Bad Effects of Tea – ଚାହା ପିଇଲେ ହୋଇଥାଏ ଏହି ସବୁ ଭୟଙ୍କର ରୋଗ,ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଦେଖନ୍ତୁ……

0 689

ସକାଳୁ ଅନେକ ଲୋକ ବାହାରର ସୁସ୍ଥ ଓ ଶାନ୍ତ ବାତାବରଣରେ ବ୍ୟାମ ଆଦି କରିଥାନ୍ତି । କିନ୍ତୁ ଅନେକ ଲୋକ ଥାଆନ୍ତି ଯେଉଁମାନେ ସକାଳୁ ଉଠି ଖାଲି ପେଟରେ ଚା ପିଇବା ଭଳି ବଦ ଅଭ୍ୟାସ ରଖିଥାନ୍ତି । ଏହି ବଦ ଅଭ୍ୟାସ ଯୋଗୁଁ ଆଗକୁ ସେମାନଙ୍କୁ ଅନେକ ସମସ୍ୟା ଭୋଗିବାକୁ ପଡିଥାଏ ।

କାରଣ ଏମିତି କିଛି ରୋଗ ରହିଛି ଯାହା ଖାଲି ପେଟରେ ଚାହା ପିଇବା ଦ୍ୱାରା ହୋଇଥାଏ । ସେ ଗ୍ରୀନ ଟି ହେଉ କି ରେଡ ଟି, ଖାଲି ପେଟରେ ଚାହା ପିଇବା ଶରୀର ପକ୍ଷେ ବିଷ ତୁଲ୍ୟ ହୋଇଥାଏ । କାରଣ ଚାହାରେ ଏସିଡ ରହିଥାଏ ।

ଏହି ଏସିଡ୍ ଯେତେବେଳେ ଶରୀରର ଲାଳ ଅଂଶ ସହ ମିଶିଯାଏ, ପେଟରେ ଏସିଡିଟି ହେବା ସହିତ ଗ୍ୟାସ ଓ ଅନେକ ରୋଗକୁ ଡାକି ଆଣିଥାଏ । ଖାଲି ପେଟରେ ଚାହା ପିଇବା ଦ୍ୱାରା ଏସଡିଟି ହୋଇ ଗ୍ୟାସ ଉପôନ ହୋଇଥାଏ । ଏହି ଗ୍ୟାସ ରକ୍ତ କଣିକା ସହିତ ମିଶିବା ଦ୍ୱାରା ଶରୀରରେ କୋଲଷ୍ଟ୍ରଲ ବଢିଥାଏ । ଯାହା ଦ୍ୱାରା ହାର୍ଟ ଆଟାକ, ବ୍ଲଡପ୍ରେସର, ନିଦ୍ରାହିନତାଭଳି ସମସ୍ୟା ଦେଖା ଦେଇଥାଏ ।

ଏହା ସହିତ ଖାଲି ପେଟରେ ଚାହା ପିଇବା ଦ୍ୱାରା ଏହାର ପ୍ରଭାବ ସିଧା ହଜମ ଶକ୍ତି ଉପରେ ପଡିଥାଏ । ଏହା ହଜମ ଶକ୍ତି ଓ ମେଟାବୋଲିଜିମକୁ କମ୍ କରିଥାଏ । ଏଥିପାଇଁ ଶରୀରର ଓଜନ ବଢିବାରେ ଲାଗିଥାଏ ଓ ଭୋକ ନହେବା ଭଳି ସମସ୍ୟା ଉପୁଜି ଥାଏ । ଏହା ମଳକ କ ଓ ଅର୍ଶ ରୋଗୀ ମାନଙ୍କ ପାଇଁ ବିଶେଷ କ୍ଷତି ପହଞ୍ଚାଇ ଥାଏ।

ଶରୀରର ପାଇଁ କ୍ଷତିକାରକ ହୋଇଥାଏ , ଚାହା ଭାରତୀୟ ସମାଜରେ ଏକ ଅଭିନ୍ନ ଅଙ୍ଗ ହୋଇସାରିଛି, ଯାହାକୁ ଆମେ ଚାହିଁଲେ ବି ଅଣଦେଖା କରିପାରୁନେ , ଯେଉଁ ଦିନ ଚାହା ନ ପିଇଲେ ଏମିତି ଲାଗିଥାଏ କି ଯେମିତି ଦିନର୍ ଆରମ୍ଭ ହୋଇନାହିଁ, ଭାରତରେ ପ୍ରାୟ ୯୦ ପ୍ରତିଶତ ଲୋକ ସକାଳର ଜଳଖିଆ ପୁର୍ବରୁ ଚାହା ନିଶ୍ଚିତ ପିଇଥାନ୍ତି ,

କଣ ଆପଣଙ୍କୁ ଲାଗୁଛି କି ଏହା ଏକ ଭଲ ଅଭ୍ୟାସ୍ ବୋଲି, ରିସର୍ଚ୍ଚ ଅନୁସାରେ ସକାଳୁ ଖାଳି ପେଟରେ ଚାହା ପିଇବା ବହୁତ କ୍ଷତିକାରକ ହୋଇଥାଏ, ଖାସ୍ କରି ଗରମଦିନରେ କହିଦେବୁ କି ଚାହାରେ ଟେନିନ୍ କୈଫିନ୍ ହୋଇଥାଏ , ଯାହା ଶରୀରରେ ଉର୍ଜା ଭରିଦେଇଥାଏ , ଆସନ୍ତୁ ଜାଣିବା ଚାହା ବିଷୟରେ ବିସ୍ତାରରେ ।

ଚାହାରେ ବିସ୍କୁଟ୍ ଖାଇଲେ ହୋଇଥାଏ ଏହା କି ଚାହା ଭଲରେ ହଜମ କରିଦିଏ , ଓ ଚାହାର ସହ କିଛି ଜଳଖିଆ କିମ୍ବା ମିଠା ଜିନିଷ ଖାଇଲେ ଶରିରରେ ସୋଡିୟମ୍ ପ୍ରାପ୍ତି ହୋଇଯାଏ , ଯାହା ଦ୍ୱାରା ଅଲସର୍ ପ୍ରତି ବିପଦ ରୁହେ ନାହିଁ, କହିଦେବୁ କି ଯେଉଁ ଲୋକ ଦିନରେ ଚାରି ପାଞ୍ଚକପ୍ ଚାହା ପିଅନ୍ତି ସେମାନଙ୍କୁ ପ୍ରୋଷେଷ୍ଟ କ୍ୟାନ୍ସର ବିପଦ ରହିଥାଏ,

ବହୁତ ସୋଧକର୍ତ୍ତା ଏହା ଦାବି କରିଛନ୍ତି କି ଚାହା ପିଇଲେ କ୍ୟାନ୍ସର ବିପଦ ରୁହେନାହିଁ , ସୁଚେଇ ଦେବୁ କି ଚାହା ପିଇଲେ ଗଂମ୍ଭିର ରୋଗ୍ ହୋଇପାରେ, ଯେପରି ଅଲସର, କ୍ୟାନ୍ସର, ଏସିଡିଟି ଇତ୍ୟାଦି , ଯଦି ଆପଣ ଚାହା ପିଉଛନ୍ତି ତେବେ ଆପଣ କେଉଁ ସମସ୍ୟାରୁ ଚିନ୍ତିତ ଅଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.