ଦେଖନ୍ତୁ ଭିଡିଓ – CCTV ରେ ରେକର୍ଡ ହୋଇଥିବା ଜୀବନ ମୃତ୍ୟୁର ,ଏହି ୧ ମିନିଟ ୨୪ ସେକେଣ୍ଡର ର ଭିଡିଓ ଏବେ ସୁଦ୍ଧା 96 କୋଟି ଲୋକ ଦେଖି ସାରିଲେଣି…

0 1,712

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଥା ବିଷୟରେ କହିବୁ ଯେଉଁ କଥା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ତେବେ ଆପଣ ମାନେ କେବେ ବାଘ କୁ ଦେଖିଛନ୍ତି ତେବେ ଅନେକ ବ୍ୟକ୍ତି ଦେଖିଥିବେ ତ ନିଶ୍ଚିତ ରୂପରେ । କାରଣ ଯେଉଁ ମାନେ ଯଦି କେବେ ବାଘ ଅଭୟାରଣ୍ୟକୁ ବୁଲିବା ପାଇଁ ଯାଇଥିବେ ତେବେ ଦେଖିଥିବେ ନିଶ୍ଚୟ ।

ମାତ୍ର ଯେଉଁମାନେ ଯାଇଥିବେ ତ ସେମାନେ ହୁଏତ ଦେଖି ନଥିବେ । ମାତ୍ର କେବେ ଅଚାନକ ବାଘ ହାବୁଡରେ ପଡିଛନ୍ତି କି , ଅଥବା ଏମିତି ଆପଣ ମାନଙ୍କ ଗ୍ରାମକୁ କେବେ ବାଘ ଆସିଛି କି ସେମିତି ହୋଇଥିଲେ ତ ଆପଣ ମାନେ ତାର ଅନୁଭୂତି ଜାଣିଥିବେ ।

ତେବେ ଯେଉଁମାନେ ବାଘକୁ ଡରନ୍ତି ସେମାନେ ତାର ନାମ ଶୁଣିବା ମାତ୍ରେ ହିଁ ବହୁତ ଡର ଲାଗିବ । କାରଣ ସେ ଏମିତି ଏକ ପଶୁ ଏଟେ ଯାହାର ହାବୁଡରେ ପଡିଲେ ମନୁଷ୍ୟ ଆଉ ବଞ୍ଚିବ ନାହିଁ । ମାତ୍ର କେତେକ ବ୍ୟକ୍ତି ମାନେ ଅଛନ୍ତି ୟେଉଂମାନେ ବାଘକୁ ମଧ୍ୟ ପାଳିଥାନ୍ତି ତାର ଅନେକ ଯତ୍ନ ନେଇଥାନ୍ତି ହେଲେ ସେ ବାଘ ସେମାନଙ୍କର କିଛି କ୍ଷତି କରେ ନାହିଁ ।କାହିଁକିନା ସେ ତାର ପୋଷା ମାନିଯାଇଥାଏ ।

ଏମିତିରେ ତ ଅଭୟାରଣ୍ୟରେ ମଧ୍ୟ ବାଘ ମାନେ ମନୁଷ୍ୟର ବୋଲ ମାନିଥାନ୍ତି ସେମାନଙ୍କର କିଛି ମଧ୍ୟ କ୍ଷତି କରନ୍ତି ନାହିଂ । ମାତ୍ର କେତେ ସମୟରେ ମଧ୍ୟ ସେମାନଙ୍କୁ ବହୁତ ଅସୁବିଧାର ଶିକାର ହେବାକୁ ପଡିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି ଏକ ବାଘ ବିଷୟରେ କହିବୁ ଯେଉଁ ବାଘଟି ଜଣେ ଲୋକଙ୍କୁ ଆକ୍ରମଣ ନିଜର କ୍ଷୁଧା ନିବାରଣ କରିଦେଇଛି , ତେବେ କେମିତି ଏପରି ଘଟଣା ଘଟିଲା ଆସନ୍ତୁ ଜାଣିବା ସେ ବିଷୟରେ ।

ଆମେ ଆପଣ ମାନଙ୍କୁ ଯେଉଁ ଘଟଣା ବିଷୟରେ କହୁଛୁ ସେ ଘଟଣାଟି ଦିଲ୍ଲୀର ଏକ ଚିଡିଆଖାନାର , ଯେଉଁଠାରେ ଅନେକ ଲୋକେ ଚିଡିଆଖାନାକୁ ବୁଲିବାକୁ ଆସିଥିବା ବେଳେ ଜଣେ 22 ବର୍ଷର ଯୁବକ ମହାଦ ଏକ ଧଳାବାଘର ଖୁଆଡ଼ ପାଖରେ ଠିଆ ହୋଇଥିଲେ। ଏହାପରେ ସେ ହଠାତ ଧଳାବାଘ ବିଜୟର ଖୁଆଡ଼ର ପାଚେରୀ ଉପରକୁ ଚଢ଼ିଯାଇଥିଲେ । ଆଉ ଲୋକମାନେ ତାଙ୍କୁ ଯେତେ ତଳକୁ ଓହ୍ଲାଇବାକୁ କହିଥିଲେ ମଧ୍ୟ ସେ ଶୁଣି ନଥିଲେ। ଆଉ ଦେଖୁ ଦେଖୁ ସେ ନିଜର ନିୟନ୍ତ୍ରଣ ହରାଇ ସିଧା ଯାଇ ପଡିଲେ ଧଳା ବାଘ ବିଜୟର ମୁଁହ ପାଖରେ।

ତେବେ ଧଳାବାଘ ବିଜୟ ପାଖରେ ଯୁବକଙ୍କୁ ଦେଖି ତାର ଭଜନ ପାଇଁ ବହୁତ ଖୁସି ଥିଲା , ଆଉ ଯୁବକ ଜଣଙ୍କ କଣ କରିବେ କିଛି ବୁଝି ନପାରି ବାଘ ଆଗରେ ହାତ ଯୋଡ଼ି ବସିଲେ। ବାଘଟି ମଧ୍ୟ ଯୁବକଙ୍କୁ ଏହିପରି ଅବସ୍ଥାରେ ଦେଖି କିଛି ସମୟ ସେମିତି ଛିଡା ହୋଇଗଲା।କିନ୍ତୁ 5 ମିନିଟ ପରେ ବାଘ ତାର ପଶୁତ୍ବ ଗୁଣ ଦେଖିଦେଲା ଆଉ ଯୁବକଙ୍କର ବେକକୁ ଆକ୍ରମଣ କରି ତାକୁ ନିଜର ଭୋଜନ କରିନେଲା। ଯାହା ସେଠାରେ ଥିବା ସିସିଟିଭିରେ ରେକର୍ଡ ହୋଇଥିଲା ଏବଂ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

Leave A Reply

Your email address will not be published.