ଦେଖନ୍ତୁ Exclusive ଭିଡିଓ ! ମୁହଁ ଖୋଲିଲେ ଶ୍ରଦ୍ଧାଞ୍ଜଳି…ଅଭିନୟ ପ୍ରତି ବହୁତ ଆଗ୍ରହ ରଖିଥିଲା ଶ୍ରଦ୍ଧାଞ୍ଜଳି ,ସୁଯୋଗ ଦେଇଥାନ୍ତା ଅର୍ଚ୍ଚନା,ହେଲେ ସେ ମତେ….

0 271

ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଯେ ବର୍ତ୍ତମାନ ସମୟରେ ଅର୍ଚନା ଙ୍କର ନାଁ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି, ଦିନ ପରେ ଦିନ ବିତି ଯାଉଛି କିନ୍ତୁ ତାଙ୍କ ନାଁ ର ଚର୍ଚ୍ଚା କମିବାର ନାଁ ଧରୁ ନାହିଁ ବରଂ ଦିନକୁ ଦିନ ବଢ଼ିବାରେ ଲାଗିଛି | ଅର୍ଚନା କିଭଳି ଭାବେ ଦେହ ବ୍ୟବସାୟ କରି ଅନେକ ବଡ଼ ବଡ଼ ଲୋକ ଙ୍କୁ ନିଜ ଜାଲରେ ଫସାଇ ତାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନିଜର କଳା ସାମ୍ରାଜ୍ୟ ବସାଇଛନ୍ତି ତାହା ତ ଆପଣ ଜାଣିଛନ୍ତି |

କିନ୍ତୁ ଏହି କାମରେ ସେ ଏକା ସାମିଲ ନଥିଲେ ବରଂ ନିଜ ସହ ଅନେକ ସାଙ୍ଗ ଓ ସହକର୍ମୀ ଙ୍କୁ ମଧ୍ୟ ସାମିଲ କରି ଥିଲେ ବୋଲି ଜଣା ପଡ଼ିଛି | ତେବେ ଏହାରି ଭିତରେ ଅର୍ଚନା ନାଗଙ୍କୁ ନେଇ ପୁଣି ଏକ ଖବର ଆସି ପହଞ୍ଚିଛି ଯାହାକୁ ଶୁଣିଲେ ଆପଣ ନିହାତି ଭାବରେ ଆଶ୍ଚର୍ଯ୍ୟ ହୋଇ ଯିବେ |


ତେବେ ଏହି ସମୟରେ ତାଙ୍କର ସହକର୍ମୀ ଶ୍ରଦ୍ଧାଞ୍ଜଳି ଙ୍କ ନାଁ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ଆଉ ତାଙ୍କର କହିବା କଥା କି ତାଙ୍କ ଏକ ହିରୋଇନ ହେବା ପାଇଁ ବହୁତ ଇଚ୍ଛା ଥିଲା ଯେଉଁଥି ପାଇଁ ସେ ଏଭଳି କାମ ସବୁ କରିଛନ୍ତି ବୋଲି ମଧ୍ୟ କହିଛନ୍ତି |

ଜଣା ପଡ଼ିଛି କି ସୁନ୍ଦରୀ ଅର୍ଚନା କାମ ପାଇଁ ଯେଉଁଠି ଯାଇ ପାରୁ ନଥିଲେ ସେ ସେଠି ତାଙ୍କ ସହକର୍ମୀ ଶ୍ରଦ୍ଧାଞ୍ଜଳି ଙ୍କୁ ସେଠାକୁ ପଠାଉ ଥିଲେ, ଆଉ ବିଶେଷ ଭାବରେ ଶ୍ରଦ୍ଧାଞ୍ଜଳି ବ୍ଲାକମେଲ କରିବା କାମରେ ମଧ୍ୟ ଅର୍ଚନା ଙ୍କୁ ଖୁବ ସାହାଯ୍ୟ କରୁ ଥିଲେ | ତେବେ ଶ୍ରଦ୍ଧାଞ୍ଜଳି କହିଛନ୍ତି କି ତାଙ୍କର ହିରୋଇନ ହେବା ପାଇଁ ବହୁତ ଇଚ୍ଛା ଥିଲା ତେଣୁ ସେ ବାଧ୍ୟ ହୋଇ ଅର୍ଚନା ଙ୍କର ସବୁ କଥା କୁ ମାନୁ ଥିଲେ |

ଆଉ ଯେଉଁଠି ଜଣା ପଡିଛି କି ଅର୍ଚନା କହିଥିଲେ କୁଆଡେ ଶ୍ରଦ୍ଧାଞ୍ଜଳି ଙ୍କୁ ହିରୋଇନ କରିଦେବେ ମାତ୍ର 3 କୋଟି ଟଙ୍କା ପାଇବା ପରେ ଆଉ ନିଜର ଓକିଲ ର ମିଛ ପରିଚୟ ମଧ୍ୟ ଦେଉଥିଲେ | ଆଉ ଯେଉଁଥିପାଇଁ ଅକ୍ଷୟ ପରିଜା ପାଖକୁ ସେ ଯାଇଥିଲେ ଟଙ୍କା ପାଇଁ |

 

 

ଆଉ ଯେତେବେଳେ ଅକ୍ଷୟ ପରିଜା ଶ୍ରଦ୍ଧାଞ୍ଜଳି ଙ୍କ ନାଁ ରେ ସେପ୍ଟେମ୍ବର 29 ରେ ଅଭିଯୋଗ କରିଲେ ସେତେବେଳେ ଶ୍ରଦ୍ଧାଞ୍ଜଳି ନଭେମ୍ବର 2 ରେ ଅର୍ଚନା, ତାଙ୍କର ସ୍ୱାମୀ ଜଗବନ୍ଧୁ ଓ ଖଗା ନାଁ ରେ ଅଭଯୋଗ କରିଥିଲେ | ଆଉ ପୋଲିସ ଘଟଣାର ତଦନ୍ତ କରିବା ପରେ ନଭେମ୍ବର 6 ରେ ଅର୍ଚନା ଙ୍କୁ ଓ ତାହାର 15 ଦିନ ପରେ ଜଗବନ୍ଧୁ ଙ୍କୁ ଗିରଫ କରିଥିଲା | ଆଉ ଏବେ ଖଗା କୁ ଗିରଫ କରିବା ପରେ ଇଡି ବର୍ତ୍ତମାନ ସମସ୍ତ ଘଟଣା ର ତଦନ୍ତ ଆରମ୍ଭ କରିଛି ବୋଲି କୁହାଯାଉଛି |

Leave A Reply

Your email address will not be published.