Secret Tips – ସ୍ୱାମୀ ସ୍ତ୍ରୀ ଏହି ନିୟମ ପାଳନ କଲେ ତାଙ୍କର ପୁଅ ଜନ୍ମ ହୋଇଥାଏ । Pragyan Tripathy
ପ୍ରତେକ ବ୍ୟକ୍ତି ଇଚ୍ଛା ବା ସ୍ଵପ୍ନ ଦେଖିଥାନ୍ତି ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ । ସମସ୍ତଙ୍କର ଗୋଟେ ପୁତ୍ର ସନ୍ତାନ ଜନ୍ମ ହେଉ ଏହା ସବୁ ପୁଅ ବା ଝିଅ ମାନଙ୍କର ଇଚ୍ଛା ରହିଥାଏ ବିବାହ ପରେ । କିନ୍ତୁ ଏହା ସବୁବେଳେ ସମ୍ଭବ ହୋଇପାରେ ନାହି ।
କିଛି ଦମ୍ପତି ଙ୍କର ପୁତ୍ର ସନ୍ତାନ ଜାତ ହୋଇଥିବା ବେଳେ ଆଉ କେତେକ ଙ୍କର କନ୍ୟା ସନ୍ତାନ ଜାତ ହୋଇଥାଏ । ପୁଅ ହେଉ ବା ଝିଅ ହେଉ ସମସ୍ତେ ସମାନ ଅଟନ୍ତି । ପୁତ୍ର ସନ୍ତାନ ପାଇବା ପାଇଁ ଚାଁହୁଛନ୍ତି ତେବେ ଆଜିର ଦୁନିଆରେ ବା ସମାଜ ରେ କିଛି ଲୋକ ଙ୍କର ଇଚ୍ଛା ରହିଥାଏ କି ତାଙ୍କର ପୁତ୍ର ସନ୍ତାନ ହେଉ ।ଆପଣଙ୍କୁ କଣ କରିଲେ ପୁତ୍ର ସନ୍ତାନ ହେବ ସେହି ବିଷୟ ରେ କହିବା କୁ ଯାଉଛୁ ।
ପ୍ରତେକ ପୁଅ ବା ଝିଅ ମନ ରେ ଇଚ୍ଛା ଏରହିଥାଏ ପୁତ୍ର ସନ୍ତାନ ପାଇଁ । କିନ୍ତୁ ବିବାହ ପରେ ସବୁ ଦମ୍ପତି ଯାହା ପାଖରେ ଏହା ସମ୍ଭବ ହୋଇପାରେ ନାହି । କିଛି ଦମ୍ପତ୍ୟୀ କନ୍ୟା ସନ୍ତାନର ଇଚ୍ଛା ରଖିଥାନ୍ତି ତ ଆଉ କିଛି ପୁତ୍ର ସନ୍ତାନ ର ଇଚ୍ଛା ରଖିଥାନ୍ତି ।ପୁତ୍ର ସନ୍ତାନ ପାଇଁ ଅନେକ ଦମ୍ପତିଙ୍କର ପ୍ରବଳ ଇଚ୍ଛା ରହିଥାଏ । ଯାହା ପାଇଁ ସେମାନେ ଅନେକ ଉପାୟ ମାନ କରିଥାନ୍ତି । ତେବେ ସେହି ସରଳ ଓ ଶଜା ଉପାୟ ଗୁଡିକ ହେଉଛି ପୁତ୍ର ସନ୍ତାନ ପ୍ରାପ୍ତି ନିମନ୍ତେ:-
ପ୍ରଥମ ଟିପ୍ସ –
ପ୍ରଥମ କଥା ଟି ହେଉଛି ପୂଜା ଘରେ ପ୍ରତି ଦିନ ଆପଣ ଘିଅ ଦୀପ ଜଳାଉଥିବେ ।କିନ୍ତୁ ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ ପ୍ରତେକ ସୋମବାର ଓ ଶନିବାର ଦିନ ଦୁଇ ଟି ଲେଖାଏଁ ଘିଅ ଦୀପ ପୂଜା ଘରେ ଜଳାଇବା ଜରୁରୀ ଅଟେ । ଏପରି କରିବା ଦ୍ଵାରା ବହୁତ ଜଲ୍ଦି ପୁତ୍ର ସନ୍ତାନର ଯୋଗ ହୋଇଥାଏ ।
ଦ୍ୱିତୀୟ ଟିପ୍ସ –
ଜଣେ ଗର୍ଭବତୀ ନାରୀ ଗର୍ଭବତୀ ଥିବା ସମୟ ରେ ଯେଉଁ ବ୍ୟକ୍ତିଙ୍କ ମୁହଁ ସେ ତାର ଆଖି ସାମ୍ନା ରେ ଅଧିକ ସମୟ ଦେଖିଥାଏ ତାର ସନ୍ତାନ ଟି ସେହିପରି ହୋଇଥାଏ,ଏହି ଉପାୟ ଟି ହେଉଛି ଆପଣ ଙ୍କ ର ବେଡ୍ ରୁମ ବା ଶୋଇବା ଘରେ ବେଦ ଆଗ ରେ ସୁନ୍ଦର ଶିଶୁ ର ଫୋଟୋ କାନ୍ଥ ରେ ଲାଗନ୍ତୁ ଯାହା ଦ୍ଵାରା ପୁତ୍ର ସନ୍ତାନ ପ୍ରାପ୍ତି ରେ ଅତ୍ୟଧିକ ସହାୟକ ପ୍ରାପ୍ତି ହୋଇଥାଏ ।
ତୃତୀୟ ଟିପ୍ସ –
ପୁତ୍ର ସନ୍ତାନ ପାଇବା ପାଇଁ ଚାଁହୁଛନ୍ତି ତେବେ ଦମ୍ପତି ମାନେ ପ୍ରତେକ ରବିବାର ଦିନ ଆମିଷ ଭୋଜାନ କରନ୍ତୁ ନାହି । ଯାହା ଫଳରେ ପୁତ୍ର ସନ୍ତାନ ଜନ୍ମ ହେବାରେ ସବୁଠାରୁ ବଡ ସହାୟକ ହୋଇଥାଏ ।ଏହି ସବୁ ନିୟମ ଆପଣ ନିଷ୍ଠାର ସହିତ ମାନିବା ଦ୍ଵାରା ଏବଂ ସର୍ବଦା ପୁତ୍ର ସନ୍ତାନ ପାଇଁ ଭଗବାନ ଙ୍କୁ ସ୍ମରଣ କରିବା ଦ୍ଵାରା ଆପଣଙ୍କ ମନସ୍କାମନା ନିଶ୍ଚିତ ପୂରଣ ହୋଇଥାଏ ଆପଣ ପୁତ୍ର ସନ୍ତାନ ହିଁ ପାଇଥାନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।