viral video – ୫୨ ବର୍ଷିୟ ପ୍ରଫେସର ପ୍ରେମରେ ପଡ଼ିଲେ ୨୦ ବର୍ଷିୟା ଛାତ୍ରୀ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 227

ପାକିସ୍ତାନ ରେ ଏକ ବିବାହ ସୋସିଆଲ ମିଡିଆ ରେ ବେଶ୍ ଭାଇରାଲ ହେଉଛି । ବାସ୍ତବ ରେ,୫୨ ବର୍ଷୀୟ ଯୁବକ ଇଫ୍ଟିଖାର ୨୦ ବର୍ଷିୟ କିଶ୍ଵର ବିବି ଙ୍କୁ ବିବାହ କରିଛନ୍ତି । ଦୀର୍ଘ ସମୟ ଧରି ଦୁହେଁ ପରସ୍ପର କୁ ପସନ୍ଦ କରୁ ଥିଲେ କିନ୍ତୁ ବୟସ ବିବାହ ରେ ସବୁ ଠାରୁ ବଡ ପ୍ରତିବନ୍ଧକ ସାଜି ଥିଲା । ପୁଅ ର ପରିବାର ଏଥି ରେ ରାଜି ହୋଇ ନ ଥିଲେ ଏବଂ ଇଫ୍ଟିଖାର ଅନ୍ୟ କାହାକୁ ବିବାହ କରିବା କୁ ବାଧ୍ୟ ହୋଇ ଥିଲେ । କିଶ୍ୱ ର ୫୨ ବର୍ଷ ପର୍ଯ୍ୟନ୍ତ ପ୍ରଫେସର ରହିଥିଲେ ।

ବର୍ତ୍ତମାନ ଦୁହେଁ ନିଜ ଇଚ୍ଛା ପୂରଣ କରି ପରସ୍ପର କୁ ବିବାହ କରି ଛନ୍ତି । ଉଭୟ ଙ୍କ ବିବାହ ର ଭିଡିଓ ଏବଂ କାହାଣୀ ଏବେ ସୋସିଆଲ ମିଡିଆ ରେ ଚର୍ଚ୍ଚା ହେଉଛି । କୁହାଯାଉଛି ଯେ ଯେତେ ବେଳେ ଜୟା ବହୁତ ଛୋଟ ଥିଲେ, ସେ କିଶ୍ୱର ବିବିଙ୍କୁ ପସନ୍ଦ କରୁଥିଲେ ।

ବୃଦ୍ଧ ହେବା ପରେ, ଯେତେ ବେଳେ ଇଫ୍ଟିହାର ବିବାହ କରିବା କୁ ଇଚ୍ଛା ପ୍ରକାଶ କଲେ, ସେତେ ବେଳେ ତାଙ୍କ ମା ରାଜି ହୋଇ ନ ଥିଲେ । ଏହା ପରେ କିଶ୍ୱର କାହାକୁ ବିବାହ ନ କରିବା କୁ ନିଷ୍ପତ୍ତି ନେଇ ଥିଲେ ।

ଇଫ୍ଟିହାର ର ପ୍ରଥମ ବିବାହ ରୁ ଟି ସନ୍ତାନ ଅଛନ୍ତି । ତଥାପି ସେ ବର୍ତ୍ତମାନ କିଶ୍ୱର ଙ୍କୁ ବିବାହ କରିଛି । ୫୨ ବର୍ଷ ବୟସ ରେ କିଶ୍ଵର ଙ୍କ ର କୌଣସି ଧାରଣା ନ ଥିଲା ଯେ ସେ ଯୌବନ ର ପ୍ରେମ କୁ ବିବାହ କରିବେ । ବିବାହ ପରେ, ବର୍ତ୍ତମାନ କିଶ୍ୱର ତାଙ୍କ ଜୀବନ ସାଥୀ ଇଫ୍ଟିଖାର ଙ୍କ ସହ ହନିମୁନ୍ ପାଇଁ କରାଚି ଏବଂ ମାରି ହିଲ୍ ଷ୍ଟେସନ କୁ ଯିବା କୁ ଚାହୁଁ ଛନ୍ତି ।

ସେ ଜଣେ ପ୍ରଫେସର ଅଛନ୍ତି ଓ ତାଙ୍କର ଲକ୍ଷ ଲକ୍ଷ ଟଙ୍କା ର ବ୍ୟବସାୟ ରହି ଅଛି ସେମାନେ ପ୍ରେମ ବିବାହ କରି ଛନ୍ତି । ପ୍ରଥମେ ପ୍ରଫେସର ୧୮ ବର୍ଷ ର ଝିଅ କୁ ବିବାହ କରି ଥିଲେ ତା ପରେ ତାଙ୍କର ମୃତ ହୋଇ ଯାଇ ଥିଲା । ତା ପରେ ପରେ ଏହି ୨୦ ବର୍ଷ ର ଝିଅ କୁ ଶିକ୍ଷକ ଙ୍କୁ ଭଲ ପାଉ ଥିଲେ ତା ପରେ ସେ ପ୍ରଫେସର ଙ୍କୁ ପ୍ରସ୍ତାବ ଦେଇ ଥିଲେ । ଜୟା ତାଙ୍କ ପ୍ରସ୍ତାବ ଦେଇ ଥିଲେ ତାଙ୍କୁ ତା ପରେ ପ୍ରଫେସର ତାଙ୍କୁ ଗୋଟିଏ ସପ୍ତାହ ମାଗି ଥିଲେ ।

ତା ପରେ ପ୍ରଫେସର ଭାବିଲେ କି ସାଚିତ୍ କୁ ସେ ବହୁତ୍ ଭଲ ପାଏ । ସାଚି କୁ ହିଁ କହି ଥିଲେ ତା ପରେ ସେ ଭାବି ଥିଲେ ଯେ ଏହି Amazon ର ମୁଖ୍ୟ ଥିଲେ ମାସ କୁ ଲକ୍ଷ ଲକ୍ଷ ଟଙ୍କା ରୋଜ ଗାର କରିଥିଲେ । ସେମାନେ ବିବାହ ବନ୍ଧନ ରେ ବହୁତ ଖୁସି ରେ ରହିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.