ମୁଁ HOT ମୋତେ ଛୁଁଇଲେ ପୁଅମାନେ ବେଶି ବାଥରୁମକୁ ଯାଆନ୍ତି ,ଏମିତି କହିଲେ ନିଶା ମହାରଣା…ଦେଖନ୍ତୁ viral ଭିଡ଼ିଓ ଟିକୁ….
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ଆଜି ଯାହାଙ୍କ ବିଷୟରେ ଆମେ ଆଲୋଚନା କରିବାକୁ ଯାଉଛି ସେ ହେଉଛନ୍ତି ଜଣେ ହଟ ମଡେଲର ଯାହାକୁ ଆମେ ମଡେଲର ନିଶା ମହାରଣା ଭାବରେ ଜାଣିଛୁ |
ତେବେ ସେ ନିଜର ସମସ୍ତ ମନର କଥା କୁ ପ୍ରକାଶ କରିକି କହିଛନ୍ତି, ଆଉ ତାଙ୍କର କହିବା ଅନୁସାରେ ଆଜିର ସମାଜରେ ଲୋକ ଙ୍କୁ ଯେତେ ଦେଖେଇ ପାରିବ ଲୋକ ମାନେ ସେତେ ଆକୃଷ୍ଟ ହେବେ ବୋଲି | ଆଉ ତାଙ୍କର ଏହିଭଳି କଥା ସମସ୍ତଙ୍କୁ ବେଶ ଆଶ୍ଚର୍ଯ୍ୟ କରେଇଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ ହଟ ମଡେଲର ନିଶା ଙ୍କର କହିବା ଅନୁସାରେ ସେ ହେଉଛନ୍ତି ଜଣେ ଏମିତି ଝିଅ ଯିଏ କି କିଛି କଥା କୁ ଲୁଚେଇକି ରଖନ୍ତି ନାହିଁ ସବୁ ଖୋଲିକି କହି ଦିଅନ୍ତି | ଆଉ ତାଙ୍କର କହିବା ଅନୁସାରେ ତାଙ୍କ ର ପିଲା ଦିନରୁ ଗୋଟିଏ ଇଚ୍ଛା ଥିଲା କି ସେ ବଡ଼ ହୋଇ କିଛି ଏଭଳି କରିବେ !
ଯାହା ପାଇଁ ଲୋକ ମାନେ ସମସ୍ତେ ତାଙ୍କୁ ବେଶ ଭଲ ଭାବରେ ଜାଣି ବେ ଓ ଚିନ୍ହିବେ | ଆଉ ଯେଉଁଥିପାଇଁ ସେ ଜଣେ ହଟ ମଡେଲର ହେବା ପାଇଁ ମଧ୍ୟ ଚାହିଁଥିଲେ ବୋଲି କୁହାଯାଉଛି |ଆଉ ସେ ସବୁବେଳେ ସନ୍ନ୍ନି ଲିଅନୀ ଭଳି ହେବା ପାଇଁ ଚାହାଁନ୍ତି ବୋଲି କହିଛନ୍ତି |
ଆଉ ମଧ୍ୟ ସେ କହିଛନ୍ତି କି କେନ୍ଦ୍ରାପଡ଼ା ରେ ତାଙ୍କର ଘର ଥିଲା ଆଉ ସେ ବାଲେଶ୍ୱର ରେ ଯାଇକି ପାଠ ପଢୁଥିଲେ ଆଉ ତାହା ପରେ ସେ ସେଠାରୁ ଭୁବନେଶ୍ୱର କୁ ଚାଲି ଯାଇଥିଲେ | କିନ୍ତୁ ଘରେ କେହି ସେ କଥା ଜାଣି ନ ଥିଲେ, ତାହା ପରେ ଘର ଲୋକ ବୋର୍ଡେନ କୁ ଫୋନ କରିବାରୁ ସମସ୍ତ କଥା ଜଣା ପଡିଥିଲା ବୋଲି କହିଛନ୍ତି!
ନିଶା ମହାରଣା | ତାହା ପରେ ଭୁବନେଶ୍ୱର ରେ ବିନା ଟଙ୍କା ରେ ବହୁତ କଷ୍ଟ ରେ ଚଳିଵା ପରେ ସେ ତାଙ୍କର ସୁନା ଚେନ କୁ ବିକିକି ଟଙ୍କା ଆଣିଥିଲେ ଆଉ ମଡେଲିଂ କାମରେ ମଧ୍ୟ ଲାଗିଥିଲେ |
ତେବେ ତାଙ୍କର ଘରେ ବାପା ମା ଙ୍କ ସହିତ ତାଙ୍କର ବଡ଼ ଭାଇ ମାନେ ମଧ୍ୟ ତାଙ୍କୁ ଏହି କାମରେ ସପୋର୍ଟ କରିଥାନ୍ତି ବୋଲି କହିଛନ୍ତି | ଆଉ ତାଙ୍କର ଖୁସି ରେ ସେମାନେ ତାଙ୍କ ବାପା ମା ମଧ୍ୟ ଖୁସି ଅଛନ୍ତି ବୋଲି କହିଛନ୍ତି | ଏହା ବ୍ୟତୀତ ନିଶା ମହାରଣା କହିଛନ୍ତି କି ଆଜି କାଲି ର ମାର୍କେଟ ରେ ଯେତେ ପର୍ଯ୍ୟନ୍ତ ଦେଖେଇ ନାହିଁ ଆପଣ ତାହେଲେ ସେତେବେଳ ଯାଏ ଆପଣ ଙ୍କୁ କେହି ଚିନ୍ହିବେ ନାହିଁ | ଆଉ ନିଶା ଙ୍କର ଏହି କଥା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।