ଦେଖନ୍ତୁ viral ଭିଡିଓ ! କେମିତି ହେଲା ଝିଲିକ ଦୁଇ ଝିଅ ଙ୍କ ଅନ୍ନପ୍ରାଶନ…ଦେଖନ୍ତୁ ପୁରା ଭି୍ଡିଓ

0 591

ତେବେ ଝିଲିକ ଦୁଇ ଝିଅ ଙ୍କ ଅନ୍ନପ୍ରାଶନ। ବହୁ ଧୁମଧାମରେ ପାଳନ କରିଛନ୍ତିଆପଣ ମାନେ ଜାଣିଥିବେ କି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମେ ବିଭିନ୍ନ ପ୍ରକାରର କଥା ମାନ ଆମ ହିନ୍ଦୁ ଶାସ୍ତ୍ର ରେ ରହିଛି | ତେବେ ଆଜି ଆମେ ଆଲୋଚନା କରିବାକୁ ଯାଉଛି ମସିହା ଅନୁସାରେ ନିଜରଓଲିଉଡ଼ର ହାସ୍ୟ ଅଭିନେତା ଝିଲିକ ପ୍ରାୟ ସମସ୍ତଙ୍କର ଅତି ପ୍ରିୟ ଅଟନ୍ତି, ତାଙ୍କର କମେଡିକୁ ବହୁତ ଲୋକ ପସନ୍ଦ କରନ୍ତି |ସେ ତାଙ୍କ କମେଡି ମାଧ୍ୟ୍ୟମରେ ଅନେକ ଲୋକଙ୍କ ମନୋରଞ୍ଜନ କରନ୍ତି, ଭାଗ୍ୟ ବିଷୟରେ ଜାଣିବା ର କିଛି ସୂଚନା | ତାହେଲେ ଆସନ୍ତୁ 1980-2000 ଭିତରେ ଥିବା ଲୋକ ମାନଙ୍କର ସ୍ୱାଭବ ବିଷୟରେ ଆସନ୍ତୁ ଜାଣିବା |

ଓଲିଉଡ଼ର ହାସ୍ୟ ଅଭିନେତା ଝିଲିକ ପ୍ରାୟ ସମସ୍ତଙ୍କର ଅତି ପ୍ରିୟ ଅଟନ୍ତି, ତାଙ୍କର କମେଡିକୁ ବହୁତ ଲୋକ ପସନ୍ଦ କରନ୍ତି |ସେ ତାଙ୍କ କମେଡି ମାଧ୍ୟ୍ୟମରେ ଅନେକ ଲୋକଙ୍କ ମନୋରଞ୍ଜନ କରନ୍ତି, ଲୋକେ ମଧ୍ୟ ତାଙ୍କ କମେଡି ଦେଖିବା ପାଇଁ ଅଧିକ ପସନ୍ଦ କରନ୍ତି |

ଏହି କମେଡି ପାଇଁ ସେ ବହୁତ ଲୋକପ୍ରିୟ ମଧ୍ୟ୍ୟ ହୋଇଛନ୍ତି, ସେ ଯେପରି କମେଡି କରନ୍ତୁ ନା କାହିଁକି ତାହା ଲୋକଙ୍କ ମାନକୁ ବେଶ ଛୁଇଁଥାଏ |ଆପଣମାନେ ନିଶ୍ଚିତ ଜାଣିଥିବେ ଯେ ଝିଲିକ ଖଟୁଆ ଗତ ବର୍ଷ ବିବାହ କରିଥିଲେ |ତାଙ୍କର ବିବାହ ସମୟରେ ଅନେକ ଫୋଟ ସୋସିଆଲ ମିଡିଆରେ ଅପଲୋଡ଼ ହୋଇଥିଲା, ଏବେ ବି ମଧ୍ୟ ତାଙ୍କର ବିବାହ ସମୟରେ କିଛି ଫୋଟ ଅପଲୋଡ଼ କରୁଛନ୍ତି |କିନ୍ତୁ ବର୍ତମାନ ଝିଲିକଖଟୁଆଙ୍କ ଏକ ଫୋଟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି, ଯେଉଁଥିରେ କି ଝିଲିକ ଏକ କୁନି ପିଲାକୁ ଧରି ଏକୋଶିଆ ପୂଜାରେ ବସିଛନ୍ତି |ଏଥିରୁ ସମସ୍ତେ ଭାବୁଛନ୍ତି କି ପ୍ରଜ୍ଞା ବାପା ହେଇଛନ୍ତି ମାତ୍ର ସତ କଥା ଯେ

ଝିଲିକ ମା ହୋଇ ନାହାନ୍ତି ସେ ମାମୁଁ ହୋଇଛନ୍ତି |ଯେଉଁ ଭିଡିଓ ଏବଂ ଫୋଟ ଭାଇରାଲ ହେଉଛି ସେଥିରେ ଝିଲିକ ତାଙ୍କର ଭଉଣୀଙ୍କ ପୁଅଙ୍କୁ କୋଳରେ ଧରି ତାଙ୍କ ଏକୋଶିଆ ପୂଜାରେ ବସିଛନ୍ତି |ଝିଲିକ ଙ୍କ ଭଉଣୀ ଘରେ ସତ୍ୟ ନାରାୟଣ ପୂଜା ହେଉଥିବା ସମୟରେ ସେ ତାଙ୍କର ଭଣଜାଙ୍କୁ ଧରି ପୂଜାରେ ବସିଛନ୍ତି, ଏବଂ ସେ ତାଙ୍କ ଭଣଜାଙ୍କ ନାମକରଣ କରୁଛନ୍ତି |ଏହି ସମୟରେ ଝିଲିକ ବହୁତ ଖୁସି ମଧ୍ୟ୍ୟ ଅଛନ୍ତି |

ଝିଲିକ୍ ବାହା ଘର ଗୋଟିଏ ବର୍ଷ ହୋଇଥିଲେ ମଧ୍ୟ୍ୟ ସେ ଏବେ ଯାଏଁ ବାପା ହୋଇ ନାହାନ୍ତି, ଝିଲିକ ମାଆ ହେଲେ ଏ ଖବର ସୋସିଆଲ ମିଡିଆ ସାମନାକୁ ପ୍ରଥମେ ଆସିବ |ସେ ବାପା ହେଲେ ଏ ଖବର ସାରା ଓଡିଶାବାସୀ ନିଶ୍ଚିତ ଜାଣିପାରିବେ କିନ୍ତୁ ବର୍ତମାନ ଝିଲିକଯେଉଁ ମିଛ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ସେଥିରେ ସେ ମାମୁଁ ହୋଇଛନ୍ତି |ଝିଲିକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି |

ଝିଲିକ ଦୁଇ ଝିଅ ଙ୍କ ଅନ୍ନପ୍ରାଶନ। ବହୁ ଧୁମଧାମରେ ପାଳନ କରିଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.