New twist – ଭଉଣୀ ବାହାଘରକୁ ଡାକି ସେଇ ବେଦୀରେ ମୋତେ ବାହା ହେଲା..ଶାରୀରିକ ସମ୍ପର୍କ ରଖି ସେଇ ଭିଡିଓକୁ ଭାଇରାଲ କରୁଛି ମୋ ସ୍ତ୍ରୀଦେଖନ୍ତୁ viral ଭିଡ଼ିଓ ଟିକୁ….

0 66

ଲଭ୍ ସେକ୍ସ ଏବଂ ଧୋକା କୁ ନେଇ ପ୍ରତିଦିନ ଆମ ସମାଜ ରେ ବିଭିନ୍ନ ଖବର ପ୍ରକାଶ ପାଇବା ରେ ଲାଗିଛି। ପ୍ରତିଦିନ ଏହିଭଳି ଖବର ସୋସିଆଲ ମିଡିଆ ଟିଭି ଖବର କାଗଜ ରେ ହେଡ୍ ଲାଇନ୍ ଲାଇନ୍ ହୋଇ ବାହାରୁଛି। ଆପଣ ପ୍ରତିଦିନ ଏହି ଭଳି ଖବର ସଂସ୍ପର୍ଶ ରେ ଆସୁଥିବେ।

ବର୍ତ୍ତମାନ ସମୟରେ ମଧ୍ୟ ସେହିଭଳି ଏକ ଖବର ସାମ୍ନା କୁ ଆସିଛି। ଯେଉଁଥି ପାଇଁ ସ୍ବାମୀ ଆଣୁଛନ୍ତି ସଙ୍ଗିନ ଅଭିଯୋଗ। ଜୋର୍ ଜବରଦସ୍ତି ବାହାଘର କଲା ପରେ ଛାଡ଼ପତ୍ର ନବ ବୋଲି ବ୍ଲାକମେଲ କରୁଛନ୍ତି । ତେବେ ଆସନ୍ତୁ କଣ ରହିଛି ଘଟଣା ତା ସମ୍ପର୍କ ରେ ଜାଣନ୍ତି।

 ହାଇଦ୍ରାବାଦ ରେ କର୍ମଦୟ ଜଳଦ ଅଞ୍ଚଳ ମିଥୁନ ରାଉତ ନାମକ ଯୁବକ ହୋଟେଲ କରି ନିଜର ବ୍ୟବସାୟ ଚଳାଇ ଆସିଥିଲେ । ୨୦୨୦ ମସିହାରେ ଭଦ୍ରକ ଅଞ୍ଚଳ ର ନଳାଙ୍ଗ ଗ୍ରାମର ଯୁବତୀ ପ୍ରମିଳା ସାହୁ ଘରୁ ପଳାଇଯାଇ ହାଇଦ୍ରାବାଦ ରେ ହୋଟେଲ ରେ ସେହି ଯୁବକ ଙ୍କ ପାଖରେ ପହଞ୍ଚିଥିଲେ ଏବଂ ତାଙ୍କୁ କାମରେ ଲଗାଇବା ପାଇଁ ଗୁହାରୀ କରିଥିଲେ ମିଥୁନ ଏହି ବାବଦରେ ଯୁବତୀଙ୍କ ପରିବାର ଲୋକ ଙ୍କ ସହିତ କଥା ବାର୍ତ୍ତା ହୋଇ କାମ ରେ ମଧ୍ୟ ରଖିଥିଲେ ପ୍ରାୟ ୨ ବର୍ଷ କାମ କରି ମିଥୁନ ଙ୍କ ବିଶ୍ୱସ୍ତ ଭାଜନ କରିପାରିଥିଲେ ଯୁବତୀ ଜଣକ ।

ଦିନେ ହଠାତ୍ ପ୍ରମିଳା ଙ୍କ ବଡ଼ ଭଉଣୀ ଙ୍କ ବାହାଘର ପାଇଁ ୫ ଲକ୍ଷ ଟଙ୍କା ଦରକାର ନେଇ ତାଙ୍କ ପରିବାର ଲୋକ ମିଥୁନ ଙ୍କ ସହିତ କଥା କହିଥିଲେ ଏବଂ ପ୍ରମିଳା କାମ କରି ପଇସା ସୁଜି ଦେବେ ବୋଲି ଏକ ଏଗରିମେଣ୍ଟ ହୋଇଥିଲା ।ପରେ ଏଗରିମେଣ୍ଟ ମୁତାବକ ମିଥୁନ ୫ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ ଓ ମିଥୁନ କୁ ବଡ଼ ଭଉଣୀ ଙ୍କ ବାହା ଘରରେ ଆମନ୍ତ୍ରଣ କରିଥିଲେ ।


ତେବେ ବିବାହ ଦିନ ମିଥୁନ ରାଉତ୍ ଭଦ୍ରକ ରେ ପହଞ୍ଚିଥିଲେ ସେଠାରେ ପହଞ୍ଚିଲା ବେଳକୁ ବଡ଼ ଭଉଣୀ ସହିତ ସାନ ଭଉଣୀ ମଧ୍ୟ ବିବାହ ବେଶରେ ବସିଥିଲେ ମିଥୁନ ଏ ବାବଦରେ ପ୍ରମିଳା କୁ ପଚାରିବାରୁ ମିଥୁନ ଙ୍କ ସହିତ ପ୍ରମିଳା ବିବାହ କରିବାକୁ କହିଥିଲେ ହେଲେ ମିଥୁନ ମନା କରିବାରୁ ପରିବାର ଲୋକ ଜୋର୍ ଜବରଦସ୍ତି ବିବାହ କରିବା ସହିତ କୋର୍ଟ ପେପର ରେ ଦସ୍ତକତ କରାଇ ନେଉଥିଲେ ।

ବାହା ଘର ସରିଲା ପରେ ମିଥୁନ ଓ ପ୍ରମିଳା ଦୁହେଁ ମିଶି ହାଇଦ୍ରାବାଦ ରେ ମିଶିକି ରହୁଥିଲେ । କିଛି ଦିନ ବିତିଲା ପରେ ମହିଳା ଜଣଙ୍କ ହାଇଦ୍ରାବାଦ ରୁ ଭଦ୍ରକ ପଳି ଆସିଥିଲେ ତାପରେ ସେ ୫ ଲକ୍ଷ୍ ଟଙ୍କା ଦେବେ ନି ବୋଲି ମନା କରିଦେବା ସହିତ ଅଧିକ ଅର୍ଥ ଦେଇ ଛାଡ଼ପତ୍ର ଦେବା ଯୋଗେ ଫୋନ୍ ମାଧ୍ୟମରେ ମିଥୁନ କୁ କହିଥିଲେ ।

ମିଥୁନ ରାଜି ନ ହେବାରୁ ପ୍ରମିଳା ଉଭୟ ଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ କୁ ଭାଇରାଲ କରିବେ ବୋଲି ପ୍ରମିଳା ଧମକ ଦେଇଥିଲେ ।ଏଗରିମେଣ୍ଟ ଅନୁସାରେ ସେମାନେ ୬ ଟି କିସ୍ତି କରିଥିଲେ କିନ୍ତୁ ସେମାନେ ମିଥୁନ ଫୋନ୍ କରିବାରୁ ସେମାନେ ଫୋନ୍ ଉଥେଇଁ ନ ଥିଲେ ।ଓ ମିଥୁନ ନାମରେ ମିଛ ଅଭିଯୋଗ କରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.