ଦେଖନ୍ତୁ ମୃତ୍ୟୁର Live ଭିଡ଼ିଓ : Cctv ରେ ରେକର୍ଡ଼ ହୋଇଗଲା ନେହେଲେ କେହି ବିଶ୍ୱାସ କରି ନଥାନ୍ତେ… ମୃତ୍ୟୁ କତେବେଳେ ବି ଆସିପାରେ, ପଛରୁ ଆସିକି କାର ବଡେଇଲା

0 542

ଗଞ୍ଜାମ ଜିଲ୍ଲା ରେ ଛାତିଥରା ଦୁର୍ଘଟଣା ଏକ କାର ରାସ୍ତା ରେ ଯାଉ ଥିବା ଛାତ୍ରୀ ଙ୍କ ଧକ୍କା ଦେବା ସହ ପାନ ଦୋକାନ ଉପର କୁ ଚଢି ଯାଇଛି। ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ଥାନା ଅନ୍ତର୍ଗତ ଭାଟକୁମରଡା ନିକଟ ପାଗଳବାବା ଛକ ରେ ଘଟିଛି। ଆଜି ମଧ୍ୟାହ୍ନ ରେ ବାସୁଦେବ ସେଠୀ ବିଜ୍ଞାନ ମହାବିଦ୍ୟାଳୟ ରୁ ଶ୍ରେଣୀ ସାରି ଛାତ୍ରୀ ମାନେ ଘର କୁ ଫେରୁ ଥିଲେ । ଏହି ସମୟ ରେ ପୁରୁଷୋତ୍ତମପୁର ରୁ ଶେରଗଡ ଅଭିମୁଖେ ଯାଉ ଥିବା ଏକ କାର କ୍ଷୀପ୍ର ଗତି ରେ ଆସି ପ୍ରଥମେ ଛାତ୍ରୀ ମାନ ଙ୍କୁ ଧକ୍କା ଦେଇ ଥିଲା । ପରେ ଛକ ରେ ଥିବା ଏକ ପାନ ଦୋକାନ ଉପରେ ଚଢି ଯାଇ ଥିଲା ।

ଏହି ଦୁର୍ଘଟଣା ରେ ୩ ଜଣ ଛାତ୍ରୀ ଗୁରୁତର ଆହତ ହୋଇ ଥିବା ବେଳେ, ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଛି । ସ୍ଥାନୀୟ ଲୋକ ଙ୍କ ସହାୟତା ରେ ଆହତ ଛାତ୍ରୀ ଓ ଡ୍ରାଇଭର ଙ୍କୁ ପ୍ରଥମେ ଭାଟକୁମରଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲ କୁ ସ୍ଥାନାନ୍ତର କରା ଯାଇଛି। ସମସ୍ତ ଆହତ ଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ଡାକ୍ତର ଖାନା ସୂତ୍ର ରୁ ପ୍ରକାଶ । ଘଟଣା ସ୍ଥଳ ରେ ପୁରୁଷୋତ୍ତମ ପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତି ରେ କାର ଟି ସିଧା ରାସ୍ତା ରେ ଯାଉ ଥିବା ଛାତ୍ରୀ ଙ୍କ ଧକ୍କା ଦେଲା, ଡ୍ରାଇଭର ମଦ୍ୟ ପାନ କରି ଥିଲେ କି ନା ସେ ନେଇ ତଦନ୍ତ କରା ଯାଉ ଥିବା ପୁରୁଷୋତ୍ତମପୁର ଥାନା ଅଧିକାରୀ କହିଛନ୍ତି।

ଛକ ରେ ଥିବା ଏକ ପାନ ଦୋକାନ ଉପରେ ଚଢି ଯାଇ ଥିଲା । ଦୁର୍ଘଟଣା ରେ ୩ ଜଣ ଛାତ୍ରୀ ଙ୍କ ସହିତ ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଛି । ଛାତ୍ରୀ ମାନେ ବସ ରୁ ଓହ୍ଲାଇ ଦୋକାନ ସମୟ ରେ ସମ୍ମୁଖ ରେ ନରେନ୍ଦ୍ରପୁର କ୍ଷେତ୍ରମୋହନ ବିଜ୍ଞାନ କଲେଜ ର ଛାତ୍ରୀ ସୁମିତ୍ରା ସାମଲ, ଇତିଶ୍ରୀ ପ୍ରଧାନ ଓ ଶୁଭଶ୍ରୀ ନାୟକ ଠିଆ ହୋଇ ଥିବା ବେଳେ ତାଙ୍କ ପଛ ପଟୁ ଆସି କାର ଧକ୍କା ଦେଇ ଥିଲେ ଓ ସେମାନେ କାର ଧକ୍କା ରେ ଆହତ ହେଇଥିଲେ ।

ସେମାନ ଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଛାତ୍ରୀ ଓ ଡ୍ରାଇଭର ଙ୍କୁ ପ୍ରଥମେ ଭାଟକୁମରଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲ କୁ ସ୍ଥାନାନ୍ତର କରା ଯାଇଛି । ୩ ଜଣ ଛାତ୍ରୀ ଙ୍କ ଘରେ ଖବର ପାଇ ତାଙ୍କ ଘର ଲୋକ ଆସି ତାଙ୍କ ପାଖରେ ପହଞ୍ଚି ଥିଲେ ଓ ସମସ୍ତ ଘଟଣା ସମ୍ପର୍କ ରେ ପୋଲିସ୍ କୁ ଜଣାଇଥିଲେ ଏହି ଭଳି ଭୟଙ୍କର ଦୁର୍ଘଟଣା ର ଲାଇଭ ଦୃଶ୍ୟ ସିସି ଟିଭିରେ କଏଦ୍ ହୋଇଛି ।

Leave A Reply

Your email address will not be published.