Diwali 2022 | ଦୀପାବଳୀରେ ଏହି 4ଟି ରାଶିର ଭାଗ୍ୟ ଚମକିବ | ଧନର ବର୍ଷା ହେବ,ଜାଣନ୍ତୁ କେଉଁ କେଉଁ ରାଶି ଗୁଡିକ…..
ଆସିବାକୁ ଯାଉଛି ଆଲୋକର ପର୍ବ ଦୀପାବଳି। ଏହି ଦୀପାବଳି ଦୀନଠାରୁ ବନିବାକୁ ଯାଉଛି ଏପରି ଏକ ମହା ସଂଯୋଗ ଯାହା ପୁର୍ଣ୍ଣ ଭାବରେ ଫେରିବାକୁ ଯାଉଛି। ଏହି ୪ଟି ରାଶିର ବ୍ୟକ୍ତିଙ୍କୁ ମାତା ଲକ୍ଷ୍ମୀଙ୍କର ଅପାର କୃପା ଏବଂ ଧନରାଜ୍ କୁବେରଙ୍କର ଆଶିର୍ବାଦ ପ୍ରାପ୍ତ ହେବ ଯେଉଁ କାରଣରୁ ଏମାନଙ୍କ ଜୀବନରୁ ଦୁଃଖ କଷ୍ଟ ସମାପ୍ତ ହେବାକୁ ଯାଉଛି।
ଦୀପାବଳି ଦୀନଠାରୁ ହିଁ ସମସ୍ତ ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ ଏବଂ ଆପଣ ନିଜ ଜୀବନରେ ବଡ଼ ପରିବର୍ତ୍ତନ ଦେଖିବାକୁ ପାଇବେ। ଦୀର୍ଘ ଦିନ ଧରି ଲାଗି ରହିଥିବା ସ୍ବାସ୍ଥ୍ୟ ସମସ୍ୟାରେ ସୁଧାର ଆସିବ। ଗୃହକୁ ବିଭିନ୍ନ ପ୍ରକାରର ଖୁସି ଖବର ଆସିବାକୁ ଲାଗିବ।କୈଣସୀ ଏକ ନୂଆ ଭାଗିଦାରୀ ବ୍ୟବସାୟରେ ପ୍ରବେଶ କରିବେ। ନୂଆ ନୂଆ ମିତ୍ରଙ୍କ ସହୀତ ମିଳନ ହେବ।
ଆପଣଙ୍କ ଶତ୍ରୁ ଆପଣଙ୍କ ଠାରୁ ପରାସ୍ତ ହେବେ। ଆୟର ନୂଆ ସ୍ରୋତ ମିଳିବ। ରୋଜଗାରରେ ବୃଦ୍ଧି ଘଟିବ। ହଠାତ୍ ଧନ ପ୍ରାପ୍ତିର ଯୋଗ ବନୁଅଛି। ଆପଣଙ୍କ ଜୀବନରେ କିଛି ବଡ଼ ପରିବର୍ତ୍ତନ ଘଟିବ ଯାହା ଆପଣ ବିଶ୍ଵାସ କରିପାରିବେ ନାହିଁ। ଆପଣଙ୍କ ଜୀବନରେ ଖୁସିର ଖବର ଆସିବାକୁ ଯାଉଛି।
ବୃଷ ରାଶି : ଅକ୍ଟୋବର ମାସ ରେ ଆପଣ ଙ୍କ ପାଇଁ ସମୟ ଲକି ରହିବ । କୋଟିପତି ହେବାର ଅନେକ ସୁଯୋଗ ମିଳିବ । ଜୀବନ ସାଥି ଙ୍କୁ ଉପହାର ଦେବା କୁ ଚିନ୍ତା କରିବେ । କୌଣସି ସ୍ଥାନ କୁ ଯାତ୍ରା କରିବେ ଆଉ ଏଞ୍ଜୋଏ କରିବେ । ପଧାରେ ଧ୍ୟାନ ଦେବେ । ଜୀବନ ସାଥି ଙ୍କ ସହ ଅଧିକ ସମୟ ବ୍ଯତୀତ କରିବେ । ପରିବାରର ସହଯୋଗ ପାଇବେ ।
କୁମ୍ଭ ରାଶି :-
ବର୍ଷ ର ଶେଷ ସୂର୍ଯ୍ୟପରାଗ ଏହି ରାଶି ର ଲୋକ ଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଆପଣ ଙ୍କର ସମସ୍ତ ମନସ୍କାମନା ପୂରଣ ହେବ। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ବ୍ୟାପାର କ୍ଷେତ୍ରରେ ଆପଣ ଲାଭବାନ ହେବେ।ବର୍ଷ ର ଶେଷ ସୂର୍ଯ୍ୟ ପରାଗ ଏହି ରାଶିର ଲୋକ ଙ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ ସାବ୍ୟସ୍ତ ହେବ। ଆପଣଙ୍କର ଅଟକି ରହିଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିବ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତୁ।
ସିଂହ ରାଶି :-
ସୂର୍ଯ୍ୟପରାଗ ସମୟ ରେ ଏହି ରାଶିର ଲୋକ ଙ୍କୁ ଧନ ପ୍ରାପ୍ତି ହେବା ର ସମ୍ଭାବନା ରହିଛି। ଭାଗ୍ୟ ସର୍ବଦା ଆପଣ ଙ୍କ ସପକ୍ଷରେ ରହିବ। ପୈତୃକ ସମ୍ପତ୍ତିରୁ ଲାଭ ପ୍ରାପ୍ତ ହେବ। କାରବାର ରେ ବୃଦ୍ଧି ହେବ। ବ୍ୟବସାୟୀକ ମାମଲା ରେ କିଛି କଠିନ ନିଷ୍ପତ୍ତି ନେଇ ପାରନ୍ତି।
ତୁଳା ରାଶି :-
ଭାଗ୍ୟ ସର୍ବଦା ଆପଣ ଙ୍କ ସପକ୍ଷ ରେ ରହିବ। କୌଣସି ସ୍ଥାନରେ ନିବେଶ କରି ଆପଣ ଲାଭବାନ ହେବେ। ପିତାଙ୍କ ସହିତ ପୈତୃକ ସମ୍ପତ୍ତି ମାମଲା ରେ ବିବାଦ ହୋଇପାରେ। ତେଣୁ ଏହି ସୂର୍ଯ୍ୟପରାଗ ସମୟରେ ଆପଣଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।