ମୁଁ ଖୋଲିଦେଲି ତୁମେ ଖୋଲିଦିଅ, ଦେଖିବ ମଜା ଲାଗିବ…ଯୁବତୀ ଜଣଙ୍କ ସୋସିଆଲ ମିଡିଆରେ ଭାଇାରାଲ କଲେ ନିଜର ଅଶୀଳତା….

0 1,841

ରାଜ୍ୟରେ ମାତିଛନ୍ତି ସାଇବର ଅପରାଧୀ । ପୋଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ଲୋକଙ୍କୁ ଲୁଟି ଚାଲିଛନ୍ତି । ଅନଲାଇନ୍ ଠକେଇର ଚେର ଧୀରେ ଧୀରେ ରାଜ୍ୟର ଚାରିଆଡ଼କୁ ମାଡ଼ିବାକୁ ବସିଛି । ଯୁବଗୋଷ୍ଠୀଙ୍କୁ ଦୃଷ୍ଟିରେ ରଖି ବର୍ତ୍ତମାନ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ବ୍ଲାକମେଲ କରି ଟଙ୍କା ଲୁଟିବା ପାଇଁ ଭିନ୍ନ ତରିକା ଆପଣାଉଛନ୍ତି ସାଇବର ଅପରାଧୀ । ଦିନକୁ ଦିନ ବଢ଼ି ଚାଲିଥିବା ସାଇବର ଅପରାଧ ପୁଲିସର ମୁଣ୍ଡବ୍ୟଥାର କାରଣ ସାଜିଛି । ସାଇବର ଅପରାଧୀ ଲୋକଙ୍କୁ ଠକିବାକୁ ଭିନ୍ନ ଭିନ୍ନ ତରିକା ଆପଣଉଥିବାରୁ ସେମାନଙ୍କୁ ଧରିବା ପୁଲିସ ପାଇଁ ବଡ ଚାଲେଞ୍ଜ ହୋଇଛି ।

ଡିଜିଟାଲ୍ ବିପ୍ଳବର ଯୁଗରେ, ସାଇବର ବିପଦର ଆଶଙ୍କା ମଧ୍ୟ ବହୁଗୁଣିତ ହୋଇଯାଇଛି । ସୋସିଆଲ ମିଡ଼ିଆ ଆପ୍ ମାଧ୍ୟମରେ ଖୁବ ସହଜରେ ଫସିଯାଉଛନ୍ତି ଯୁବଗୋଷ୍ଠୀ । ନଗ୍ନ ଫଟୋ, ଭିଡ଼ିଓ ଆଦି ଦେଇ 18 ବର୍ଷ କିମ୍ବା 18 ବୟସରୁ କମ୍ ପିଲାଙ୍କୁ ସହଜରେ ଶିକାର ବନେଇ ନେଉଛନ୍ତି ସାଇ‍ବର ଅପରାଧୀ ।

ପ୍ରଥମେ ମିଠାମିଠା କଥା କୁହନ୍ତି, ଆଉ ତା’ପରେ ଭାବପ୍ରବଣତାର ସୁଯୋଗ ନେଇ ମନଇଚ୍ଛା କାମ କରନ୍ତି । ଥରେ ତାଙ୍କ କଥା ଅନୁସାରେ କାମ କଲେ ଆରମ୍ଭ ହୋଇଯାଏ ବ୍ଲାକେମଲିଂର ଘୃଣ୍ୟ ଖେଳ । ତେବେ ସେହିପରି ଜଣେ ଯୁବକ ବର୍ତ୍ତମାନ ଏହି ଅପରାଧ ର ଶିକାର ହୋଇଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ତେବେ ଚାଲନ୍ତ ଜାଣିବା କଣ ରହିଛି ସେହି ଭିଡିଓରେ,

ମୁଁ ଖୋଲିଲି ଏବେ ତୁ ଖୋଲ । ମୋର ଦେଖିଲୁ ଏବେ ତୋ ଦେହ ଦେଖା । ଧନ ଦେଖାଅ ଭାରି ମଜା ଲାଗିବ । ତେବେ ଇଣ୍ଟରନେଟ୍ ଯୁଗରେ ଲୋକଙ୍କୁ ଫସେଇବା ପାଇଁ ଲୋକଙ୍କୁ ବ୍ଲାକମେଲ୍ ଏବଂ ଟଙ୍କା ନେବା ପାଇଁ ଏମିତି କିଛି ନିଆରା ଢଙ୍ଗ ଆପଣାଉଛନ୍ତି ରୂପଜୀବିମାନେ । ଆଉ ସଂଗେସଂଗେ ଦେହ ଦେଖାଇ ଲୁଟି ନେଉଛନ୍ତି ଲକ୍ଷଲକ୍ଷ ଟଙ୍କା ।

ତେବେ ଏମିତି ଅନେକ ଖବର ଆପଣ ଶୁଣିଥିବେ ଆଗରୁ । କିନ୍ତୁ ଆମେ ଆଜି ଆମଣଙ୍କୁ ଆଉ ଏକ ଖବର ବିଷୟରେ କହିବାପାଇଁ ଯାଉଛି, ଯାହାର କିଛି ସ୍କ୍ରିନସର୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଏହି ସ୍କ୍ରିନସର୍ଟଟି ଏକ ସଚେତନ ନାଗରିକଙ୍କ ମୋବାଇଲରୁ ଅଣା ଯାଇଛି ।

ଘଟଣା ଅନୁସାରେ ଯୁବକ ଜଣଙ୍କ ଯଦି ସଚେତନ ହୋଇନଥାନ୍ତେ ତାହେଲେ ହୁଏତ ନିଜ ଇଜ୍ଜତକୁ ରକ୍ଷା କରିବା ପାଇଁ ଲକ୍ଷଲକ୍ଷ ଟଙ୍କା ଦେଇସାରନ୍ତେଣି । କିନ୍ତୁ ଟିକିଏ ସଚେତନ ଏବଂ ବୁଦ୍ଧି ପାଇଁ ବଞ୍ଚିଯାଇଛନ୍ତି ଯୁବକ ଜଣଙ୍କ । ଭାଇରାଲ୍ ସ୍କ୍ରିନସର୍ଟରେ ଜଣେ ଯୁବତୀ ପ୍ରଥମେ କଥାବାର୍ତ୍ତା ଆରମ୍ଭ କରନ୍ତି ଆଉ ପରିଚୟ ନଦେଇ ସିଧା ଶାରିରୀକ ସଂପର୍କ ଆଡକୁ କଥା ଯାଏ ତାହା ପୁଣି ଭିଡିଓ ମାଧ୍ୟମରେ ।

 

କିଛି ଭାବିବା ଆଗରୁ ଭିଡିଓ କଲ୍ ଆସେ ଆଉ ଯଦି ଭିଡିଓ କଲ୍ ଗ୍ରହଣ କରୁଛନ୍ତି ତେବେ ସ୍କ୍ରିନରେ ଥିବ ପୁଙ୍ଗୁଳା ଶରୀର । ଆଉ ଯଦି କ୍ୟାମେରା ଆଗରେ ଆପଣଙ୍କ ମୁହଂ ଆସିଗଲା ତାହେଲେ ଖେଳଖତମ ଏବଂ ସାଙ୍ଗେସାଙ୍ଗେ କଲ କଟିଯିବ ଓ ଆସିଯିବ ଧମକପୂର୍ଣ୍ଣ କଲ୍ । ତାପରେ ହଜାର କି ଦୁଇହଜାର ନୁହଁ ଲକ୍ଷଲକ୍ଷ ଟଙ୍କାର ଡିଲ୍ ହୁଏ । ଯେଉଁଥିପାଇଁ ଟିକିଏ ସତର୍କ ଏବଂ ସଜାଗ ରୁହନ୍ତୁ ଯାହାଫଳରେ ଆପଣ ମଧ୍ୟ ଏଭଳି ଠକାମିରୁ ବଞ୍ଚି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.