ଦେଖନ୍ତୁ Viral ଭିଡ଼ିଓ-“ଧାଇଁଲା ପାଲିଙ୍କି ! ଧାଇଁଲେ ଗାଁ ଲୋକ…ପୁରା ଦୃଶ୍ୟ ଦେଖିଲେ ଆପଣ ବି ସରଣ ପସିବେ…କାରଣ ଏ ଦୃଶ୍ୟ ଆପଣ ପ୍ରଥମ ଥର ପାଇଁ….
ପ୍ରତିଦିନ ସମାଜ ରେ କିଛି ନା କିଛି ଘଟଣା ଘଟିଥାଏ ଯାହାକୁ ଦେଖିଲେ ଆପଣ ମାନେ ଏହା କୁ ବିଶ୍ୱାସ କରିପାରିବେ ନାହିଁ । ଆପଣ ମାନେ ଏହି ଭିଡ଼ିଓ ଟି କୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଯାହାକୁ ଆଜି କାଲି ର ଲୋକ ମାନେ ବିଶ୍ୱାସ କରିପାରିବେ ନାହିଁ ।ସେମାନେ ଏହି ଅନ୍ଧ ବିଶ୍ଵସ କରିବେ ନାହିଁ କିନ୍ତୁ ଆଚର୍ଯ୍ୟ ଲାଗିବ ଏହି ଥିରେ ୫ ଜଣ ନକର ମୃତ ହୋଇଛି।
ବର୍ତ୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଯିଏ ଦେଖିବେ ଆଉ ଶୁଣିବେ ଆଶ୍ଚର୍ଯ୍ୟ ହୋଇଯିବେ।ଗ୍ରାମ ରେ ୧୦ ଦିନ ରେ ପାଞ୍ଚ ଜଣ ପ୍ରାଣ ହରାଇଲେ। ଏହା ପରେ ଆରମ୍ଭ ହେଲା ସେହି ଗ୍ରାମ ରେ ଗୁଣିଆ ଙ୍କୁ ଡାକି ପୂଜା କରାଇଲେ। ଭିଡିଓ ରେ ଦେଖିବା କୁ ମିଳିଛି ଯେ ଦୁଇ ଜଣ ଯୁବକ ଗୋଟିଏ ପାଲିଙ୍କି ଧରି ରାସ୍ତା ରେ ବୁଲୁ ଛନ୍ତି। ଘୁଷୁରୀ ଏବଂ କୁକୁଡ଼ା ମଧ୍ୟ ପୂଜା କରାଗଲା।ବିଜ୍ଞାନ ଯୁଗ ରେ ଅନ୍ଧ ବିଶ୍ବାସ ର ଏଭଳି ଛାପ ଦେଖିବା କୁ ମିଳିଛି।
ଏହି ଘଟଣା ଟି ନବରଙ୍ଗ ପୁର ଜିଲ୍ଲା ର ତେନ୍ତୁଳି ଖୁଣ୍ଟି ପଞ୍ଚାୟତ ର ଖଣ୍ଡିଆ ଗୁଡ଼ା ରେ ଘଟିଛି।ସେ ଠାରେ ୬୦ ଟି ପରିବାର ରହୁଛନ୍ତି।୧୦ ଦିନ ମଧ୍ୟ ରେ ପାଞ୍ଚ ଜଣ ଙ୍କ ର ମୃ-ତ୍ୟୁ ହେବା ରୁ ଗ୍ରାମ ରେ ରିଷ୍ଠ ଖଣ୍ଡନ କରିବା କୁ ଲୋକ ମାନେ ଗୁଣିଆ ଙ୍କୁ ଡାକି ଥିଲେ।ଏବଂ ଗୁଣିଆ ଯାହା କହୁଥିଲେ ଗ୍ରାମ ବାସୀ ମାନେ ସେହି ଭଳି କରି ଚାଲି ଥିଲେ। ଗୁଣିଆ ପୂଜା ପାଠ କରିବା କୁ କହିଥିଲେ।ଗ୍ରାମ ରେ ପାଲିଙ୍କି ବୁଲାଇ ଥିଲେ।
ଗ୍ରାମଦେବୀ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଘୁଷୁରୀ ଏବଂ କୁକୁଡ଼ା ପୂଜା କରା ଯାଇ ଥିଲା।ସେପଟେ ଗତ ୧୧ ତାରିଖ ରେ ସ୍ବାସ୍ଥ୍ୟ ବିଭାଗ ର ଏକ ଟିମ୍ ଗ୍ରାମ କୁ ଯାଇ ଅନୁଧ୍ୟାନ କରିବା ସହିତ ପାଞ୍ଚ ଜଣ ଙ୍କ ର ମୃ-ତ୍ୟୁ ବାର୍ଦ୍ଧକ୍ୟ ଜନିତ ବୋଲି ହୋଇଛି ବୋଲି କହିଥିଲେ।ବର୍ତ୍ତମାନ ଏହି ଘଟଣା ଟି ସୋସିଆଲ ମିଡିଆ ରେ ବହୁ ମାତ୍ରା ରେ ଜଣ ଙ୍କ ମୋବାଇଲ୍ ରୁ ଅନ୍ୟ ଜଣ ଙ୍କ ମୋବାଇଲ କୁ ଘୁରି ବୁଲୁଛି।
ଭାଇରାଲ ହୋଇଥିବା ଭିଡିଓ ରେ ଦେଖିବା କୁ ମିଳିଛି ଯେ କିଛି ଲୋକ ମାନେ ଏକ ଗଛ ପାଖକୁ ଯାଇ ଥିଲେ।ଆଉ ଦୁଇ ଜଣ ଯୁବକ ପାଲିଙ୍କି ନେଇ ରାସ୍ତା ରେ ଚାଲି ଥିଲେ।ଏହା ପରେ ଗଛ ପାଖରେ କୁକୁଡ଼ା ଏବଂ ଘୁଷୁରୀ ର ପୂଜା କରା ଯାଇ ଥିଲା।ବର୍ତ୍ତମାନ ସମୟ ରେ ମଧ୍ୟ ଲୋକ ମାନେ ଏହାକୁ ବିଶ୍ୱାସ କରୁଛନ୍ତି।ଏ ଭଳି ଘଟଣା ଦେଖିବା ପରେ ଦର୍ଶକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।