Vertigo – ଥକ୍କା, ଚିନ୍ତା କିମ୍ବା ଅନ୍ୟ କୌଣସି କାରଣରୁ ମୁଣ୍ଡ ବୁଲାଇବା ବା ଘୁରାଇବା ଭଳି ସମସ୍ୟା ରୁ ସବୁ ଦିନ ପାଇଁ ପାଆନ୍ତୁ ମୁକ୍ତି…..Dr.Smitha !
ଲୋକ ଙ୍କ କ୍ଷେତ୍ରରେ ମୁଣ୍ଡ ବିନ୍ଧା ସମସ୍ୟା ଏକ ମୁଖ୍ୟ ସମସ୍ୟା ଭାବେ ଦେଖା ଦେଉଛି । ଏ ପରି କି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ଅନେକ୍ ବୟସ୍କ ବ୍ୟକ୍ତି ଏହି ସମସ୍ୟା ର ସମ୍ମୁଖୀନ କରୁଛନ୍ତି । ତେବେ ମୁଣ୍ଡ ବିନ୍ଧା ପଛରେ ବିଭିନ୍ନ କାରଣ ରହିଥାଏ ।
ଯେ ପରିକି ଅଧିକ ସମୟ ଫୋନ ରେ ଗପିବା,ଚାପଗ୍ରସ୍ତ ରହିବା,ଗ୍ୟାସ୍ ସମସ୍ୟା,ରାତି ଅନିଦ୍ରା ,ସଠିକ୍ ଖାଦ୍ୟ-ପାନୀୟର ଅଭାବ, ଏଭଳି ଅନେକ୍ କାରଣ ରହିଥାଏ ଏହା ପଛରେ । ତେବେ ଏହି ସମସ୍ୟା ର ସମ୍ମୁଖୀନ କରୁଥିଲେ, ପ୍ରଥମେ ଡାକ୍ତର ଙ୍କ ପରାମର୍ଶ ଗ୍ରହଣ କରିବା ସହିତ , ଏଥି ରୁ ରକ୍ଷା ପାଇବା ପାଇଁ କିଛି ଘରୋଇ ସରଳ ଉପଚାର ମଧ୍ୟ ଗ୍ରହଣ କରି ପାରିବେ । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ ।
ଦଳ ରେ ଚାପଯୁକ୍ତ ମୁଣ୍ଡ ବିନ୍ଧା ଓ ମାଇଗ୍ରେନ ଅନ୍ତର୍ଭୁକ୍ତ । ଏଥିରେ ଗୋଟିଏ ପାଖ ମୁଣ୍ଡ ବିନ୍ଧେ, ଧକ ଧକ କରେ, ବାନ୍ତି ଲାଗେ ଓ ୩ ଘଣ୍ଟାରୁ ୩ ଦିନ ପର୍ଯ୍ୟନ୍ତ ରହେ । କ୍ୱଚିତ ହେଉଥିବା ରୋଗ ମଧ୍ୟରେ ଟ୍ରାଇଜେମିନାଲ୍ ନିଉରାଲଜିଆ, କ୍ଲସ୍ଟର ମୁଣ୍ଡ ବିନ୍ଧା ଓ ହେମିକ୍ରାନିଆ କଣ୍ଟିନୁଆ ରେ ମୁଣ୍ଡ ର ଗୋଟିଏ ପାଖରେ ଅତ୍ୟନ୍ତ ଯନ୍ତ୍ରଣା ହୁଏ।
ପ୍ରାୟ ୨୦୦ ପ୍ରକାର ମୁଣ୍ଡ ବିନ୍ଧା ମଧ୍ୟରେ ବିପଦ ଶୂନ୍ୟ ଠାରୁ ଆରମ୍ଭ କରି ଜୀବନ ହାନୀକାରି ମୁଣ୍ଡ ବିନ୍ଧା ଅଛି । ଉପଯୁକ୍ତ ବର୍ଣ୍ଣନା ଓ ସ୍ନାୟୁ ପରୀକ୍ଷା କଲେ ପରବର୍ତ୍ତୀ ଇନ୍ଭେସ୍ଟିଗେସନ ଓ ଉପଯୁକ୍ତ ଚିକିତ୍ସା କରାଯାଇଥାଏ ।
ଆନ୍ତର୍ଜାତୀୟ ମୁଣ୍ଡ ବିନ୍ଧା ସୋସାଇଟି (International Headache Society) ୨୦୦୪ ମସିହାରେ ଏହାର ବର୍ଗୀକରଣ କରିଛି ଯାହାକୁ ଡବ୍ଲ୍ୟୁ,ଏଚ.ଓ. ଗ୍ରହଣ କରିଛି ।
୧୯୫୧ ମସିହାରେ ଏକ ବର୍ଗୀକରଣ କରା ଯାଇଥିଲା । ୧୯୫୨ ମସିହା ରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲ୍ଥ୍ ଆଉ ଏକ ବର୍ଗୀ କରଣ କରି ଥିଲେ।ବେଳେ ବେଳେ ଶୋଇ ନଥିଲେ କିମ୍ବା ଥକ୍କା ପଣ କାରଣ ରୁ ମୁଣ୍ଡ ବିନ୍ଧା ହୋଇଥାଏ । ଏହି ଭଳି କ୍ଷେତ୍ରରେ ଭଲ ନିଦରେ ଶୋଇ ପଡ଼ିଲେ ମୁଣ୍ଡ ବିନ୍ଧା ଭଲ ହୋଇଯାଏ ।
କାରଣ ଗୋଟେ ପଟରେ ପେଟରେ ଗ୍ୟାସ ଭର୍ତ୍ତି ହେବା ସହିତ ଅନ୍ୟ ପଟ ରେ ମୁଣ୍ଡ ଅସହ୍ୟ ଯନ୍ତ୍ରଣା ଦେଇଥାଏ । ଆଉ ଯଦି ସମୟାନୁସାରେ ଏହି ଦୁଇ ଟି ର ଚିକିତ୍ସା ଠିକ ସମୟ ରେ ଠିକ ଭାବରେ କରାନଯାଏ ତେବେ ଏହି ସମସ୍ୟା ଅଧିକ ବଢିଥାଏ ଆଉ ଆଗକୁ କଷ୍ଟ ଅଧିକ ରୁ ଅଧିକ ବଢିପାରେ । ତେବେ ଆସନ୍ତୁ ପ୍ରଥମେ ଜାଣିବା ଏହି ଗ୍ୟାଷ୍ଟିକ ଜନିତ ମୁଣ୍ଡ ବିନ୍ଧା କଣ ହୋଇଥାଏ । ଆଉ ଏହାର ଚିକିତ୍ସା କିପରି କରାଯାଇପାରିବ ।
ଗ୍ୟାସ୍ଇଣ୍ଟେଷ୍ଟିନିଆଲ ସିଷ୍ଟମରେ ସମସ୍ୟା କାରଣରୁ ମୁଣ୍ଡବିନ୍ଧା ହୋଇଥାଏ । ଏହା ପଛର ପ୍ରମୁଖ କାରଣ ହେଉଛିକି ଆବଶ୍ୟକ ମୁତାବକ ଖାଦ୍ୟ ଆମ ଶରୀର ପର୍ଯ୍ୟନ୍ତ ପହଞ୍ଚି ପାରେ ନାହିଁ । ଆଉ ଏହି କାରଣରୁ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଯାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ!