Sadhubani – ନୂଆବର୍ଷ ୨୦୨୩ | ଘରକୁ ଆଣନ୍ତୁ ଏହି 6 ଟି ଜିନିଷ | ଧନର ବର୍ଷା ହେବ |

0 118

ନୂଆବର୍ଷଟି ମହତ୍ବପୂର୍ଣ୍ଣ ଦିନ ହୋଇଥାଏ ପ୍ରତେକ ବ୍ୟକ୍ତି ପାଇଁ ତେଣୁ ଏହାକୁ ନେଇ ବ୍ୟକ୍ତି ଙ୍କ ମନ ରେ ଅନେକ ଉସଚହ ଭାରି ରହିଥାଏ । ସମସ୍ତଙ୍କ ମନରେ ନୂତନ ଆରମ୍ଭର ଇଚ୍ଛା ଥାଏ । କଥାରେ ଅଛି ନୂଆବର୍ଷ ର ପ୍ରଥମ ଦିନଟି ଆନନ୍ଦମୟ ହୋଇଥିଲେ ସାରା ବର୍ଷଟି ଆନନ୍ଦମୟ ହୋଇଥାଏ । ଯଦି ବର୍ଷର ପ୍ରଥମ ଦିନଟି ଖରାପ ହୋଇଯାଏ ତେବେ ସାରା ବର୍ଷ ଖରାପ ହୋଇଯାଏ । ଆପଣଙ୍କୁ ନୂଆବର୍ଷ ରେ ଘର କୁ କେଉଁ ଜିନିଷ ଆଣିଲେ ଧନର ବର୍ଷା ହେବ ସେହି ବିଷୟ ରେ ଦେଖନ୍ତୁ ଏହି ଭିଡ଼ିଓ ଟି କୁ।

୧- ଭଗବାନ ଗଣେଶଙ୍କ ମୂର୍ତ୍ତି : ଭଗବାନ ଗଣେଶ ଙ୍କୁ ବିଘ୍ନ କର୍ତ୍ତା କୁହାଯାଏ । ଯିଏ ସବୁ ଦୁଖ କଷ୍ଟକୁ ଦୂର କରିଥାନ୍ତି । ଯଦି ଆପଣ କେଉଁ ସମସ୍ୟାରେ ଫଶୀ ଯାଇଛନ୍ତି ତେବେ ନୂଆବର୍ଷ ରେ ଭଗବାନ ଗଣେଶ ଙ୍କ ମୂର୍ତ୍ତି ଘରକୁ ନିଶ୍ଚୟ ଆଣନ୍ତୁ । ଏହା ଦ୍ଵାରା ତାଙ୍କ କୃପାରୁ ଆପଣଙ୍କ ଜୀବନରେ ସବୁ ଦୁଖ କଷ୍ଟ ଦୂର ହେବ ଓ ଖୁସି ଲାଭ ହେବ । ନୂଆବର୍ଷରେ ଗଣେଶ ଙ୍କ ପୂଜା ପାଠ କରନ୍ତୁ ।

୨- ନଡିଆ : ନୂଆବର୍ଷ ରେ ନଡିଆ ଭାଙ୍ଗିଲେ ଦିନ ଆରମ୍ଭ କରିଲେ ବହୁତ ଶୁଭ ହୋଇଥାଏ । ଏହା ସହ ସଫଳତାର ନୁଆ ମାର୍ଗ ଖୋଲିଯାଏ । ଘରୁ ସବୁ ନେଗେଟିଭ ରଜା ବାହାରିଯାଏ ଓ ଘରେ ପଜେଟିଭ ଊର୍ଜା ର ସଂଚାର ହୁଏ । ଘରେ ହେଉ କି ମନ୍ଦିର ରେ କେଉଁଠି ବି ନଡିଆ ଭାଙ୍ଗି ପାରିବେ ।

୩- ମୟୂର ପର : ଆଦି କୌଣସି ବ୍ୟକ୍ତି ଧନର ସମସ୍ୟାକୁ ନେଇ ଚିନ୍ତା ରେ ରହୁଛନ୍ତି ତା ହେଲେ ଏହି ନୂଆବର୍ଷ ଦିନ ଘରକୁ ମୟୁର ପର ନିଶୟ ଆଣନ୍ତୁ । ଧ୍ୟାନ ରଖିବେ ଏହା କିଣିବା ସମୟରେ ଭଗବାନ ଶ୍ରୀ କୃଷ୍ଣ ଙ୍କ ନାମ ନିଶ୍ଚୟ ନେବେ । ଏମିତି କରିବା ଦ୍ଵାରା ସବୁ କାର୍ଯ୍ୟ ରେ ସଫଳତା ମିଳିଥାଏ ।


୪- ମନି ପ୍ଳାଣ୍ଟ : ଏହି ନୂଆବର୍ଷରେ ଆପଣ କୌଣସି ମନି ପ୍ଳାଣ୍ଟ ଗଛକୁ ଘରକୁ ନେଇ ଆସନ୍ତୁ । ଏହି ଗଛ ଘରକୁ ସୁଖ ସମୃଦ୍ଧି ଆଣିଥାଏ । ଯଦି ଆପଣ ଟଙ୍କା ପଇସାକୁ ନେଇ ଚିନ୍ତା ରେ ଅଛନ୍ତି ତେବେ ଘରକୁ ମନି ପ୍ଳାଣ୍ଟ ଘରକୁ ନେଇ ଆସନ୍ତୁ । ଆପଣଙ୍କର ପୁରା ବର୍ଷ ଟି ଆନନ୍ଦ ସହ କଟିବ ।

୫- ଫେନସୁଇ ଆଇଟମ : ଏହା ଏପରି ଏକ ଜିନିଷ ଅଟେ ଯାହା ପ୍ରତେକ ମନୁଷ୍ୟ ଚାହିଁ ଥାଏ । ଏହି ବର୍ଷ କେହି ଆପଣଙ୍କୁ ଲାଫିଙ୍ଗ ବୁଧ ଗିଫ୍ଟ ଦେଉଛି ତ ଭବିବେ ଆପଣଙ୍କର ଭାଗ୍ୟ ବଦଳିଗଲା । ଯେଉଁ ଘରେ ଲାଫିଙ୍ଗ ବୁଧ ରହିଥାଏ ସେଠାରେ ଧନର ଅଭାବ ହୁଏ ନାହି ।

୬ – ବଜରଙ୍ଗବାଲି : ଶାସ୍ତ୍ର ଅନୁଯାୟୀ ଭଗବାନ ହନୁମାନଙ୍କ ମୂର୍ତ୍ତି ନିଶ୍ଚୟ ଘରେ ରଖନ୍ତୁ । ନୂଆବର୍ଷ ରେ ହନୁମାନଙ୍କ ପ୍ରତିମା କୁ ନେଇ ଆସନ୍ତୁ । ଏହା ଦ୍ଵାରା ଘରୁ ନେଗେଟିଭ ଦୋଷ ଦୂର କରିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.