Pregnancy Tips – ମହିଳା ମାନଙ୍କ ଠାରେ ଏହି ସବୁ ଲକ୍ଷଣ ଥିଲେ କରନ୍ତୁ ସହବାସ ନିଶ୍ଚୟ ପିଲା ଜନ୍ମ ହେବ,ଜାଣନ୍ତୁ କଣ ସବୁ ଲକ୍ଷଣ ଗୁଡିକ….
ଆପଣ ପ୍ରେଗନେନ୍ସି ପାଇଁ ଚେଷ୍ଟା କରୁଛନ୍ତି ତେବେ ପିରିଅଡର ହେବାର କେତେଦିନ ଭିତରେ ସମ୍ପର୍କ ରଖିଲେ ଶୀଘ୍ର ପ୍ରେଗନେନ୍ଟ ହୋଇପାରିବେ। ଏହା ବ୍ୟତିତ ଏଥିରେ ଆପଣ ଜାଣି ପାରିବେ ଯେ ପ୍ରେଗନେନ୍ସି ପାଇଁ ପ୍ଲାନିଂ କରିବା ପୁର୍ବରୁ ଆପଣ ନିଜ ଶରୀରକୁ କେମିତି ପ୍ରେଗନେନ୍ସି ପାଇଁ ରେଡି କରିପାରିବେ।
ସାଧାରଣତଃ ପ୍ରତ୍ୟକ ମହିଳାଙ୍କ ମାସିକ ଋତୁ ଚକ୍ର ଭିତରେ ଗୋଟେ ଫାଟାଇଲ ପିରିୟଡ଼ ରହିଥାଏ ଏହି ଫାଟାଇଲ ସମୟ ଆପଣଙ୍କ ପିରିୟଡ଼ ସାଇଟରେ ବା ଋତୁ ଚକ୍ର ମଧ୍ୟରେ ଆସିଥାଏ। ଯଦି ଆପଣ ଏହି ସମୟରେ ସମ୍ପର୍କ ରଖିବେ ତେବେ ପ୍ରେଗନେନ୍ସି ରହିବାର ଚାନାସ ବହୁତ ଅଧିକ ରହିଥାଏ।
ଏହି ଫାଟାଇଲ ପିରିୟଡ଼ ପୁର୍ବରୁ କିମ୍ବା ପରେ ସମ୍ପର୍କ ରଖିଲେ ପ୍ରେଗନେନ୍ସି ରହିନଥାଏ। ପ୍ରତ୍ୟକ ମାସିକ ଧର୍ମ ବା ପିରିୟଡ଼ ସମ୍ପର୍କରେ ମହିଳାଙ୍କ ଓଭାରେ ବା ଅଣ୍ଡା ଶୟରୁ ଗୋଟେ ଅଣ୍ଡା ବାହାରି ଥାଏ। ଏହି ଅଣ୍ଡା ବାହାରିବାର ଦୁଇ ଦିନ ପୁର୍ବରୁ କିମ୍ବା ଅଣ୍ଡା ବାହାରିବା ସମୟରେ ଯଦି ସମ୍ପର୍କ ରଖାଯାଏ ତେବେ ପ୍ରେଗନେନ୍ଟ ହେବାର ସମ୍ଭାବନା ହୋଇଥାଏ।
ଏହି ସମୟକୁ ଫାଟାଇଲ ପିରିୟଡ଼ ବୋଲି କୁହାଯାଏ। ଏହି ଅଣ୍ଡା ବାହାରିବା ପ୍ରକ୍ରିୟାକୁ ଓଭିନେସଲ ବୋଲି କୁହାଯାଏ। ନିଜର ଫାଟାଇଲ ପିରିୟଡ଼ସ କେମିତି ଜାଣିବେ ଯଦି ଆପଣଙ୍କ ପିରିୟଡ଼ ରେଗୁଲାର ହେଉଥାଏ ଅର୍ଥାତ ୨୮ ରୁ ୩୦ ଦିନର ବ୍ୟବଧାନରେ ହେଉଥାଏ ତେବେ ଆପଣଙ୍କ ଓଭିନେସାଲ ବା ଅଣ୍ଡା ବାହାରିବାର ସମୟ ପିରିୟଡ଼ର ଅଧା ସମୟ ଅର୍ଥାତ ୧୪ ରୁ ୧୫ ଦିନ ଭିତରେ ଆସିଥାଏ।
ଯେଉଁଦିନ ପିରିୟଡ଼ ଆରମ୍ଭ ହୁଏ ସେହି ଦିନକୁ କ୍ୟାଲେଣ୍ଡାରରେ ମାର୍କ କରନ୍ତୁ। ସେହି ଦିନକୁ ସାଇକଲର ପ୍ରଥମ ଦିନ ଧରାଯାଇଥାଏ। ଯଦି ଆପଣଙ୍କ ପିରିୟଡ଼ ୨୮ ଦିନ ବ୍ୟବଧାନରେ ହେଉଥାଏ ତେବେ ଆପଣ ସମ୍ପର୍କ ରଖିବାକୁ ଚେଷ୍ଟା ରଖିବେ ଏହି ସମୟରେ ପ୍ରେଗନେନ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଆଉ ମନେ ରଖିବେ କି ଏହି ସମୟରେ ଆପଣ ଦିନେ ଛାଡ଼ି ଦିନେ ସମ୍ପର୍କ ରଖିବେ। ଏହା ଦ୍ବାରା ପ୍ରେଗନେନ୍ଟ ହେବାର ସମ୍ଭାବନା ଯଥେଷ୍ଟ ରହିଥାଏ।
ଓଭିନେସାଲ ହେବାର ଲକ୍ଷଣ। ଓଭିନେସାଲ ଅର୍ଥାତ ଡ଼ୀମ୍ଵ ବାହାରିବା ସମୟରେ ଶରୀରରେ କିଛି ପରିବର୍ତନ ମଧ୍ୟ ମିଳିଥାଏ ଯାହା ଦ୍ବାରା ଆପଣ ସମ୍ପର୍କ ରଖିବାର ସଠିକ ସମୟ ମଧ୍ୟ ଜାଣିପାରିବେ। ଯେତେବେଳେ ଓଭିନେସାଲ ସମୟ ପାଖେଇ ଆସୁଥିବ ବା ଓପିନେସଲ ହୋଇଥିବ ସେତେବେଳେ ଯେଉଁ ଡିସଚାର୍ଜ ବାହାରିଥାଏ ତାହା କ୍ଲିୟର, ସ୍ଲୀପାରି ଏବଂ ସ୍ଟ୍ରେଜି ଟାଇପର ହୋଇଯାଇଥାଏ। ଓଭିନେସନ ପରେ ଶରୀରରେ ତାପମାତ୍ରାରେ ସାମାନ୍ୟ ପରିଲଖିତ ହୋଇଥାଏ।
ଆପଣ ଯଦି ଥର୍ମମିଟରରେ ଟେମ୍ପରଚର ମାପିବେ ଏହା ନର୍ମାଲ ଠାରୁ ଅଧିକ ରହିଥାଏ। ଏଥିରୁ ମଧ୍ୟ ଆପଣ ଜାଣିପାରିବେ ଯେ ଓଭିନେସଲ ହୋଇଛି ବୋଲି। ଏବଂ ଆପଣ ଏହି ସମୟରେ ସମ୍ପର୍କ ରଖି ପାରିବେ। ଏହା ବ୍ୟତିତ ମେଡିସିନ ଷ୍ଟୋରରେ ମଧ୍ୟ ଓଭିନେସଲ କିକ ମଧ୍ୟ ମିଳୁଛି।
ଏହା ଦ୍ବାରା ଜାଣିପାରିବେ ଯେ କେଉଁ ଦିନ ଆପଣଙ୍କ ଓଭିନେସଲ ହେଉଛି। ଆଜିକାଲି ଅଧିକାଂଶ ମହିଳାଙ୍କ ଠାରେ ପୋଲିକଏସିଟ ଅଭାରି ସିଡ଼ମ ବା olsର ସମସ୍ୟା ରହୁଛି। ଶରୀରର ହର୍ମମନର ଇନବାଲାନ୍ସ ହେଲେ ପିସି ols ହୋଇଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।