ସ୍ତନରେ କଳାଜାଇ ଥିଲେ କଣ ମିଳେ ସଂକେତ- Ajira Anuchinta

0 1,125

ଯଦି ମୁହଁରେ କଳାଦାଗ ହେଉଛି ତେବେ ଦହିରେ ବିଲାତି ରସ ମିଶାଇ ଲଗାଇଲେ ଏହା ଦୂର ହୁଏ । ମୁହଁର ରଙ୍ଗ ସଫା କରିବା ପାଇଁ ଆଳୁର ରସକୁ ରାତିରେ ଶୋଇବା ପୂର୍ବରୁ ମୁହଁରେ ଲଗାନ୍ତୁ ।ଦୁଇ ଗ୍ଳାସ ପାଣି ଖାଇବାର ଅଧ ଘଣ୍ଟା ପୂର୍ବରୁ ପିଇଲେ ଖାଦ୍ୟ ଭଲ ହଜମ ହୋଇଥାଏ । ପେଟରେ ଗ୍ଯାସ ସମସ୍ଯା ଥିଲେ ଏକ ଚାମଚ ଜୁଆଣୀ ସହ କଳା ଲୁଣ ଖାଇ ଉଷୁମ ପାଣି ସେବନ କରନ୍ତୁ । ରୋଷେଇ ପରେ ଚୁଲାକୁ ସର୍ବଦା ସଫା କରିବା ଉଚିତ । ରାତିରେ ଶୋଇବା ପୂର୍ବରୁ ଅଧ ଗ୍ଳାସ ପାଣି ପିଇଲେ ହୃଦଘାତର ସମ୍ଭାବନା କମ ଥାଏ ।

ଆଜି ଆମେ ଆପଣଙ୍କୁ କିଛି ମହତ୍ବପୂର୍ଣ୍ଣ ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ । ସକାଳୁ ଉଠିବା ପରେ ଖାଲି ପେଟରେ ୩ ଗ୍ଳାସ ପାଣି ସେବନ କରିଲେ ଅନ୍ତର ଶକ୍ତି ଜାଗୃତ ହୋଇଥାଏ । ଏକ ଗ୍ଳାସ ପାଣି ଗାଧୋଇବା ପୂର୍ବରୁ ବା ପରେ ସେବନ କରିଲେ ରକ୍ତଚାପ ସମସ୍ଯା ନିୟନ୍ତ୍ରଣ ହୋଇଥାଏ ।

୩- ୫ଟି ଗୋଲମରୀଚ, ଗୋଟିଏ ପିଆଜ ଓ ଅଧ ଚାମଚ ଲୁଣକୁ ବାଟି କେଶରେ ଲଗାଇଲେ କେଶ ଝଡିବା ବନ୍ଦ ହୁଏ ।ପେଟରେ ଗ୍ଯାସ ସମସ୍ଯା ଥିଲେ ଏକ ଚାମଚ ଜୁଆଣୀ ସହ କଳା ଲୁଣ ଖାଇ ଉଷୁମ ପାଣି ସେବନ କରନ୍ତୁ । ରୋଷେଇ ପରେ ଚୁଲାକୁ ସର୍ବଦା ସଫା କରିବା ଉଚିତ ।ରାତିରେ ରୋଷେଇ ଘରେ କେବେବି ଅଇଁଠା ବାସନ ପକାଇବା ଉଚିତ ନୁହେଁ । ଭଙ୍ଗା ବାସନରେ କେବେବି ଖାଆନ୍ତୁ ନାହି କିମ୍ବା ରୋଷେଇ କରନ୍ତୁ ନାହି ।

– ଘରର ପଇସା ରଖିଥିବା ଆଲମାରି ଘରର ଦକ୍ଷିଣ ଦିଗରେ ରଖିଲେ ଶୁଭ ହୁଏ । ଘରର ଗାଧୁଆ ଘରର କବାଟ କେବେବି ଖୋଲା ରଖନ୍ତୁ ନାହି ।

ଘର ଭିତରେ ମହାଦେବଙ୍କର ପରିବାର ସହ ଫୋଟୋ ରଖିଲେ ପିଲାମାନେ ଆଜ୍ଞାକାରୀ ହୋଇଥାନ୍ତି । ପଇସା ରଖୁଥିବା ସ୍ଥାନରେ ବା ଆଲମାରୀରେ ସ୍ଵସ୍ତିକ ଚିହ୍ନ ଆଣିବା ଦ୍ଵାରା ଆର୍ଥିକ ସମସ୍ଯା ଦୂର ହୁଏ ।
ରୋଷେଇ ଘରେ କେବେବି ଔଷଧ ବା ପୂଜା ସାମଗ୍ରୀ ରଖନ୍ତୁ ନାହି । ଘରର ଉତ୍ତର-ପୂର୍ବ କୋଣରେ କାଚ ପାତ୍ରରେ ଲୁଣ ରଖିଲେ ଅତ୍ୟନ୍ତ ଶୁଭ ହେବା ସହ ଆର୍ଥିକ ସମସ୍ଯା ଦୂର ହୁଏ ।

ଯେଉଁ ଲୋକର ଆଖିରେ କଳାଜାଇ ଥାଏ ସେ ଚତୁର, ଦୁରଦ୍ରୁଷ୍ଟି ସମ୍ପନ୍ନ ହୋଇଥାଏ । ଯେଉଁ ଲୋକର ପାଦ ତଳେ କଳାଜାଇ ଥାଏ ସେ ଅଶିକ୍ଷିତ ହୋଇଥାଏ ।ରୋଷେଇ ଘରେ କେବେବି ଆଇନା ଲଗାଇବା ଉଚିତ ନୁହେଁ । ଏହା ଅମଙ୍ଗଳ ହୋଇଥାଏ । ଘରର ଉତ୍ତର ଦିଗରେ ବିବାହ ଫୋଟୋ ଲଗାଇଲେ ଶୁଭ ହୋଇଥାଏ ।

ଯେଉଁ ଲୋକର କାନରେ କଳାଜାଇ ଥାଏ ସେ ମିଷ୍ଟାଭାସି ଓ ଧର୍ମ ପରାୟଣ ହୋଇଥାଏ । ଦକ୍ଷିଣ ବକ୍ଷରେ କଳାଜାଇ ଥିଲେ ବିଦ୍ୟାବାନ ଓ ଦକ୍ଷିଣ ପାଦରେ ଥିଲେ ଧନବନ୍ତ ଓ ଜ୍ଞାନବନ୍ତ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave A Reply

Your email address will not be published.