଟୁଡିଓ ରେ ଗୀତ ଟୀକୁ ଶୁଣି ଛନ୍ତି , ଥରେ ଯାତ୍ରା ରେ ଶୁଣନ୍ତୁ ଆଖିରୁ ଲୁହ ଆସି ଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।