ଝିଅ ବିଦା ବେଳେ କାନ୍ଦଣା ” ଗୀତ ପ୍ରତ୍ୟେକ ଝିଅ ଙ୍କ ପାଇଁ… ଯଦି ଆପଣ ସତରେ ବାପା ଙ୍କୁ ଭଲ ପାଉଥିବେ। …ଦେଖନ୍ତୁ viral ଭିଡ଼ିଓ ଟିକୁ….

0 3,309

ଆମ ଏ ସମାଜର ନୀତି ନିୟମ ଖୁବ୍ ଅଜବ। ଆଉ ଆମକୁ ଏହି ସମାଜର ନୀତି ନିୟମ ମାନିବାକୁ ପଡ଼ିଥାଏ। ତେବେ ବିବାହ ଏକ ସାମାଜିକ ପରମ୍ପରା। ବିବାହ କେବଳ ଦୁଇ ଜଣଙ୍କୁ ଏକାଠି କରି ନଥାଏ ଦୁଇ ପରିବାରକୁ ମଧ୍ୟ ଏକାଠି କରିଥାଏ। ହିନ୍ଦୁ ବିବାହର ରୀତି ନୀତି ସବୁଠାରୁ ନିଆରା। ବରପକ୍ଷ ଲୋକେ ବରଯାତ୍ରୀ ନେଇ ବାଣ ଫୁଟାଇ ଡିଜେ ବଜାଇ ଆସନ୍ତି କନ୍ୟା ଘରକୁ। ଆଉ ଏପଟେ ବାପା ଘର ଲୋକେ କନ୍ୟାକୁ କେମିତି ଭଲରେ ଭଲରେ ବିଦା କରିବେ ସେହି କାର୍ଯ୍ୟରେ ଲାଗି ପଡନ୍ତି।

ତେବେ ହିନ୍ଦୁ ପରମ୍ପରା ଅନୁଯାୟୀ ବିବାହ ପରେ ଝିଅଟି ବାପ ଘର ଛାଡ଼ି ସବୁଦିନ ପାଇଁ ଚାଲି ଯାଇଥାଏ ଶାଶୁ ଘରକୁ। ଆଉ ବାପ ଘରର ସେ କୁଣିଆ ହୋଇଯାଏ। ଯେଉଁ ଘରେ ସେ ପିଲା ଦିନରୁ ହସି ଖେଳି ବଡ ହୋଇଥାଏ ବିବାହ ପରେ ସେହି ଘର ତା ପାଇଁ ପର ହୋଇଯାଏ। ଆଉ ଶାଶୁ ଘର ତା ପାଇଁ ନିଜର ହୋଇଯାଏ।ବିବାହର ସମୟର ସବୁଠାରୁ କଷ୍ଟକର ମୁହୂର୍ତ୍ତ ହେଉଛି ଝିଅ ବିଦା ବେଳର ସମୟ।

ଏହି ସମୟରେ ପରିବେଶ ସମ୍ପୂର୍ଣ୍ଣ ଭାବବିହ୍ୱଳ ହୋଇପଡେ। ସମସ୍ତେ କାନ୍ଦି ଉଠନ୍ତି। ତେବେ ଝିଅ ବିଦା ସମୟରେ ଆପଣ ଅନେକ କାନ୍ଦଣା ଗୀତ ଶୁଣିଥିବେ କାନ୍ଦଣା ଗୀତ ହେଉଛି ଓଡ଼ିଆ ବାହାଘରର ବିଭିନ୍ନ ସମୟରେ ଘରର ପ୍ରତ୍ୟେକ ସଦସ୍ୟଙ୍କୁ ଧରି କନିଆଁ ଦ୍ୱାରା ବୋଲାଯାଉଥିବା!

ରୋଦନ ସଙ୍ଗୀତତେବେ ଆଜି କାଲି ବିବାହ ସମୟରେ ଆଉ ସେମିତି ଭାବବିହ୍ବଳ ଦୃଶ୍ୟ ଦେଖିବା ପାଇଁ ମିଳୁ ନଥିବା ବେଳେ ବର୍ତ୍ତମାନ ସମୟରେ ଏମିତି ଏକ ହୃଦୟସ୍ପର୍ଶୀ ଭିଡିଓ ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣ ଭାବବିହ୍ୱଳ ହୋଇ ଯିବେ।ଭିଡିଓରେ ଏମିତି ହୃଦୟସ୍ପର୍ଶୀ ଦୃଶ୍ୟ ରହିଛି ଯାହା ସମସ୍ତଙ୍କୁ ଭାବବିହ୍ୱଳ କରି ଦେଇଛି। ଏ ଦୃଶ୍ୟ ଯିଏ ଦେଖିବ ତା ଆଖିରୁ ଲୁହ ଝରି ଆସିବ।

ହଁ ଆଜ୍ଞା ଭିଡିଓରେ କିଛି ସେମିତି ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁଠି କନ୍ୟା ର ବାପା ନିଜ ଝିଅ କୁ ଧରି କାନ୍ଦୁଛନ୍ତି ଆଉ କନ୍ୟା ମଧ୍ୟ ବାପାଙ୍କୁ ଜାବୁଡ଼ି ଧରି ବହୁତ୍ କାନ୍ଦି ଚାଲିଛି।କନ୍ୟା କାନ୍ଦିବା ସମୟରେ ବାପା ତାଙ୍କୁ ଧରି କାନ୍ଦୁଛନ୍ତି ଆଉ ବୁଝାଉଛନ୍ତି ମଧ୍ୟ ଆଉ ବାପା ଝିଅଙ୍କ ଏହି ଭାବବିହ୍ୱଳ ଦୃଶ୍ୟ ଦେଖି ଅନ୍ୟ ମାନେ ମଧ୍ୟ କାନ୍ଦି ପକାଉଛନ୍ତି। ସେହି ସମୟରେ ଝିଅ କାନ୍ଦିବା ଗୀତନ ପାଇଁ ଚାଲି ଯାଇଥାଏ ଶାଶୁ ଘରକୁ।

ଆଉ ବାପ ଘରର ସେ କୁଣିଆ ହୋଇଯାଏ। ଯେଉଁ ଘରେ ସେ ପିଲା ଦିନରୁ ହସି ଖେଳି ବଡ ହୋଇଥାଏ ବିବାହ ପରେ ସେହି ଘର ତା ପାଇଁ ପର ହୋଇଯାଏ। ଆଉ ଶାଶୁ ଘର ତା ପାଇଁ ନିଜର ହୋଇଯାଏ।ବିବାହର ସମୟର ସବୁଠାରୁ କଷ୍ଟକର ମୁହୂର୍ତ୍ତ ହେଉଛି ଝିଅ ବିଦା ବେଳର ସମୟ।

ଏହି ସମୟରେ ପରିବେଶ ସମ୍ପୂର୍ଣ୍ଣ ଭାବବିହ୍ୱଳ ହୋଇପଡେ। ସମସ୍ତେ କାନ୍ଦି ଉଠନ୍ତି। ତେବେ ଝିଅ ବିଦା ସମୟରେ ଆପଣ ଅନେକ କାନ୍ଦଣା ଗୀତ ଶୁଣିଥିବେ କାନ୍ଦଣା ଗୀତ ହେଉଛି ଓଡ଼ିଆ ବାହାଘରର ବିଭିନ୍ନ ସମୟରେ ଘରର

ପ୍ରତ୍ୟେକ ସଦସ୍ୟଙ୍କୁ ଧରି କନିଆଁ ଦ୍ୱାରା ବୋଲାଯାଉଥିବା ରୋଦନ ସଙ୍ଗୀତତେବେ ଆଜି କାଲି ବିବାହ ସମୟରେ ଆଉ ସେମିତି ଭାବବିହ୍ବଳ ଦୃଶ୍ୟ ଦେଖିବା ପାଇଁ ମିଳୁ ନଥିବା ବେଳେ ବର୍ତ୍ତମାନ ସମୟରେ!

ଏମିତି ଏକ ହୃଦୟସ୍ପର୍ଶୀ ଭିଡିଓ ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣ ଭାବବିହ୍ୱଳ ହୋଇ ଯିବେ। ଭିଡିଓରେ ଏମିତି ହୃଦୟସ୍ପର୍ଶୀ ଦୃଶ୍ୟ ରହିଛି ଯାହା ସମସ୍ତଙ୍କୁ ଭାବବିହ୍ୱଳ କରି ଦେଇଛି। ଏ ଦୃଶ୍ୟ ଯିଏ ଦେଖିବ ତା ଆଖିରୁ ଲୁହ ଝରି ଆସିବ।
ହଁ ଆଜ୍ଞା ଭିଡିଓରେ କିଛି ସେମିତି ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁଠି କନ୍ୟା ର ବାପା ନିଜ ଝିଅ କୁ ଧରି କାନ୍ଦୁଛନ୍ତି ଆଉ କନ୍ୟା ମଧ୍ୟ ବାପାଙ୍କୁ ଜାବୁଡ଼ି ଧରି ବହୁତ୍ କାନ୍ଦି ଚାଲିଛି।କନ୍ୟା କାନ୍ଦିବା ସମୟରେ ବାପା ତାଙ୍କୁ ଧରି କାନ୍ଦୁଛନ୍ତି ଆଉ ବୁଝାଉଛନ୍ତି ମଧ୍ୟ ଆଉ ବାପା ଝିଅଙ୍କ ଏହି ଭାବବିହ୍ୱଳ ଦୃଶ୍ୟ ଦେଖି ଅନ୍ୟ ମାନେ ମଧ୍ୟ କାନ୍ଦି ପକାଉଛନ୍ତି।

ସେହି ସମୟରେ ଝିଅ କାନ୍ଦିବା ଗୀତ ଟିଏ ବାଜୁଛି “ବାପା ବାପା ବୋଲି କିଏ ଡାକିବ ଆଉ ମୋ ଝିଅ ସାଝିବ ଆଉ କା ବୋହୂ” ତାକୁ ଶୁଣିବା ପରେ ଆପଣ ମଧ୍ୟ ଭାବ ବିହ୍ୱଳ ହୋଇ ପଡିବେ। ଆଉ ଏହି ସମୟରେ ଏପଟେ ସମସ୍ତେ କାନ୍ଦୁଛନ୍ତି ଯେଉଁ ଦୃଶ୍ୟ ଖୁବ୍ ହୃଦୟସ୍ପର୍ଶୀ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.