ସିର୍ମା College And ବାରିପଦା ସୁନ୍ଦରୀ ଝିଅ ସହ Teddy bear ଡ୍ୟାନ୍ସ…ଦେଖିଲେ ହସି ଗଡ଼ିଯିବେ । ଦେଖନ୍ତୁ ଭିଡ଼ିଓ…..

0 5,148

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ଟି ସାମ୍ନା କୁ ଆସିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଖୁସି ହୋଇଯିବେ |

ଆଉ ଯେଉଁଠି ଆପଣ ମାନେ ଆଜି କାଲି ଲୋକ ମାନଙ୍କର ସ୍ଵଭାଵ ବିଷୟରେ ବେଶ ଭଲ ଭାବରେ ଜାଣିଥିବେ ଯେଉଁଠି ନିଜ ପାଇଁ ସମୟ ନାହିଁ ଆଜି କାଲି ର ଲୋକ ମାନଙ୍କର ସେଠି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରିକି ବଡ଼ କଲେଜ ଝିଅ ମାନଙ୍କୁ ହସେଇବାକୁ ଲାଗିଛନ୍ତି ଟେଡି ବିୟର ଟି | ଆଉ ଯାହା ସମସ୍ତଙ୍କୁ ବେଶ ପସନ୍ଦ ମଧ୍ୟ ଆସିଛି, ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଟି ଉପରେ ନଜର ପକାଇବା |

ତେବେ ଆପଣ ମାନେ ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିଥିବେ ଯେଉଁଥିରେ ଲୋକ ମାନେ ଟେଡି ବିୟର ର ପୋଷାକ ପିନ୍ଧିକି ଲୋକ ମାନଙ୍କୁ ଏଣ୍ଟେଟେନ କରିବା ପାଇଁ ଯାଇଥାନ୍ତି ବିଭିନ୍ନ ପ୍ରକାରର ପାର୍ଟି, ବାହାଘର ଫାଂକ୍ସନ କୁ | ତେବେ ଆଜି !

ଯେଉଁ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଛି ତାହା ହେଉଛି ସ୍କୁଲ ଠାରୁ ଆରମ୍ଭ କରିକି କଲେଜ ପର୍ଯ୍ୟନ୍ତ ସମସ୍ତଙ୍କର ମଜା ମସ୍ତି କରୁଥିବାର ଭିଡ଼ିଓ | ଆଉ ଯାହା ସମସ୍ତଙ୍କୁ ବେଶ ପସନ୍ଦ ଆସିଛି ବୋଲି କୁହାଯାଉଛି ଓ ମନ କୁ ମଧ୍ୟ ଖୁସି କରେଇ ଦେଉଛି ଏହି ଟେଡି ବିୟର ଟି |

ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କେଉଁଭଳି ଭାବରେ ଟେଡି ବିୟର ତୋ ଛୋଟ ଛୋଟ ସ୍କୁଲ ପିଲା ମାନଙ୍କ ସହିତ ମିଶିକି ଡାନ୍ସ କରିବାକୁ ଲାଗିଛି ଓ ବିଭିନ୍ନ ପ୍ରକାରର ଗୀତ ଗାଉଛନ୍ତି ଛୋଟ ଛୋଟ ପିଲା ମାନଙ୍କ ସହିତ ମିଶିକି |

ଆଉ ଯାହା ଯୋଗୁ ଛୋଟ ପିଲା ମାନେ ମଧ୍ୟ ଏହିଭଳି ଭାବରେ ଟେଡି ବିୟର ର ଡାନ୍ସ ଓ କଥା କୁ ଦେଖିକି ମିଶିବା ପାଇଁ ଇଚ୍ଛା କରୁଛି ଓ ଟେଡି ବିୟର ସହିତ ଡାନ୍ସ କରୁଛି ମଜା ମଧ୍ୟ କରୁଛି | ଏବେ ବ୍ୟତୀତ ଟେଡି ବିୟର ଟି ଖାଲି ଛୋଟ ଛୋଟ ପିଲା ମାନଙ୍କ ସହିତ ନୁହଁ କଲେଜ ଝିଅ ଙ୍କ ସହିତ ମଧ୍ୟ ମସ୍ତି କରୁଛି |

ଛୋଟ ଛୋଟ ସ୍କୁଲ ପିଲା ମାନଙ୍କ ସହିତ ମିଶିକି ଡାନ୍ସ କରିବାକୁ ଲାଗିଛି ଓ ବିଭିନ୍ନ ପ୍ରକାରର ଗୀତ ଗାଉଛନ୍ତି ଛୋଟ ଛୋଟ ପିଲା ମାନଙ୍କ ସହିତ ମିଶିକି | ଆଉ ଯାହା ଯୋଗୁ ଛୋଟ ପିଲା ମାନେ ମଧ୍ୟ ଏହିଭଳି ଭାବରେ ଟେଡି ବିୟର ର ଡାନ୍ସ ଓ କଥା କୁ ଦେଖିକି ମିଶିବା ପାଇଁ ଇଚ୍ଛା କରୁଛି ଓ ଟେଡି ବିୟର ସହିତ ଡାନ୍ସ କରୁଛି ମଜା ମଧ୍ୟ କରୁଛି

ଆଉ ଦେଖିବାକୁ ମିଳିଛି କି କେତେବେଳେ ଟେଡି ବିୟର ଟି ଝିଅ ଙ୍କୁ ପ୍ରପୋଜ କରୁଛି ତୋ ଆଉ କେତେବେଳେ ଝିଅ ମାନଙ୍କ ସହିତ ଡାନ୍ସ କରୁଛି | ତାହା ଛଡା ଝିଅ ମାନେ ମଧ୍ୟ ଏହି ଟେଡି ବିୟର ସହିତ ଡାନ୍ସ କରିବା ଫଳରେ ବହୁତ ଖୁସି ଥିବାର ଦେଖିବାକୁ ମିଳିଛି | ଆଉ ଏହିଭଳି ଏକ ଭିଡ଼ିଓ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.