ଯାତ୍ରା Love Song ll ତୁଳସୀ ଗଣନାଟ୍ୟ ll ସରୁନି ଗପ କି ସରୁନି ପାପ ll ଅଶ୍ୱିନ & ସୋନାଲିଙ୍କ ଜବର ଦସ୍ତ ହଟ ଡ୍ୟାନ୍ସ ! ମାତ୍ର ୪ ଘଣ୍ଟାରେ 240k ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….
ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ଯାତ୍ରା କୁ ନେଇକି ମଧ୍ୟ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ ଆପଣ ମାନେ |
ତେବେ ସେହିଭଳି ଏକ ଭିଡିଓ ବର୍ତ୍ତମାନ ଦେଖିବାକୁ ମିଳିଛି | ଆଉ ଯେଉଁଠି ଯାତ୍ରା ଜଗତରେ ଚହଳ ପକାଇଛି ସେହି ଗୀତ ଟି | ଆଉ ଯେଉଁ ଗୀତରେ ଯାତ୍ରା ରେ ନାଚୁଥିବା କଳାକାର ମମେ ଝୁମିବା ସହିତ ଦର୍ଶକ ମାନେ ମଧ୍ୟ ଝୁମିବାକୁ ଲାଗିଛନ୍ତି |
ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ଗେଉଥିବା ସମ୍ପୂର୍ଣ୍ଣ ଭିଡିଓ ଉପରେ ନଜର ପକାଇବା |ତେବେ ଆପଣ ମାନେ ଜାଣିଥିବେ କି ସଂଗୀତ ରେ ଗୋଟିଏ ଏମିତି ଯାଦୁ ରହିଥାଏ ଯାହା ଦ୍ୱାରା ସମସ୍ତେ ଆକୃଷ୍ଟ ହୋଇଥାଏ | ତାହା ବ୍ୟତୀତ ସମସ୍ତଙ୍କୁ ନିଜର କରେଇବାର ଏକ ମାତ୍ର ମାଧ୍ୟମ ହେଉଛି ଗୀତ |
ଆଉ ଭାଇରାଲ ହେଉଥିବା ଏହି ଭିଡିଓ ଟିରେ ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ଯାତ୍ରା ରେ ଗୀତ ଗାଉଥିବା ସଂଗୀତକାର ଜଣଙ୍କ ର ଗୀତ ର ଯାଦୁ ରେ ସମସ୍ତଙ୍କୁ ମୋତୁଆଲା କରିବା ପାଇଁ ଲାଗିଛନ୍ତି ସମସ୍ତେ ଆଉ ଏକ ଯାତ୍ରା ମଞ୍ଚରେ ଗୀତ ଶୁଣିବାକୁ ମିଳିଛି |
ଆଉ ସେହି ଗୀତ ରେ କଳାକାର ମାନେ ସେମାନଙ୍କର ଡାନ୍ସ ର ଝଲକ ମଧ୍ୟ ଦେଖାଇବାକୁ ଲାଗିଛନ୍ତି ବୋଲି କୁହାଯାଉଛି |ଯାହା ଜଣା ପଡିଛି କି କଳିଙ୍ଗ ଗଣନାଟ୍ୟ ରେ ଦେଖିବାକୁ ମିଳିଛି ଏହି ପ୍ରଗ୍ରାମ ଟି, ଆଉ ଯେଉଁଥିରେ “ସରିଗଲା ରାତି ସରୁନି ଗପ ” ଗୀତ ରେ ସୁନ୍ଦର ଭାବରେ ସମସ୍ତ ଙ୍କର ମନ କୁ ଆକୃଷ୍ଟ କରେଇଛି କଳାକାର ମାନେ |
ଆଉ ଗୀତ ଟି ଗୋଟିଏ ରୋମାଣ୍ଟିକ ସଙ୍ଗ ହୋଇଥିବାରୁ ଆଉ ସଂଗୀତ କାର ଜଣକ ଦମଦାର ଭାବରେ ତାଙ୍କର ପ୍ରଦର୍ଶନୀ ଦେଖାଉଥିବାରୁ ତାହା ଦର୍ଶକ ମାନଙ୍କର ମନକୁ ମଧ୍ୟ ବେଶ ଛୁଇଁଛି ବୋଲି ଦେଖିବାକୁ ମଧ୍ୟ ମିଳିଛି | ଆଉ ଏହି ଗୀତ ଟିରେ ଯାତ୍ରା ରେ ମୁଖ୍ୟ ଭୂମିକା ରେ ଅଭିନୟ କରୁଥିବା ହିରୋଇନ ମୁଖ୍ୟ ଭୂମିକା ରେ ଅଭିନୟ କରୁଥିବା!
ହିରୋଇନ ଙ୍କ ସହିତ ହିରୋ ମଧ୍ୟ ସୁନ୍ଦର ଭାବରେ ତାଙ୍କର ଡାନ୍ସ ର କମାଲସୁନ୍ଦର ଭାବରେ ତାଙ୍କର ଡାନ୍ସ ର କମାଲ ଦେଖାଇବାକୁ ଲାଗିଛନ୍ତିତେବେ ଆପଣ ମାନେ ଜାଣିଥିବେ କି ଆଜିକାଲି ତାଙ୍କର ଡାନ୍ସ ର କମାଲ ଦେଖାଇବାକୁ ଲାଗିଛନ୍ତିତେବେ ଆପଣ ମାନେ ଜାଣିଥିବେ କି ଆଜିକାଲି ଯାତ୍ରା ଜଗତ କେତେ ଆଗକୁ ଯିବାକୁ ଲାଗିଲାନି ଓ ତାହାର ଗୀତ ଆଉ ନାଚ ସମସ୍ତଙ୍କର ମନକୁ କିଣି ନେବା ଭଳି ହୋଇଛି |
ଆଉ ଏଠାରେ ସେହି ଭଳି କିଛି ଦେଖିବାକୁ ମିଳିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ତାଙ୍କର ସୁମଧୁର କଣ୍ଠ ସ୍ୱରରେ ସମସ୍ତଙ୍କୁ ଆକୃଷ୍ଟ କରେଇଛନ୍ତି ଯାତ୍ରା ରେ ଥିବା କଣ୍ଠଶିଳ୍ପୀ ଜଣଙ୍କ | ଆଉ ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।