ଦେଖନ୍ତୁ viralଭିଡିଓ -ବିବାହ ପରେ ଶାଶୂଘରେ ସ୍ବାମୀଙ୍କ ସହ ପ୍ରେରଣାଙ୍କ ପ୍ରେମ ଆଉ ଭଲପାଇବା…ଦେଖନ୍ତୁ ଏହି bestସିନ୍

0 124

ତେବେ ଓଡ଼ିଆ ଜଗତ ର କଳାକାର ଅଶ୍ୱିନୀ ଓ ପ୍ରେରଣା ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ ଯିଏ କି ସୁନ୍ଦର ଯୋଡ଼ି ଭାବରେ ବେସ ପରିଚିତ ଏବଂ ଏହି ଯୋଡ଼ି ଙ୍କୁ ଅନେକ ଦର୍ଶକ ଭଲ ପାଇବା ମଧ୍ୟ ଦେଇ ଥାଆନ୍ତି | ଉଭୟ ଅନେକ ସୋ ରେ ଜବରଦସ୍ତ ଆଙ୍କରିଂ ରେ ଦେଖିବା ପାଇଁ ମିଳନ୍ତି, କେବଳ ସେତିକି ନୁହେଁ ବରଂ ଫିଲ୍ମ ରେ କାମ କରିବା ସହିତ ଦୁହେଁ ଅନେକ ସୁପରହିଟ ଆଲବମ ରେ ମଧ୍ୟ କାମ କରିଛନ୍ତି |

ଯାହା ଦ୍ୱାରା ଏହି ଯୋଡ଼ି ଘରେ ଘରେ ପରିଚିତ ହୋଇ ପାରିଛନ୍ତି | ତେବେ ପ୍ରଥମେ ପ୍ରଥମେ ଉଭୟ ଖୁବ ଭଲ ବନ୍ଧୁ ଥିଲେ କିନ୍ତୁ ପରେ ପରେ ଉଭୟ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠି ଥିଲା ଆଉ ବିବାହ କରିବେ ବୋଲି ନିଷ୍ପତି ମଧ୍ୟ ନେଇ ଥିଲେ |

ଉଭୟ ଙ୍କର ବିବାହ କାର୍ଯ୍ୟ ଏବେ ସମ୍ପୂର୍ଣ୍ଣ ହୋଇ ଯାଇଛି ଆଉ ବିବାହ ପରେ ଶାଶୁ ଘରେ କେମିତି ଅଛନ୍ତି ଆପଣ ମାନଙ୍କର ପ୍ରିୟ ଅଭିନେତ୍ରୀ ପ୍ରେରଣା, ତେବେ ଆପଣ ମାନେ ତ ଜାଣିଛନ୍ତି କି ପ୍ରେରଣା ନିକଟରେ ଅଭିନେତା ଅଶ୍ୱିନୀ ଙ୍କୁ ବିବାହ କରିଛନ୍ତି |

ପରସ୍ପର ପରସ୍ପର ଙ୍କୁ ଭଲ ପାଇ ଦୀର୍ଘ ଦିନ ପରେ ପ୍ରେମ ବିବାହ ରେ ବାନ୍ଧି ହୋଇଛନ୍ତି ଏବଂ ତାଙ୍କର ଆଜି ହେଉଛି ରିସେପ୍ସନ ପାର୍ଟି ଦିଆଯିବ | ତେବେ ରିସେପ୍ସନ ପୂର୍ବରୁ ପ୍ରେରଣା କେମିତି ନିଜ ଶାଶୁ ଘରେ ସମୟ କାଟୁଛନ୍ତି ତାହା ଏକ ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳିଛି | ତେବେ ଏକ ଭିଡ଼ିଓ ରେ ପ୍ରେରଣା ଙ୍କୁ ତାଙ୍କ ଶାଶୁ ଘରର ଯା ଏବଂ ନଣନ୍ଦ ମାନଙ୍କ ସହ ନଜର ରେ ଆସିଛନ୍ତି | ପ୍ରେରଣା ତାଙ୍କ ଯା ଓ ନଣନ୍ଦ ମାନଙ୍କ ସହିତ ଖୁବ ମଜା ମସ୍ତି କରୁଥିବା ସମୟ ର ଭିଡ଼ିଓ କୁ ନିଜ ସୋସିଆଲ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି |

ଯାହା ଦ୍ୱାରା ତାଙ୍କର ଫ୍ୟାନ୍ସ ମାନେ ମଧ୍ୟ ଜାଣି ପାରିଛନ୍ତି କି ପ୍ରେରଣା ତାଙ୍କ ଶାଶୁ ଘରେ ବେସ ଖୁସିବାସ ରେ ଅଛନ୍ତି | ଏହା ସହିତ ଆପଣ ଦେଖି ଥିବେ କି ପ୍ରେରଣା ନିଜ ମୁହଁରେ କହି ଥିଲେ କି ଅଶ୍ୱିନୀ ଙ୍କ ଭଳି ସ୍ୱାମୀ ପାଇ ସେ ବେସ ଖୁସି ଅଛନ୍ତି ଏବଂ ଶାଶୁ ଶଶୁର ଙ୍କ ବଦଳ ରେ ସେ ବାପା ମା ପାଇଛନ୍ତି ବୋଲି କହି ଥିଲେ |

ତେବେ ପ୍ରେରଣା ଓ ଅଶ୍ୱିନୀ ଙ୍କର ବିବାହ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଆଉ ଯିଏ ବି ଦେଖୁଛି ସେ ବେସ ପସନ୍ଦ ମଧ୍ୟ କରୁଛି | ଅନେକ ଦର୍ଶକ ପ୍ରେରଣା ଓ ଅଶ୍ୱିନୀ ଙ୍କ ବିବାହ ପାଇଁ ଶୁଭକାମନା ଜଣାଇ ବେସ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ରଖିଛନ୍ତି |

Leave A Reply

Your email address will not be published.