ଦେଖନ୍ତୁ ମୃତ୍ୟୁର Live ଭିଡ଼ିଓ : cctv ରେ ରେକର୍ଡ଼ ହୋଇଗଲା ନେହେଲେ କେହି ବିଶ୍ୱାସ କରି ନଥାନ୍ତେ… ଏହି ଛାତିଥରା ଭିଡିଓ ଦେଖନ୍ତୁ ଏବଂ ଅନ୍ୟଙ୍କୁ ସତର୍କ କରାନ୍ତୁ…
ର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ । ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ । ତେବେ ସମସ୍ତଙ୍କ ମନକୁ ଛୁଇଁଲା ଭଳି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ।
ଅନେକ ସମୟରେ କିଛି ଏମିତି ଦୁଃଖଦ ଘଟଣା ସାମ୍ନା ଆସିଥାଏ ଯେ ଯାହାକୁ ଦେଖିବା କ୍ଷଣି ଆଖିରୁ ଲୁହ ଆସି ଯାଇଥାଏ । ତେବେ ବର୍ତ୍ତମାନ ସମୟରେ ଏମିତି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ବିଶ୍ୱାସ କରିପାରିବେ ନାହିଁ ।
ତାହାଲେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଥିବା ସେହି ଭିଡ଼ିଓ ସମ୍ପର୍କ ରେ ଜାଣିବା ।ତେବେ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେଉଥିବା ଭିଡ଼ିଓ ଏହା ଦେଖା ଯାଇଛି ।ତେବେ ମନୁଷ୍ୟ ଜୀବନ କେତେବେଳେ କେଉଁ ରୂପରେ କେଉଁ ମୋଡ଼ ନେଇଥାଏ ତାହା କେହି ବି କଳ୍ପନା କରି ପାରି ନଥାନ୍ତି।
ଆଉ ତାହା ମଧ୍ୟ ସମସ୍ତଙ୍କୁ ଅଛପା ହୋଇଥାଏ। କାହା ସହିତ କେତେବେଳେ କଣ ଘଟିବ ତାହା କେହି ବି କଳ୍ପନା କରି ପାରିବେ ନାହିଁ। ଆଜ୍ଞା ହଁ କିଏ କେତେବେଳେ କେଉଁ ସବୁ ଦୁର୍ଘଟଣା ର ଶିକାର ମଧ୍ୟ ହେବାକୁ ଯାଉଛନ୍ତି ତାହା ମଧ୍ୟ ଚେଷ୍ଟା କରି କେହି ଜାଣିପାରି ନଥାନ୍ତି।
କିନ୍ତୁ ଏଠାରେ ଘଟଣାଟି କିଛି ଅଲଗା ପ୍ରକାରର। ଆଉ ତାହା ହେଉଛି ସଡ଼କ ଦୁର୍ଘଟଣାରେ ଗୋଟିଏ ବସ୍ ଆସି ଗୋଟିଏ କାର୍ ଉପରେ ଚଢ଼ି ଯାଉଥିବାର ଦେଖିବାକୁ ମିଳିଛି। ତେବେ ଆପଣ ମାନେ ସମସ୍ତେ ଜାଣିଥିବେ, ବର୍ତ୍ତମାନ ସମୟରେ ଯେଉଁ ମାତ୍ରାରେ ଲୋକ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ସେତେ ମାତ୍ରାରେ ଏ ସମାଜରେ ଯାନବାହାନ ର ଚଳାଚଳ ମାତ୍ରା ମଧ୍ୟ ବଢ଼ିବାରେ ଲାଗିଛି। ଯାହାଦ୍ୱାରା ଆପଣଙ୍କୁ ପ୍ରତିଦିନ ଶୁଣିବାକୁ ମିଳୁଥିବ ସଡ଼କ ଦୁର୍ଘଟଣା ବିଷୟରେ।
ଆଉ ଏହି ସଡ଼କ ଦୁର୍ଘଟଣା ଫଳରେ ପ୍ରତିଦନ ଲୋକଙ୍କ ଜୀବନ ମଧ୍ୟ ଚାଲି ଯାଉଛି। ତେବେ ଏହି ସଡ଼କ ଦୁର୍ଘଟଣା ଏମିତି ପ୍ରକାର ଥିଲା ଆପଣ କେବେ ଦେଖି ନଥିବେ। ତେବେ ଗୋଟିଏ କାର୍ ର ଆଗଗାଡ଼ୁ ଗୋଟିଏ ବସ୍ ଆସୁଥାଏ। ଆଉ ସେହି ବସ୍ ଟି ଏତେ ସ୍ପିଡ ରେ ଆସୁଥାଏ ଯେ ଆଗରେ ଆସୁଥିବା କାର୍ ଉପରକୁ ସେହି ବସ୍ ଚଢ଼ି ଯାଉଥିବାର ଦେଖିବାକୁ ମିଳିଥିଲା। ଆଉ ପରେ ଘଟଣାସ୍ଥଳରେ ଲୋକ ଜମା ହୋଇଥିଲେ। ଏହି ଦୁର୍ଘଟଣାରେ କାହାର କଣ କ୍ଷତି ଘଟିଛି ତାହା ଏଠାରେ ସ୍ପଷ୍ଟ କରାଯାଇ ନାହିଁ। ତେବେ ଏପରି ଦୃଶ୍ୟ ଆପଣ କେବେବି ଦେଖି ନଥିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।