OMG ! ହଠାତ ଘରୁ ବାହାରିଲା ନାଗ ସାପ ଆଉ ଯୁବକ ଜଣଙ୍କ ସହ ଯାହା ହେଲା ଦେଖିଲେ ଛାତି ଥରିଉଠିବ,ଦେଖନ୍ତୁ viral ଭିଡ଼ିଓ ଟିକୁ….

0 134

ଆମ ଦେଶରେ ସାପକୁ ପ୍ରଭୁ ଶିବଙ୍କର ବରଦାନ ଭାବେ ମାନାଯାଏ । ଯାହାକୁ କିଛି ଲୋକ ମାନେ ବିଶ୍ଵାସ କରିଥାନ୍ତି । ଆଜିର ଆମର ଏହି ଲେଖାରେ ଏମିତି କିଛି କାହାଣୀ ରହିଛି । ଏହି ଭିଡିଓ ରେ ଜଣେ ମହିଳା ନିଜ ଘରେ ଚନ୍ଦ୍ର ନାଗ ସାପ ଅନେକ ଦିନ ଧରି ରହିଥିଲା।

ହିନ୍ଦୁ ଧର୍ମ ରେ ନାଗ ସାପର ବହୁତ ପୌରାଣିକ ମାନ୍ୟତା ରହିଛି । ନାଗ ସାପ କୁ ଭଗବାନ ଶିବ ସବୁ ବେଳେ ନିଜ ବେକ ରେ ଧାରଣ କରନ୍ତି । ଭଗବାନ ଶିବ ଙ୍କୁ ପ୍ରସନ୍ନ କରିବା ପାଇଁ ଆଗ କାଳ ରୁ ନାଗ ସାପ ର ପୂଜା ଅର୍ଚ୍ଚନା କରା ଯାଉ ଥିଲା ।

 ହେଲେ ବର୍ତ୍ତମାନ ସମୟ ରେ ଲୋକ ମାନେ ସାପ ଦେଖିଲେ ତାଙ୍କୁ ହୁଡେଇବା ପାଇଁ ତାଙ୍କୁ ମାରୁଛନ୍ତି । ସୋସିଆଲ ମିଡିଆ ରେ ଗତ କିଛି ଦିନ ହେବ ଏହି ପରିକା ଏକ ଘଟଣା ବହୁତ ଚର୍ଚା ରେ ଅଛି ।ଚନ୍ଦ୍ର ନାଗ ସାପର ଏକ ଭିଡିଓ ବର୍ତ୍ତମାନ ବହୁତ ଚର୍ଚା ରେ ଅଛି ଯାହା ବିଷୟ ରେ ଜାଣନ୍ତୁ । ତା ହେଲେ ଦେଖନ୍ତୁ ଏହି ଘଟଣା ବିଷୟ ରେ ।

ଚନ୍ଦ୍ରନାଗ ସାପ ର ଏହି ଭିଡିଓ ଟି ବହୁତ ଚର୍ଚା ରେ ଅଛି ଚନ୍ଦ୍ର ନାଗ ହେଉଛି ଏକ କ୍ରୋଧୀ ସାପ । ଏହାର ଚୋଟ ରେ ମଣିଷ ପ୍ରାଣ ହରାଇ ପାରେ ଏହି ସାପ ର ବିଷ ବହୁତ । ଏହି ସାପ ଟି ବେଳେ ବେଳେ ଶିକାର କରିବା ପାଇଁ ଘର ଭିତ ରେ ପଶି ଯାଏ ।

ଭାଇରାଲ ହେଉଥିବା ଭିଡିଓ ରେ ଏହି ସାପ ଟି ଏକ ଗୁହାଳ ଘରେ ଭିତରେ ପସି ଯାଇଛି । ବାହାରେ ଥିବାରୁ ଘର ର ଲୋକ ମାନେ ସାପ କୁ ହୁଡାଇବା ପାଇଁ ଚେଷ୍ଟା କରିଥିଲେ ହେଲେ ସାପ ଟି ଗୁହାଳ ଘରେ ଥିବା କାଠ ଓ ଶୁଖିଲା ପତ୍ର ବସ୍ତା ଭିତ ରେ ପସି ଯାଇଥିଲା ।

ଭଉତ କଷ୍ଟରେ କାଢି ଥିଲେ । ଏହା ପରେ ଘର ଲୋକ ମାନେ ଏକ ସାପ ଧରାଳିଟି ଡକାଇ ଥିଲେ । ସାପକୁ ଖୋଜିବା ପାଇଁ ବହୁତ ସମୟ ଲାଗିଥିଲା । ସାପ ଧରାଳି ଜଣକ ଯେତେବେଳେ ନାଗ କୁ ଧରିଲେ ସେତେବେଳ ନାଗ ଟି କ୍ରୋଧ ରେ ଥିଲା । ସାପ ଧରାଳି ଙ୍କୁ ବାରମ୍ବାର ଚୋଟ ମାରିବା ପାଇଁ ଆସି ଥିଲେ ହେଲେ ସାପ ଧରାଳି କୁ ଦଂଶନ କରିପାରୁ ନ ଥିଲେ।

ହେଲେ ବହୁତ ସାବଧାନତା ର ସାପ ଧରାଳି ଜଣ କ ନାଗ ଟି କୁ ଉଧାର କରି ଥିଲେ ସାପଟି ବହୁତ ଗର୍ଜନ କରୁଥିଲା ଓ ସାପ ଧରାଳି ଟି ସାପ ଅତି ସାବଧାନତା ର ସହିତ ସେ ବିଷଧର ସାପ ଟି କୁ ଧରି ଥିଲେ। ଏହା ପରେ ସାପ ଧରାଳି ତାଙ୍କ ବ୍ୟାଗ୍ ରେ ପୁରେଇ ନେଇଥିଲେ ।

ସମାଜ ପାଇଁ ଗୋଟିଏ ବାର୍ତ୍ତା କହିଗଲେ କହିଲେ କି ସାପ ମାନ ଙ୍କୁ କେବେ ହେଲେ ମାରନ୍ତୁ ନାହିଁ ଆପଣ ମାନଙ୍କ ର ଯେମିତି ବଞ୍ଚିବାର ଇଚ୍ଛା ଅଛି ସେମାନଙ୍କର ସେହି ପରୀ ବଞ୍ଚିବାର ଅଛି । ସୋସିଆଲ ମିଡିଆ ରେ ଭାଇରାଲ ହେଉଥିବା ଏହି ଭିଡିଓ ରେ ଲୋକ ମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.