Exclusive – ବର୍ଷାକୁ ନେଇ ନୁହେଁ ,ସ୍ୱପ୍ନାକୁ ନେଇ ଏବେ ସ୍ବପ୍ନ ଦେଖୁଛନ୍ତି ଅନୁଭବ,ଦେଖନ୍ତୁ viral ଭିଡ଼ିଓ ଟିକୁ….

0 335

ଓଡିଆ ଚଳଚିତ୍ର ଜଗତର ସୁପର ଷ୍ଟାର ଅନୁଭବ ମହାନ୍ତି ବିଭିନ୍ନ ପ୍ରସଂଗ ନେଇ ବିବାଦରେ ରହିଛନ୍ତି । ତାଙ୍କର ପତ୍ନୀ ବର୍ଷାଙ୍କ ବିବାହ ବିଛେଦ କୁ ନେଇ ହେଉ କି କେତେବେଳେ ରାଜନୀତିକୁ ନେଇ, ପୁଣି କେତେ ବେଳେ ତାଙ୍କର ବାନ୍ଧବୀ ଙ୍କୁ ନେଇ ଚର୍ଚ୍ଚାରେ ରହିଛନ୍ତି।

ତେବେ ଏହି ସବୁ ବିବାଦ ଭିତରେ ଘାଣ୍ଟି ହେବା ପରେ ଏବେ ଅନୁଭବ ମହାନ୍ତି ପୁଣି ଚଳଚ୍ଚିତ୍ର ଜଗତକୁ ଫେରିଛନ୍ତି। ତାଙ୍କର ନୂଆ ଫିଲ୍ମ ଲଣ୍ଡନ ରେ ସୁଟିଂ ଚାଲିଛି। ଏହି ଚଳଚିତ୍ରଟିର ନାମ ମଧ୍ୟ ରହିଛି ‘ଲଭ ଇନ ଲଣ୍ଡନ’। ଏହି ଚଳଚିତ୍ରଟିର ନିର୍ଦ୍ଦେଶନା!

ଦେଇଛନ୍ତି ତାପସ ସରଗରିଆ ଏବଂ ପ୍ରଯୋଜକ ଅଛନ୍ତି ଦେବେନ୍ଦ୍ର। ସେହିପରି କୋରିଓଗ୍ରାଫର ଅଛନ୍ତି ଗିରିଷ। ଏହି ଚଳଚିତ୍ରରେ ପ୍ରଥମ ଥର ପାଇଁ ମୁମ୍ବାଇ ର ଜଣେ ଅଭିନେତ୍ରୀ ଙ୍କୁ ଦେଖିବା କୁ ମିଳିବ।ଏହି ପିଲ୍ମ୍ ରେ ଅଭିନେତ୍ରୀ ହେଉଛନ୍ତି ମୁମ୍ୱାଇ ର ମଡେଲ ସ୍ଵପ୍ନା ।

ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଅଭିନେତା ଅନୁଭବ ମହାନ୍ତିଙ୍କ କିଛି ଫୋଟ ଓ ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି। ଯେଉଁ ଥିରେ ଅନୁଭବ ମହାନ୍ତି ଲଣ୍ଡନ ରେ ଜଣେ ଅଭନେତ୍ରୀ ଙ୍କ ସହିତ ରୋମାଣ୍ଟିକ ଲୁକ୍ ରେ ନଜର ଆସିଛନ୍ତି।

ତେବେ ସୂଚନା ଅନୁଯାୟୀ ଆଗକୁ ଅନୁଭବ ମହାନ୍ତି ଙ୍କ ଏକ ନୂଆ ସିନେମା ଆସିବା ପାଇଁ ଯାଉଛି। ଯାହାର ସୁଟିଂ ଲଣ୍ଡନ ରେ ହେବାର ଅଛି ବୋଲି ସୂଚନା ମିଳିଛି ଆଉ ସୁଟିଂ ସମୟର କିଛି ଫୋଟ ଏବଂ ଭିଡିଓ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେଶ୍ ଭାଇରାଲ ହେବା ରେ ଲାଗିଛି।

ଆପଣ ମାନେ ଓଡ଼ିଆ ସିନେମା ଦେଖିବା ପାଇଁ ଖୁବ୍ ଭଲ ପାଉ ଥିବେ। ଏବଂ ଏହି ସିନେମା ଇଣ୍ଡଷ୍ଟ୍ରି ରେ କାମ କରୁଥିବା ସବୁ ଅଭିନେତ୍ରୀ ଓ ଅଭିନେତା ମାନ ଙ୍କୁ ଖୁବ୍ ଭଲ ଭାବରେ ଜାଣି ଥିବେ।ସେମାନ ଙ୍କ ରିଲ ଲାଇଫ ଓ ସେମାନ ଙ୍କ ରିଅଲ ଲାଇଫ କଣ ସବୁ ଘଟଣା ଘଟି ଯାଉଛି ତାହା ଜାଣିବା ପାଇଁ ଅନେକ ଦର୍ଶକ ଖୁବ୍ ଆଗ୍ରହ ପ୍ରକାଶ କରିଥାନ୍ତି।

କେହି କେହି ନିଜ ପ୍ରିୟ ଅଭିନେତା ଅଭିନେତ୍ରୀ ମାନଙ୍କ ଜୀବନ ଶୈଳୀ କୁ ଅନୁସରଣ କରିଥାନ୍ତି। କାରଣ ଅଭିନେତା ଅଭିନେତ୍ରୀ ମାନ ଙ୍କ ଜୀବନ ଶୈଳୀ ସାଧାରଣ ଲୋକ ଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ତେବେ ଆମେ ଆଜି ଲୋକ ପ୍ରିୟ ଅଭିନେତା ଅନୁଭବ ମହାନ୍ତି ବାବଦ ରେ କହିବା ପାଇଁ ଯାଉଛୁ।

ତାଙ୍କର ଏହି ଫିଲ୍ମ ଅଭିନେତ୍ରୀ ହେବା କୁ ଯାଉଛନ୍ତି ତାଙ୍କ ରିଅଲ ହିରୋଇନ୍ ଏବେ ବର୍ଷା ପ୍ରିୟଦର୍ଶିନୀ ନୁହେଁ ଏବେ ସ୍ଵପ୍ନା ପ୍ରିୟଦର୍ଶିନୀ ହେବା କୁ ଯାଉଛନ୍ତି ।ତାଙ୍କ ପ୍ରେମ କାହାଣୀ ଲଣ୍ଡନ ରେ ଆରମ୍ଭ ହୋଇଥିଲା ସେଇଥି ପାଇ ଅନୁଭବ ତ ପ୍ରେମ ର ନାମ ଦେବା ପାଇଁ ତାଙ୍କର ନୂଆ ଫିଲ୍ମ ‘ଲଭ ଇନ ଲଣ୍ଡନ’ ନାମରେ ପରିଚିତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.